ନମସ୍କାର ବନ୍ଧୁଗଣ । ଆଜରି ଏହି ବିଷୟ ବସ୍ତୁ ଟି ପ୍ରାୟତଃ ଅଧିକନସ ଲୋକ ଙ୍କୁ ଖୁବ ଅଧକ ପସନ୍ଦ ଆସିଥାଏ । ଏହି କାରଣ ରୁ ଏହି ବିଷୟ ଉପରେ ଆମେ ବାରମ୍ବାର ରିଡିଂ ନେଇ କରି ଆସିଥାଉ । ଆଜି ଆଉ ଏକ ଥର ଆମେ ଏକ ନୂଆତ୍ନ ରିଡିଂ ନେଇ କରି ଆସିଛୁ ଯାହା ସାହାର୍ଯ୍ୟରେ ଆପଣ କୌଣସି ଏକ ବ୍ୟକ୍ତିଙ୍କୁ ଚିନ୍ତା କରି ଜାଣି ପାରିବେ ସେ ବ୍ୟକ୍ତିଙ୍କ ମନରେ ଆପଣଙ୍କ ପାଇଁ କେଉଁ ଭଳି ଭାବନା ରହିଛି ।
ତେବେ ବନ୍ଧୁଗଣ ଆଉ ଅଧିକ ବିଳମ୍ବ ନ କରି ତଳେ ଥିବା ନମ୍ବର ମାନଙ୍କ ମଧ୍ୟରୁ କୌଣସି ଏକ ନମ୍ବର କୁ ଚୟନ କରି ନିଅନ୍ତୁ । ଆପଣ ଏଠାରେ କୌଣସି ଏକ ନମ୍ବର କୁ ଏକ ବ୍ୟକ୍ତି ଙ୍କ ପାଇଁ ହିଁ ଚୟନ କରି ପାରିବେ । ଯଦି ଆପଣ ଉପରୋକ୍ତ ନମ୍ବର ମାନଙ୍କ ମଧ୍ୟରୁ ନମ୍ବର 1 କୁ ଚୟନ କରିଥାନ୍ତି,
ତେବେ ଜାଣି ରଖନ୍ତୁ ଏହ ବ୍ୟକ୍ତି ଆପଣଙ୍କ ସହ ଆପଣ ଙ୍କ ପ୍ରତ୍ଯେକ ଛୋଟ ଛୋଟ ଜିନିଷ କୁ ମଧ୍ୟ ଖୁବ ଅଧିକ ଯତ୍ନ ଦେଇଥାନ୍ତି । ବୋଧ ହୁଏ ତାଙ୍କର କାର୍ଯ୍ୟ କଳାପ ଦେଖି ଆପଣ ଙ୍କୁ ଲାଗି ପାରେ, କି ସେ ବ୍ୟକ୍ତି ଙ୍କ ମନରେ ଆପଣଙ୍କ ପାଇଁ କୌଣସି ଭାବନା ନାହଁ । କିନ୍ତୁ ତାଙ୍କ ମନରେ ଆପଣ ଙ୍କ ପାଇଁ ଅନେକ ମାନ ସମ୍ମାନ ରହିଅଛି ।
ବୋଧ ହୁଏ ସେ ତାଙ୍କର ଭାବ କୁ ପରି ପ୍ରକାଶ କରି ନ ପାରୁଥିବେ । ନମ୍ବର 2 କୁ ଯେଉଁ ମାନେ ଯାହା ମନର କଥା ଜାଣିବାକୁ ଚୟନ କରଛନ୍ତି, ସେ ବ୍ୟକ୍ତି ଆପଣ ଙ୍କର ବ୍ୟକ୍ତିତ୍ବ କୁ ଖୁବ ଅଧିକ ପସନ୍ଦ କରିଥାନ୍ତି । ତାଙ୍କ ମନରେ ଆପଣ ଙ୍କ ପାଇଁ ଖୁବ ଭଲ ବିଚାର ତଥା ଭାବନା ରହିଅଛି ।
ସେ ଆପଣଙ୍କ ସହ କଥା ହୋଇ ବା ସମୟ ଅତିବାହିତ କରି ଖୁବ ଖୁସି ମଧ୍ୟ ଅନୁଭବ କରିଥାନ୍ତି । ନମ୍ବର 3 କୁ ଚୟନ କରିଥିବା ବ୍ୟକ୍ତି ଆପଣ ଯେଉଁ ବ୍ୟକ୍ତି ର ମନର କଥା କୁ ଜାଣିବାକୁ ଇଛା କରି ଏହି ନମ୍ବର କୁ ଚୟନ କରିଛନ୍ତି ସେ ବ୍ୟକ୍ତି ଙ୍କ ମନରେ ଏହି ସମୟ ରେ କିଛି ଆଶା ଆପଣଙ୍କ ଠାରୁ ରହିଅଛି ।
ବୋଧ ହୁଏ ସେ ଆପଣଙ୍କୁ କିଛି ମାଗିବାକୁ ଚାହୁଁ ଛନ୍ତି କିନ୍ତୁ କିଛି କାରଣ ତାଙ୍କୁ କହିବାକୁ ମଧ୍ୟ ଦେଉ ନାହିଁ । ନମ୍ବର 4 କୁ ଚୟନ କରିଥିବା ବ୍ୟକ୍ତି ଆପଣ ଯାହା ମନର କଥା ଜାଣିବାକୁ ଇଛା କରିଛନ୍ତି, ସେ ବ୍ୟକ୍ତି ଆପଣ ଙ୍କର ଲାଇଫ ପାର୍ଟନର ହୋଇ ପାରନ୍ତି ।
ତାଙ୍କ ମନରେ ଆପଣଙ୍କ ପାଇଁ ଅନେକ ଚିନ୍ତା, ଭଲ ପାଇବା, ମାନ ସମ୍ମାନ ଭାରି ରହିଛି । ଏହା ସହ ସେ ବଟ୍କି ଆପଣ ଙ୍କର ପ୍ରତେୟକ କଥା କୁ ଖୁବ ଅଧିକ ସମ୍ମାନ ମଧ୍ୟ ଦେଇଥାନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ, ଆପଣ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ