କାହାର ନାମ ଭାବି କୌଣସି ଗୋଟିଏ ବହି ବାଛନ୍ତୁ ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି- Love Quiz

ବନ୍ଧୁଗଣ ଆପଣ କାହାର ବି ନାଁ ଭାବି ବାଛନ୍ତୁ ଆମେ ଆଣିଥିବା 3ଟି ବହି ମଧ୍ୟରୁ ଯେ କୌଣସି ଗୋଟିଏ । ଏହି 3ଟି ନମ୍ବର ମଧ୍ୟରୁ ଆପଣ ଚାହିଁଲେ ଅଲଗା ଅଲଗା ବ୍ୟକ୍ତିଙ୍କ ପାଇଁ ମଧ୍ୟ ବାଛି ପାରିବେ । ଆପଣ ଏହାକୁ ମଜାଳିଆ ଭାବେ ପଢି ପାରିବେ । ହୋଇପାରେ ଏହା ଆପଣଙ୍କ ସହ କନେକ୍ଟ ହୋଇପାରେ । କାରଣ ଏହା ଏକ ଜେନେରାଲ ରିଡିଙ୍ଗ ଅଟେ ।

ଏହା ପରେ ଆମେ ଆପଣଙ୍କୁ କହିବୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି ? ତେବେ ଆପଣ ବାଛି ନେଲେ ନମ୍ବର ଆସନ୍ତୁ ଜାଣିବା କଣ ରହିଛି ଜବାବ । 1- ପ୍ରଥମ ନମ୍ବର : ଯଦି ଆପଣ ପ୍ରଥମ କାର୍ଡ ଚୁଜ କରିଛନ୍ତି ତେବେ ଆପଣଙ୍କ ପର୍ଶନ ଭାବୁଛନ୍ତି ଆପଣ ବହୁତ କଥା ଲୁଚାଉଛନ୍ତି । ମନରେ କଣ କଥା ରହିଛି ତାହା କୁହନ୍ତି ନାହି । ସେ ଭାବନ୍ତି ଆପଣ ମନ କଥା ତାଙ୍କ ଆଗରେ ପ୍ରକାଶ କରନ୍ତୁ ।

ସେ ବୁଝିପାରୁ ନାହାନ୍ତି ଆପଣ କଣ ଚାହୁଁଛନ୍ତି । ସେ ଆପଣଙ୍କୁ ଭଲ ଭାବେ ଜାଣିଛନ୍ତି କିନ୍ତୁ ଆପଣ ଏମିତି କଣ ପାଇଁ କରୁଛନ୍ତି ସେ ବୁଝିପାରୁ ନାହାନ୍ତି । ଆପଣଙ୍କ ଜୀବନରେ ସବୁ କିଛି ଅଛି ତଥାପି ଆପଣ ଏହାର ଅନୁଭବ କରୁ ନାହାନ୍ତି । ସେ ଜାଣିଛନ୍ତି ଆପଣ ତାଙ୍କୁ ଗ୍ରହଣ କରନ୍ତି । କେବେ କେବେ ଆପଣ ସ୍ଵାର୍ଥୀ ହୋଇଯାଉଛନ୍ତି । ଆଉ କେବେ ଲାଗୁଛି ଆପଣ ଗର୍ବୀ । କିନ୍ତୁ ସେ ଆପଣଙ୍କୁ ବହୁତ ପସନ୍ଦ କରନ୍ତି ।

2- ଦ୍ଵିତୀୟ ନମ୍ବର : ଆପଣ ଯାହା ପାଇଁ ଦ୍ଵିତୀୟ କାର୍ଡ ଚୟନ କରିଛନ୍ତି ସେ ଆପଣଙ୍କ ବିଷୟରେ ଅନେକ କିଛି ଭାବୁଛନ୍ତି । ଆପଣ ଏମିତି କିଛି କରୁଛନ୍ତି ସେ ବୁଝିପାରୁ ନାହାନ୍ତି । ଆପଣ ସମସ୍ତଙ୍କୁ ବହୁତ ଖୁସିରେ ରଖନ୍ତି । ହସ ମଜକରେ ସମୟ ବିତାନ୍ତି ଆପଣ । ଏସବୁ କଥା ତାଙ୍କୁ ଭଲ ଲାଗେ । ଆପଣଙ୍କ ମନରେ ତାଙ୍କ ପ୍ରତି କେତେ ଭଲ ପାଇବା ଅଛି ତାହାକୁ ନେଇ ସନ୍ଦେହ ଅଛି ।

ସେ ଆପଣଙ୍କ ମନ କଥା କହିବାକୁ ଚାହୁଁ ଛନ୍ତି । ସେ ଆପଣଙ୍କୁ ନେଇ କ୍ଲିୟର ନୁହନ୍ତି । କେବେ ଲାଗୁଛି ଆପଣଙ୍କ ଉପରେ ବିଶ୍ଵାସ କରିହେବ ନାହି । ହୋଇପାରେ ଆପଣଙ୍କ ପର୍ଶନଙ୍କର ମ୍ୟାରେଜ ହୋଇସାରିଛି ଯାହା ଆପଣ ଜାଣିଛନ୍ତି ।

3- ତୃତୀୟ ନମ୍ବର : ଯଦି ଆପଣ ତୃତୀୟ ନମ୍ବର ବାଛିଛନ୍ତି ବହୁତ ପଜେଟିଭ ଫିଲିଙ୍ଗ୍ସ ଅଛି ତାଙ୍କ ମନରେ ଆପଣଙ୍କ ପାଇଁ । ଆପଣ ଦୁହିଁଙ୍କ ସମ୍ପର୍କରେ ବହୁତ ପଜେଟିଭ ଚେଞ୍ଜ ଦେଖିବାକୁ ମିଳିବ । ସେ ବହୁତ ଭାବୁଛନ୍ତି । ଆଉ ଆପଣଙ୍କ ଆଡୁ କିଛି ନିସ୍ପତି ର ଅପେକ୍ଷାରେ ଅଛନ୍ତି । ସେ ତାଙ୍କର କ୍ଯାରିୟର କୁ ନେଇ ଚିନ୍ତାରେ ଅଛନ୍ତି । ତାଙ୍କ ମନ ଭାଙ୍ଗିଛି ଯାହାର କାରଣ ହେଉଛି କ୍ଯାରିୟର ଓ ପରିବାର । ତଥାପି ସେ ନିଜକୁ ଠିଆ କରିବାକୁ ଚାହୁଁଛନ୍ତି । ଆପଣ ବହୁତ ଇନୋସେଣ୍ଟ ବ୍ୟକ୍ତି ଅଟନ୍ତି । ଆପଣ ବହୁତ ସରଳ ବ୍ୟକ୍ତି ଅଟନ୍ତି ।

Leave a Reply

Your email address will not be published. Required fields are marked *