ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଅତ୍ୟନ୍ତ ହିଁ କୌତୁହଳ ପୂର୍ଣ୍ଣ ର ବିଷୟ ଟିକୁ ନେଇ କରି ଆସିଛୁ । ଆଜିର ଏହି ବିଷୟ ଟି ପ୍ରାୟତଃ ଅଧିକାଂଶ ଲୋକ ଙ୍କୁ ଖୁବ ଅଧିକ ପସନ୍ଦ ଆସିଥାଏ । କିନ୍ତୁ ସାଧାରଣତଃ ଏହି ପରି ବିଷୟ ଖୁବ କମ ହିଁ ଆସିଥାଏ । ବନ୍ଧୁଗଣ ଆଜି ଆପଣ ତଳେ ଥିବା ଏହି ସମସ୍ତ ନମ୍ବର ମାନଙ୍କ ମଧ୍ୟ ରୁ କୌଣସି ଏକ ନମ୍ବର କୁ ଚୟନ କରି ଜାଣି ପାରିବେ କି ଆପଣ ଙ୍କର ବିବାହ କିପରି ହେବ ଅର୍ଥାତ ଆପଣ ଙ୍କର ଲଭ ମ୍ୟାରେଜ ହେବ ନା ଆରେଞ୍ଜ ମ୍ୟାରେଜ ହେବ ।
କିନ୍ତୁ ବନ୍ଧୁଗଣ ଏଠାରେ ଆପଣଙ୍କୁ ଜଣାଇ ଦେବାକୁ ଚାହିଁବୁ କି ଏହା ଏକ ପ୍ରକାର ଜେନେରାଲ ରିଡିଂ ଅଟେ । ତେଣୁ କିଛି କ୍ଷେତ୍ରରେ ଏହା କିଛି ଲୋକ ଙ୍କ ସହ ମଧ୍ୟ କନେକ୍ଟ ନ ହୋଇ ପାରେ । ତେଣୁ ଆପଣ ଏହି ରିଡିଂ କୁ ନିଜର ମନୋରଞ୍ଜନ ପାଇଁ ମଧ୍ୟ ପଢି ପାରିବେ । ତେବେ ଆଉ ଅଧିକ ବିଳମ୍ବ ନ କରି ନିଜ ମନ କୁ ଆକର୍ଷିତ କରୁଥିବା ଭଳି କୌଣସି ଏକ ନମ୍ବର କୁ ଯଥା ଶୀଘ୍ର ଚୟନ କରି ନିଅନ୍ତୁ ।
ତେବେ ଯେଉଁ ମାନେ ମଧ୍ୟ ନମ୍ବର 1 କୁ ଚୟନ କରିଛନ୍ତି, ସେମାନେ ଜାଣି ରଖନ୍ତୁ କି ଆପଣ ଙ୍କ ଭାଗ୍ୟରେ ଲଭ ମ୍ୟାରେଜ ହେବାର ଅଛି । କିନ୍ତୁ ଏକ ସମୟ ଏପରି ଆସିବ ଯେଉଁଠାରେ ଆପଣଙ୍କ ମନରେ ଟିକେ ଲୋଭ ଆସିଯିବ । ଯାହା କାରଣ ରୁ ଆପଣ ହୁଏତ ଟିକେ ପଛଘୁଞ୍ଚା ଦେଖାଇ ପାରନ୍ତି ।
କିନ୍ତୁ ଶେଷରେ ଆପଣ ଙ୍କର ଲଭ ମ୍ୟାରେଜ ହିଁ ହେବ । ଯେଉଁ ମାନେ ମଧ୍ୟ ନମ୍ବର 2 କୁ ଚୟନ କରିଛନ୍ତି, ଆପଣ ମାନଙ୍କ ପାଇଁ ଆଧିକ ରୁ ଅଧିକ ଲଭ ମ୍ୟାରେଜ ର ଚାନ୍ସ ରହିଛି । କାରଣ ହୁଏତ ଏହା ଆପଣ ଙ୍କର ଇଛା ଆହୋଇ ପରେ । କିନ୍ତୁ ଆରେଞ୍ଜ ମ୍ୟାରେଜ ପାଇଁ ମଧ୍ୟ ଆପଣ ଙ୍କ ପାଖରେ ଖୁବ ଭଲ ଭଲ ବିକଳ୍ପ ରହିଥିବ । କିନ୍ତୁ ଅଧିକ ଚାନସ ରହିଛି କି ଆପଣଙ୍କର ଲଭ ମ୍ୟାରେଜ ହିଁ ହେବ । ଯେଉଁ ମାନେ ମଧ୍ୟ ନମ୍ବର 3 କୁ ଚୟନ କରିଛନ୍ତି, ଆପଣ ମାନେ ବୋଧ ହୁଏ କାହାକୁ ପସନ୍ଦ କରୁଛନ୍ତି । କିନ୍ତୁ ଏହି ସମୟ ରେ ଆପଣ ଦୁହିଁ ଙ୍କ ମଧ୍ୟରେ ଆଉ ସେହି ପରି ସମ୍ବନ୍ଧ ନାହିଁ । କିନ୍ତୁ ଆପଣ ଙ୍କର ଅନେକ ଇଛା ଅଛି କି ଆପଣଙ୍କର ସେହି ସମ୍ବନ୍ଧ ଟି ଭଲ ହୋଇଯାଉ ।
କିନ୍ତୁ ଆପଣ ଙ୍କ ଠାରେ ଏଠାରେ ଅଧିକ ଅଧିକ ଚାନ୍ସ ଆରେଞ୍ଜ ମ୍ୟାରେଜ ହିଁ ଦେଖିବାକୁ ମିଳୁଛି । ଯେଉଁ ମାନେ ମଧ୍ୟ ନମ୍ବର 4 କୁ ଚୟନ କରିଛନ୍ତି, ସେମାନେ ନିଜ ଜୀବନ କୁ ନିଜ ଇଛା ରେ ବଞ୍ଚିବାକୁ ପସନ୍ଦ କରିଥାନ୍ତି । ଆପଣ ଙ୍କ ର ଲଭ ମ୍ୟାରେଜ ହେବାର ଅଛି । କିନ୍ତୁ ଆପଣ ନିଜ ପରିବାର ର ଲୋକ ମାନଙ୍କୁ ନେଇ ବିବାହ କରିବେ । ଯେଉଁ ମାନେ ମଧ୍ୟ ନମ୍ବର 5 କୁ ଚୟନ କରିଛନ୍ତି, ଆପଣ ଙ୍କର ମଧ୍ୟ ପ୍ରେମ ବିବାହର ହେବ । ଏହା ସଂପୂର୍ଣ୍ଣ ରୂପରେ ସ୍ପଷ୍ଟ ଜଣା ପଡୁଛି । କାରଣ ଆପଣଙ୍କର ନିଜ ପାର୍ଟନର ଙ୍କ ସହ ଯେଉଁ ସମ୍ବନ୍ଧ ଟିଏ ରହିଛି ତାହା ବହୁତ ଦିନ ର ପୁରୁଣା ଅଟେ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି କିପରି ଲାଗିଲା ତାହା ଆପଣ ଆମକୁ କମେଣ୍ଟ କରି ଜଣାଇବାକୁ ଭୁଲିବେନି । ଧନ୍ୟବାଦ