କାହାର ନାମ ଭାବି ହୃଦୟରୁ ବାଛନ୍ତୁ ଯେ କୌଣସି ଗୋଟିଏ ନମ୍ବର ଓ ଜାଣନ୍ତୁ ସେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି- Love Quiz

ନମସ୍କାର ବନ୍ଧୁଗଣ । ଆପଣ ମାନଙ୍କ ସମ୍ମୁଖ ରେ ତଳେ ଏଠାରେ ଚାରୋଟି ନମ୍ବର ରହିଅଛି । ଆପଣ ମାନେ ଯାହା ମନ ର ଭାବ କୁ ଜାଣିବାକୁ ଚାହୁଁ ଥା’ନ୍ତି, ତାଙ୍କୁ ଚିନ୍ତା କରି ତଳେ ଥିବା ନମ୍ବର ମାନଙ୍କ ରୁ କୌଣସି ଏକ ନମ୍ବର କୁ ଚୟନ କରି ନିଅନ୍ତୁ । ଏପରି କରି ଆପଣ ଜାଣି ପାରିବେ ସେହି ବ୍ୟକ୍ତିଙ୍କ ମନରେ ଆପଣଙ୍କ ପାଇଁ କେଉଁ ଭଳି ଭାବନା ରହିଅଛି । କିନ୍ତୁ ବନ୍ଧୁଗଣ ଆଜିର ଏହି ରିଡିଂ ଟି ଆରମ୍ଭ କରିବା ପୂର୍ବରୁ କହି ରଖୁଛୁ କି, ଏହା ଏକ ପ୍ରକାରର ଜେନେରାଲ ରିଡିଂ ଅଟେ ।

ତେଣୁ ହୋଇ ପାରେ କି ଏହା କିଛି ଲୋକ ଙ୍କ ସହ କନେକ୍ଟ ନ ମଧ୍ୟ ହୋଇ ପାରେ । ତେଣୁ ଆପଣ ଏହି ବିଷୟ ଟିକୁ ପୂର୍ଣ୍ଣ ପଜେଟିଭ ହୋଇ ନିଜର ଏନ୍ଟରଟେଣ୍ଟମେଣ୍ଟ ପାଇଁ ପଢନ୍ତୁ । ବନ୍ଧୁଗଣ ଯଦି ଆପଣ ଉପରୋକ୍ତ ନମ୍ବର ମାନଙ୍କ ମଧ୍ୟରୁ 1 ନମ୍ବର ଟିକୁ ଚୟନ କରିଛନ୍ତି ତେବେ ଜାଣି ରଖନ୍ତୁ,

ଯେଉଁ ବ୍ୟକ୍ତି ଙ୍କୁ ଚିନ୍ତା କରି ଆପଣ ଏହି ନୂଆମ୍ବର ଟି କୁ ଚୟନ କରିଛନ୍ତି ସେ ବ୍ୟାକଟି ଆପଣଙଙ୍କୁ ଖୁବ ଅଧିକ ପସନ୍ଦ ଆକ୍ରାନ୍ତି । ତାଙ୍କ ମନରେ ଆପଣ ଙ୍କ ପାଇଆନ ଖୁବ ଭାବନା ଭରି ହୋଇ ରହିଛି । ସେ ସବୁବେଳେ ଆପଣ ଙ୍କ ଜୀବନ ର ଏକ ଅଂସ ହୋଇ ରହିବାକୁ ଚାହିଁଥାନ୍ତି । ନମ୍ବର 2 ଯେଉଁ ମାନେ ମଧ୍ୟ ଯାହା ପାଇଁ ଚୟନ କରିଥାନ୍ତି ସେ ବ୍ୟକ୍ତି ଆପଣ ଙ୍କୁ ଏକ ଅତ୍ୟନ୍ତ ହିଁ ଚାଲାକ ଓ ବୁଦ୍ଧିମାନ ବ୍ୟକ୍ତି ରୂପରେ ଦେଖିଥାନ୍ତି ।

ତାଙ୍କ ମନରେ ପୂର୍ଣ୍ଣ ବିଶ୍ଵାସ କି ଆପଣ ଏକ ଏପରି ବ୍ୟକ୍ତିତ୍ବ ର ମଣିଷ ଅଟନ୍ତି, ଯେ କି ସବୁ ପରିସ୍ଥିତି ରେ ଖୁବ ସୁନ୍ଦର ଭାବରେ ନିଜକୁ ସ୍ଥିର କରି ରଖିଥାନ୍ତି । ସେ ଆପଣଙ୍କର ଖୁବ ଅଧିକ ସମ୍ମାନ ମଧ୍ୟ କରିଥାନ୍ତି । ନମ୍ବର 3 ଆପଣ ମାନଙ୍କ ମଧ୍ୟରେ ଯେଉଁ ମାନେ ମଧ୍ୟ ଯାହାକୁ ଚିନ୍ତା ଅକ୍ରିୟ ଏହି ନମ୍ବର କୁ ଚୟନ କରିଥିବେ ଜାଣି ରଖନ୍ତୁ,

ସେ ବ୍ୟକ୍ତି ଙ୍କ ମନରେ ଆପଣ ଙ୍କ ପାଇଁ ଖୁବ ଅଧିକ ଭଲ ପାଇବା ଅଭାର୍ଯ୍ୟ ହୋଇ ର୍ହାଇଛି , ଟନକୁ ସବୁବେଳେ ଏହି ଏକ ଚିନ୍ତା ଲାଗି ରହିଥାଏ କି, ଆପଣ ଏହି ସମୟରେ କେଉଁଠି ଥିବେ କଣ କରୁଥିବେ ? ଆପଣ ଦୁହିଁ ଙ୍କ ମଧ୍ୟରେ ଯେଉଁ ସମ୍ବନ୍ଧ ଟି ରହିଛି, ତାହା ପାଇଁ ସେ ସବୁବେଳେ ଈଶ୍ଵର ଙ୍କୁ ଖୁବ ଅଧିକ ଧନ୍ୟବାଦ ମଧ୍ୟ କରିଥାନ୍ତି ।

ନମ୍ବର 4 ଯେଉଁ ମାନେ ଯେଉଁ ବ୍ୟକ୍ତି ଙ୍କ ମନର କଥା ଜାଣିବାକୁ ଚହୁଁଛନ୍ତି ସେ ବ୍ୟକ୍ତି ସବୁବେଳେ ଆପଣଙ୍କୁ ନେଇ ଅନେକ ଚିନ୍ତା ରେ ରହିଥା’ନ୍ତି । ଏହାର କାରଣ ତାଙ୍କୁ ଏପରି ଲାଗେ କି ଆପଣ ବୋଧ ହୁଏ ନିଜକୁ ସମ୍ଭାଳି ପାରିବେ ନାହିଁ । କେହି ହୋଇ ପରେ ପାନନ୍କୁ ଠକି ଦେବ ବା ପାନ ଙ୍କୁ କୌଣସି ବିପଦ ଜଣକ ପରିସ୍ଥିତି ରେ ପକାଇ ଦେବ ।

ଏହି କାରଣ ରୁ ସେ ସବୁବେଳେ ମଧ୍ୟ ଆପଣଙ୍କ ପାଖ ପାଖ ହୋଇ ରାଇବାକୁ ଚାହିଁଥା’ନ୍ତି । ଆପଣଙ୍କ ପାଇଁ ତାଙ୍କ ମନରେ ଖୁବ ସାରା ଭଲପାଇବା ଅବହରି ହୋଇ ର୍ହାଇଛି । ଆପଣ କେବେ ସେହି ବ୍ୟକ୍ତି ଙ୍କୁ ନିଜ ଜୀବନରୁ ଦୂର କୁ ଯିବାକୁ ଦେବେ ନାହିଁ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ ଆପଣ ମାନେ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *