ବନ୍ଧୁଗଣ କାର୍ତ୍ତିକ ପୂର୍ଣ୍ଣିମା ରେ ବନୁଅଛି ଏକ ବିଶେଷ ମହାସଂଯୋଗ ଏହି ୬ଟି କାମ କରିବାକୁ କେବେବି ଭୁଲନ୍ତୁ ନାହିଁ । ଆପଣଙ୍କର ପୁରାଣ ହେବ ସମସ୍ତ ମନସ୍କାମନା । ଶାସ୍ତ୍ର ମାନଙ୍କରେ କାର୍ତ୍ତିକ ପୂର୍ଣ୍ଣିମାର ବିଶେଷ ମହତ୍ତ୍ଵ ରହିଅଛି । ଏହି ଦିନରେ ବିଶେଷ ରୂପରେ ପୂଜା ଅର୍ଚ୍ଚନା କରି ସମସ୍ତ ଦେବା ଦେବୀଙ୍କୁ ଏକା ସାଙ୍ଗରେ ପ୍ରସନ୍ନ କରାଯାଇ ପାରେ ।
ବର୍ଷ ୨୦୨୧ ର କାର୍ତ୍ତିକ ପୂର୍ଣ୍ଣିମା ୧୯ ନଭେମ୍ବର ଶୁକ୍ରବାର ଅର୍ଥାତ୍ ଆସନ୍ତା କାଲି ପଡୁଅଛି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ଦିନ ଏକ ବିଶେଷ ସମୃଦ୍ଧି ମହସଂଯୋଗ ବନୁଅଛି । ଆଜି ଆମେ ଆପଣଙ୍କୁ କହିବୁ କି ଏହି ଦିନ ରହୁଥିବା ସମସ୍ୟା କୁ ଦୂର କରାଯାଇ ପାରିବ । ଏବଂ ସୁଖ ସମୃଦ୍ଧି ବୃଦ୍ଧି ପାଇବାରେ ଲାଗିବ ।
୧:-ଏହି ଦିନ ଘରର ମୁଖ୍ୟ ଦ୍ଵାରକୁ ସୁନ୍ଦର ଭାବରେ ସଜାନ୍ତୁ । କାର୍ତ୍ତିକ ପୂର୍ଣ୍ଣିମା ଦିନ ପ୍ରାତଃ କାଳରେ ଉଠି ସମସ୍ତ ଘରକୁ ସଫା ସୁତୁରା କରି ସ୍ନାନ ଆଦି ସାରି ଭଗବାନଙ୍କ ନାମ ଉଚ୍ଚାରଣ କରି ମୁଖ୍ୟ ଦ୍ଵାରକୁ ତୋରଣ ଦ୍ୱାରା ସଜାନ୍ତୁ । ଏବଂ ଘର ବାହାରେ ମୁରୁଜ ଦ୍ୱାରା ରଙ୍ଗୋଲୀ କରନ୍ତୁ । ଏମିତି କରିବା ଦ୍ୱାରା ଆପଣଙ୍କ ଧନ ପ୍ରାପ୍ତ ହୋଇଥାଏ । ଘରର ମୁଖ୍ୟ ଦ୍ଵାରରେ ସ୍ଵସ୍ତିକ ଚିହ୍ନଟିଏ ନିଶ୍ଚୟ ବନାନ୍ତୁ । କୁହାଯାଇଥାଏ ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀ ଙ୍କର ଆଗମନ ହୋଇଥାଏ । ଏବଂ ଗୃହରୁ ସମସ୍ତ ପ୍ରକାରର ଦୁଃଖ ଦାରିଦ୍ର୍ୟତା ଦୂର ହୋଇଥାଏ ।
୨:-ମନ୍ଦିର ଯାଇ ଦୀପ ଦାନ କରନ୍ତୁ । ଶାସ୍ତ୍ରରେ ଏପରି ମାନ୍ୟତା ରହିଛି ବହୁଥିବା ନଦୀ ଜଳ କିମ୍ବା ପୋଖରୀ ଆଦିରେ ଦୀପ ଦାନ କରିବା ଆବଶ୍ୟକ ହୋଇଥାଏ । ଯଦି ସମ୍ଭବ ହୁଏ ତ କୌଣସି ଶିବ ମନ୍ଦିର ଯାଇ ସୁଧ ଘିଅର ଦୀପଟିଏ ଅବଶ୍ୟ ଜଳାନ୍ତୁ । ଏହି ଦିନ ଶିବ ମନ୍ଦିରକୁ ଯାଇ ଶିବ ଲିଙ୍ଗରେ ଜଳ ଅର୍ପଣ କରନ୍ତୁ ଏବଂ ଶିବ ମନ୍ତ୍ର ୧୦୮ ଥର ଜପ କରନ୍ତୁ । ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ ।
୩:-କୌଣସି ଆବଶ୍ୟକ ଥିବା ବ୍ୟକ୍ତିଙ୍କୁ ଚାଉଳ ର ଦାନ କରନ୍ତୁ । ମାନ୍ୟତା ରହିଛି କି ଏହି ଦିନ କୌଣସି ଆବଶ୍ୟକ ଥିବା ବ୍ୟକ୍ତିଙ୍କୁ ଚାଉଳ ର ଦାନ କରିବା ଦ୍ୱାରା ଆପଣଙ୍କ ସମସ୍ତ ପାପ କ୍ଷୟ ହୋଇଥାଏ । ଏବଂ ଆପଣଙ୍କୁ ସଫଳତାର ମାର୍ଗ ମିଳିଥାଏ । ଆପଣଙ୍କୁ ସମସ୍ତ କାର୍ଯ୍ୟରେ ସଫଳତା ଏବଂ ଲାଭ ହିଁ ହୋଇଥାଏ ।
୪:-ତୁଳସୀ ପୂଜା କରନ୍ତୁ । ଶାସ୍ତ୍ର ମାନଙ୍କରେ ତୁଳସୀ କୁ ମା ଲକ୍ଷ୍ମୀ ଙ୍କ ରୂପ ବୋଲି କୁହାଯାଇଛି । ସେଥିପାଇଁ କାର୍ତ୍ତିକ ପୂର୍ଣ୍ଣିମାର ପବିତ୍ର ଦିନରେ ମା ତୁଳସୀ ଙ୍କ ପାଖରେ ଶୁଦ୍ଧ ଘିଅର ଦୀପଟିଏ ଅବଶ୍ୟ ଜଳାନ୍ତୁ । ଏବଂ ସଠିକ ମନରେ ମାଙ୍କୁ ଆରଧନା କରି ୭ ଥର ବୃନ୍ଦାବତିଙ୍କ ଚାରିପାଖରେ ବୁଲନ୍ତୁ । ଏମିତି କରିବା ଦ୍ୱାରା ଆପଣଙ୍କ ସମସ୍ତ ମନସ୍କାମନା ନିଶ୍ଚୟ ପୂରଣ ହୋଇଥାଏ । ଏବଂ ଆପଣଙ୍କ ଜୀବନରେ ଆସୁଥିବା ସବୁ ସମସ୍ୟା ମଧ୍ୟ ଦୂରେଇ ଯାଇଥାଏ ।
୫:-କାର୍ତ୍ତିକ ପୂର୍ଣ୍ଣିମା ଦିନଠାରୁ ବୈଭବ୍ୟ ବ୍ରତର ପାଳନ କରନ୍ତୁ । ପୌରାଣିକ କଥା ଅନୁସାରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଭଗବାନ ବିଷ୍ଣୁ ମତ୍ସ ଅବତାର ଧାରଣ କରିଥିଲେ । କୁହାଯାଏ ଏହି ଦିନ ବ୍ରହ୍ମସମୟରୁ ସ୍ନାନ ସାରି ଭଗବାନ ଙ୍କୁ ଦର୍ଶନ କରିବା ଦ୍ୱାରା ଏବଂ ଦୀପ ଦାନ କରିବା ଦ୍ୱାରା ଦସ ଯୋଗ୍ୟ ସମାନ ଫଳ ପ୍ରାପ୍ତି ହୋଇଥାଏ । ତେବେ ବନ୍ଧୁଗଣ ମାତା ଲକ୍ଷ୍ମୀ ଙ୍କ କୃପା ଅର୍ଜନ କରିବାପାଇଁ କମେଣ୍ଟ ରେ ଲେଖନ୍ତୁ ଜୟ ମା ଲକ୍ଷ୍ମୀ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।