କାହାର ନାମ ଭାବି 1 ନମ୍ବର ବାଛନ୍ତୁ ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି- Love Quiz

ହେଲୋ ସାଙ୍ଗ ଏମାନେ କେମିତି ଅଛନ୍ତି ଆପଣ ମାନେ । ଆଶା କରୁଛୁ ବହୁତ ମସ୍ତ ରେ ଥିବେ । ଆପଣଙ୍କ ବହୁତ ଧ୍ୟାନରେ 4ଟି ନମ୍ବର ମଧ୍ୟରୁ ଯେ କୌଣସି ଗୋଟେ ବାଛନ୍ତୁ । ଆପଣଙ୍କ ପାଇଁ ତାଙ୍କ ମନରେ କଣ ଚାଲିଛି ତାହା ରହିଛି ଆଜିର ବିଷୟ ବସ୍ତୁ । ସେ ଆପଣଙ୍କ ଜୀବନ ସାଥି ହୋଇପାରନ୍ତି ବା ବନ୍ଧୁ ବା ପରିବାରର କେହି ସଦସ୍ୟ ହୋଇ ପାରନ୍ତି । ଆପଣ 4ଟି ଲୋକଙ୍କ ପାଇଁ ଅଲଗା ଅଲଗା ବାଛି ପାରିବେ ।

ହୋଇପାରେ ଆପଣଙ୍କ ସହ କନେକ୍ଟ ହୋଇପାରେ ନ ହୋଇପାରେ ମଧ୍ୟ ।  ତେବେ ଆସନ୍ତୁ ଆରମ୍ଭ କରିବା । 1- ପ୍ରଥମ ନମ୍ବର : ଆପଣ ଯାହା ପାଇଁ ପ୍ରଥମ ନମ୍ବର ଚୁଜ କରିଛନ୍ତି ସେ ଆପଣଙ୍କୁ ନେଇ ଚିନ୍ତାରେ ଅଛନ୍ତି । ଆପଣ ପୁରୁଣା କଥାକୁ ନେଇ ଝଗଡା କରୁଛନ୍ତି । ଆପଣ ମନ କଥା କୁହନ୍ତୁ ନାହି ।

ଏମିତି ହୋଇପାରେ ତାଙ୍କ ସହ ଆପଣଙ୍କର ଏବେ ଏବେ ଝଗଡା ହୋଇଛି କିନ୍ତୁ ଆପଣ ଜୀବନରେ ବହୁତ କିଛି ଫେସ କରୁଛନ୍ତି ଦୁଖୀ ରହୁଛନ୍ତି ଏମିତି ସେ ଭାବୁଛନ୍ତି । ସେ ଆପଣଙ୍କର କେୟାର କରୁଛନ୍ତି କିନ୍ତୁ ଜାଣିପାରୁ ନାହାନ୍ତି କେମିତି ସବୁ କିଛି ଠିକ କରିବେ । ସେ ଭାବୁଛନ୍ତି ଆପଣ ନିଜ ଆଡୁ ସବୁ କିଛି କରୁଛନ୍ତି ମନ କଥା କହୁ ନାହାନ୍ତି । ସେ ଆପଣଙ୍କର ଲାଇଫ ପାର୍ଟନର ବା ବନ୍ଧୁ ହୋଇପାରନ୍ତୁ ।

2- ଦ୍ଵିତୀୟ ନମ୍ବର : ଯଦି ଆପଣ ଦ୍ଵିତୀୟ ନମ୍ବର ଚୁଜ କରିଛନ୍ତି ତାଙ୍କ ମନରେ ଆପଣଙ୍କ ପାଇଁ ପଜେଟିଭ ଚିନ୍ତାଧାରା ଅଛି । ଆପଣ ସଠିକ ସମୟର ଅପେକ୍ଷାରେ ଅଛନ୍ତି । ଆପଣ ସବୁ କଥା ନିଜ ଭିତରେ ସୀମିତ ରଖୁଛନ୍ତି । ମନ କଥା କହୁ ନାହାନ୍ତି ଆପଣ ତାଙ୍କୁ । ଆପଣଙ୍କ ମନରେ ବହୁତ କିଛି ଅଛି କିନ୍ତୁ କାହାକୁ ସେୟାର କରୁ ନାହାନ୍ତି । ଆପଣଙ୍କ ପାଇଁ ଚିନ୍ତାଧାରା ବହୁତ ଭଲ ଅଛି ତାଙ୍କ ମନରେ । ତଥାପି ଆପଣ ଦୁହିଙ୍କ ମଧ୍ୟରେ ସମ୍ପର୍କ ବାଲାନ୍ସ କେମିତି ହେବ ।

3- ତୃତୀୟ ନମ୍ବର : ଆପଣ ଯାହା ପାଇଁ ତୃତୀୟ ନମ୍ବର ଚୁଜ କରିଛନ୍ତି ସେ ଜାଣିଛନ୍ତି ଆପଣ ତାଙ୍କୁ ଭଲ ପାଉଛନ୍ତି । ସେ ବନ୍ଧୁତା ହେଉ ବ ରିଲେସନସିପ ହେଉ । ସେ ଆପଣଙ୍କ ସହ ଯେବେ ରୁହନ୍ତି ବହୁତ ଖୁସି ଅନୁଭବ କରନ୍ତି । ଆପଣଙ୍କ ସହ ରହି ସେ ଲାଇଫରେ ସୁକୁନ ଅନୁଭବ କରୁଛନ୍ତି । ଇଶ୍ଵର ସବୁ କିଛି ଦେଇଛନ୍ତି ଏମିତି ସେ ଭାବୁଛନ୍ତି । ସେ ଆପଣଙ୍କୁ ପାଇ ଭାଗ୍ୟଶାଳୀ ଭାବୁଛନ୍ତି ।

4- ଚତୁର୍ଥ ନମ୍ବର : ଆପଣ ଯାହା ପାଇଁ ଚତୁର୍ଥ ନମ୍ବର ଚୁଜ କରିଛନ୍ତି ସେ ଆପଣଙ୍କୁ ଆହୁତ ଭଲ ପାଉଛନ୍ତି । ଆପଣଙ୍କୁ ନେଇ ସବୁବେଳେ ଭାବୁଛନ୍ତି । ସେ ଭବିଷ୍ଯତକୁ ନେଇ ଆପଣଙ୍କ ସହ ମ୍ଯାଚ କରୁଛନ୍ତି । ସେ ଆପଣଙ୍କୁ ପରଫେକ୍ଟ ପର୍ଶନ ଭାବୁଛନ୍ତି । ଯଦି ଆପଣ ଅଛନ୍ତି ତାଙ୍କ ଜୀବନରେ ସବୁ ଖୁସି ଅଛି । ସେ ଆପଣଙ୍କ ଲାଇଫ ବା ଲଭ ପାର୍ଟନର ହୋଇପାରନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *