ବନ୍ଧୁଗଣ ଆପଣ ତ ଓଡ଼ିଆ ଲୋକପ୍ରିୟ ସିଙ୍ଗର ଦିପ୍ତିରେଖା ଙ୍କୁ ଜାଣିଥିବେ । ଅନେକ ହିଟ ଚଳଚ୍ଚିତ୍ରରେ ଗୀତ ଗାଇବା ସହିତ ଆଲବମ ରେ ନିଜର ଚମତ୍କାର ଦେଖାଇଛନ୍ତି । ତେବେ ଗତ ବର୍ଷ ସୌମ୍ୟ ଙ୍କୁ ବିବାହ କରିଥିଲେ ଏହି ସୁନ୍ଦରୀ ଗୀତିକାର ଜଣଙ୍କ । ତେବେ ସୌମ୍ୟ ଙ୍କୁ ବିବାହ କରିବା ପରେ ଓଡ଼ିଆ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ମଧ୍ୟ ରହିଥିଲେ ।
ପ୍ରଥମେ ଅଭିନୟ ରେ ନିଜର କମାଲ ଦେଖାଇଥିଲେ ଏବଂ ପରେ କଣ୍ଠଶିଳ୍ପୀ ଭାବେ ମଧ୍ୟ ଲୋକଙ୍କ ମନରେ ଘର କରିଛନ୍ତି ଲୋକପ୍ରିୟ ସିଙ୍ଗର ଦିପ୍ତିରେଖା । ତେବେ ମା ହେବାକୁ ଯାଉଛନ୍ତି ଏହି ଲୋକପ୍ରିୟ ସାଇଟ ଦିପ୍ତିରେଖା । ଏବେ ସୋସିଆଲ ମିଡିଆରେ ଏହି ଖବର ବେଶ ଭାଇରାଲ ହେବାରେ ଲାଗିଛି ।
ଏହି କଥାକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ହଲଚଲ ହେବାରେ ଲାଗିଛି ଏବଂ ସମସ୍ତଙ୍କ ନଜରରେ ରହିଛନ୍ତି ଦିପ୍ତିରେଖା । ତେବେ କାରଣ ଟି କଣ ଆସନ୍ତୁ ଜାଣିବା । କିଛି ଦିନ ପୂର୍ବରୁ ଲୋକପ୍ରିୟ ସିଙ୍ଗର ଦିପ୍ତିରେଖା ନିଜର ଭାଇଙ୍କ ପୁଅ କୁ ଧରିଥିବାର ନଜର ଆସିଥିଲେ ନିକଟରେ ସୋସିଆଲ ମିଡିଆରେ ।
ଏବଂ ସେ କ୍ୟାପସନ ରେ ଏହା ଲେଖିଥିଲେ କି ଆମ ପରିବାରର ଭବିଷ୍ୟତ ଏବଂ ଫଟୋ ଟି ସୋସିଆଲ ମିଡିଆରେ ସେୟାର କଲା ପରେ ଏହା ଭାଇରାଲ ହୋଇଥିଲା । ଯାହା ପାଇଁ ଦିପ୍ତିରେଖା ଙ୍କୁ ଅନେକ ପ୍ରଶ୍ନର ଉତ୍ତର ଦେବାପାଇଁ ବାଧ୍ୟ କରାଯାଇଥିଲା । ତେବେ ଏମିତି ଫଟୋ ସେୟାର କରିବା ପରେ କମେଣ୍ଟ ରେ ଫ୍ୟାନ ମାନଙ୍କ ପ୍ରଶ୍ନର ଲାଗିଥିଲା ଭିଡ ।
ଫ୍ୟାନ ମାନେ ପଚାରିଥିଲେ ଆପଣ କେବେ ମା ହେବେ ଏବଂ ଆପଣଙ୍କ ହାତରେ ଥିବା ଛୋଟ ପିଲା ଜଣଙ୍କ କିଏ । ତେବେ ଏହାକୁ ନେଇ ଦିପ୍ତିରେଖା ନିଜର କୌଣସି ମତାମତ ରଖିନାହାନ୍ତି ଏବଂ ଚୁପ ରହିଛନ୍ତି । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।