ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସମସ୍ତେ ଜାଣିଥିବେ କି ମଣିଷ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ମାନ ଦେଖା ଯାଇଥାଏ । ଆଉ ସେହି ସମସ୍ତ ସମସ୍ୟା ର ସମାଧାନ ପାଇଁ ଆମେ ସମସ୍ତେ ଚେଷ୍ଟା କରିଥାଉ । ତେବେ ବେଳେ ବେଳେ ଏମିତି କିଛି ସମସ୍ୟା ଆମ ଶରୀରରେ ଚାଲିଥାଏ ଯାହା ଯୋଗୁ ଆମେ ସବୁବେଳେ କଷ୍ଟ ଅନୁଭବ କରିଥାଉ ।
ତେବେ ମୁଣ୍ଡ ବ୍ୟଥା, ଆଖି ବ୍ୟଥା, ପରିସ୍ରା ବେଳେ ଜ୍ୱଳନ ହେବା ତାହା ସହିତ ଆପଣଙ୍କର ଯଦି କିଡ଼ନୀ ରେ ଷ୍ଟୋନ ଜମିବା ଭଳି କିଛି ସମସ୍ୟା ମାନ ଦେଖା ଯାଇଥାଏ, ତାହେଲେ ଆପଣ ଜମାରୁ ବି ଟେନସନ ହୁଅନ୍ତୁ ନାହିଁ । ଆଜି ଆପଣ ମାନଙ୍କୁ ସହଜ ଘରେଇ ଉପଚାର ବିଷୟରେ ଜଣେଇବି ଯାହାକୁ ବ୍ୟବହାର କରିକି ଆମେ କିଡ଼ନୀ ଭଳି ସମସ୍ୟା ରୁ ସବୁଦିନ ପାଇଁକି ମୁକ୍ତି ପାଇପାରିବା । ଆସନ୍ତୁ ତାହେଲେ ସେହି ଘରେଇ ଉପଚାର ବିଷୟରେ ଜାଣିବା ।
ତେବେ ଆମେ ଅମରପୋଇ ପତ୍ର କୁ ବ୍ୟବହାର କରିକି ବିଭିନ୍ନ ପ୍ରକାର ସମସ୍ୟା ରୁ ମୁକ୍ତି ପାଇପାରିବା, ତାହା ସହିତ ଏହି ପତ୍ର କୁ ଆମେ ସହଜରେ ଘରେ ଲଗାଇ ପାରିବା । ତାହା ବ୍ୟତୀତ ଏହି ଗଛରେ ପତ୍ର ରୁ ଗଛ ସୃଷ୍ଟି ହେଉ ଥିବାରୁ ଆମେ ମାନେ ସହଜରେ ଏହି ଗଛ ର ବଂଶ ବିସ୍ଥାର କରି ପାରିବା ।
ତେବେ ଆପଣ ମାନଙ୍କର ଯଦି ମୁଣ୍ଡ ବିନ୍ଧିବା ଭଳି ସମସ୍ୟା ଦେଖା ଯାଉଥାଏ । ତାହେଲେ ଆପଣ ମାନେ ଏହି ପତ୍ର କୁ ଛେଞ୍ଚି ସେହି ପେଷ୍ଟ କୁ କାଢି ମୁଣ୍ଡରେ ଲଗାଇ କିଛି ସମୟ ରଖିବେ । ଯାହା ଯୋଗୁ ଆପଣଙ୍କର ମୁଣ୍ଡ ବିନ୍ଧିବା ଭଳି ସମସ୍ୟା ଦୂରେଇଯିବ ।
ତେବେ ଯଦି ଆପଣଙ୍କର ଆଖି ବିନ୍ଧିବା ଭଳି ସମସ୍ୟା ଥାଏ, ତାହେଲେ ଆପଣ ମାନେ ଆଖି ର ଚାରି ପାଖରେ ଏହି ପତ୍ରର ରସ କୁ ଲଗାନ୍ତୁ । ଯଦି ଆପଣଙ୍କ ମୂତ୍ର ଜନିତ ସମସ୍ୟା ଦେଖା ଦେଉଥାଏ । ତାହେଲେ ଏହି ଅମର ପୋଇ ପତ୍ର ର ରସ ୫ ଏମେଲେ ନେଇକି ସେଥିରେ ମହୁ ମିଶାଇ ସେବନ କରିଲେ ସେଥିରୁ ମୁକ୍ତି ପାଇପାରିବା ।
ଯଦି ଆପଣଙ୍କର ଷ୍ଟୋନ ଭଳି ସମସ୍ୟା ଥାଏ ତାହେଲେ ଆପଣ ଗାଢ଼ା ପ୍ରସ୍ତୁତ କରିକି ପିଇ ପାରିବେ । କିନ୍ତୁ ସେଥିପାଇଁ ଆପଣ ପ୍ରଥମେ ପାଣି ନେଇ ସେଥିରେ ୨ ଟି ଅମର ପୋଇ ପତ୍ର ନେଇକି ଛୋଟ ଛୋଟ ଖଣ୍ଡ କରିକି ଛିଣ୍ଡି ତାକୁ ପାଣିରେ ଫୁଟାଇବେ । ତାହା ପରେ ପାଣି ଅଧା ହେଇଗଲା ପରେ କାଢି ଛାଣି ଦିଅନ୍ତୁ,ଆଉ ସେହି ପାଣି ଉଷୁମ ଥିବା ସମୟରେ ସେଥିରେ ଶିଳାଜୁତ ମିଶାନ୍ତୁ ଆଉ ତାହା ପରେ ମହୁ ମିଶାଇ ସେବନ କରନ୍ତୁ ।