ମଙ୍ଗଳବାର ଦିନ ଯିଏ ବି ଲୁଣରେ କରେ ଏହି ଉପାୟ ହୋଇଥାଏ କୋଟିପତି, ଆଜି ହିଁ କରିକି ଦେଖନ୍ତୁ

ବନ୍ଧୁଗଣ ସାମାନ୍ଯ ଲୁଣ ମଧ୍ୟ ମନୁଷ୍ୟ କୁ ଧନବାନ କରି ଦେଇଥାଏ । ଏପରି କି ଲୁଣ ଘରେ ପଇସା କୁ ଚୁମ୍ବକ ପରି ଟାଣି ଆଣିଥାଏ । କୌଣସି ଉପାୟ ଟିକୁ କରିବା ପୂର୍ବରୁ ଆପଣ ଙ୍କୁ ସର୍ବପ୍ରଥମେ ତାହା ଉପରେ ନିଜର ଅତୁଟ ବିଶ୍ବାସ କରିବାକୁ ହୋଇଥାଏ । କାରଣ ବିଶ୍ବାସ ଉପରେ ହିଁ ସବୁକିଛି ଆଧାରିତ । ବିନା ଭରସା ବିଶ୍ବାସରେ ଏହି ଦୁନିଆ ରେ କିଛି ମଧ୍ୟ ପାଇବା ସମ୍ଭବ ହୋଇ ପାରେ ନାହିଁ ।

ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ କିଛି ଏପରି ଲୁଣ ସମ୍ବନ୍ଧୀୟ ଉପାୟ ମାନ ଯାହାକୁ କରିବା ଦ୍ଵାରା ଆପଣଙ୍କ ଘରେ ଥିବା ନକରାତ୍ମକ ଶକ୍ତି ସବୁ ଘରୁ ଦୂର ହୋଇଯିବ । ଏହାସହ ଆପଣଙ୍କ ଘର କୁ ଧନ ଚୁମ୍ବକ ପରି ଆକର୍ଷିତ ହୋଇ ଆସିବ ।

ବନ୍ଧୁଗଣ ଲୁଣ ମଧ୍ୟରେ ସକରାତ୍ମକରତା ଶକ୍ତି ଭଣ୍ଡାର ଭଳି ସଂଚାର ହୋଇ ରହିଥାଏ । ଲୁଣ ଚମତ୍କାରୀ ଭାବେ ମଣିଷ କୁ ଲାଭ ପ୍ରଦାନ କରିଥାଏ । ବହୁ ପୁରାତନ କାଳ ରୁ ଲୁଣ କୁ ନେଇ କିଛି ଏପରି ଉପାୟ ମନ ପ୍ରଚଳିତ ହୋଇ ଅଛି ଯାହାକୁ କରିବା ଦ୍ଵାରା ଅକୌଣସି ମଣିସ୍ଝ ମଧ୍ୟ ନିଜ ଜୀବନରେ ଥିବା ପୁରୁଣା ରୁ ପୁରୁଣା ଗରିବୀ କୁ ଦୂର କରି ପାରିବ ।

ଏହାଛଡା ଅବନ୍ଧୁଗଣ ପ୍ରତ୍ଯେକ ଘରେ ଲୁଣ ରହିଥାଏ । ତେଣୁ ପ୍ରତ୍ଯେକ ବ୍ୟକ୍ତି କୁ ଲୁଣ ସମ୍ବନ୍ଧୀୟ କିଛି କିଛି କଥା ମାନ ଜାଣି ରଖିବା ଉଚିତ । ଯେପରି କୁ ପ୍ରଥମେ ତ କେବେ ମଧ୍ୟ ଲୁଣ କୁ କୌଣସି ଧାତୁ ପାତ୍ର ରେ ରଖିବାଉଚିତ ହୋଇ ନତହେ । ଲୁଣ କୁ ସବୁବେଳେ କାଚ ପାତ୍ର ବା କାଚ ବୋତଲ ରେ ରଖିବା ଦ୍ଵାର ଅଗହରେ ସୁଖ ଶାନ୍ତି ସ୍ଥାୟୀ ରୂପରେ ରହିଥାଏ ।

ଦ୍ଵିତୀୟ ରେ କେବେ ମଧ୍ୟ କାହା ଘରୁ ଲୁଣ ମାଗି ଆଣି ରୋଷେଇ କରିବା ଉଚିତ ହୋଇ ନଥାଏ । ଏହସହ ଘରେ କେବେ ମଧ୍ୟ ଲୁଣ କୁ ସମ୍ପୁର୍ଣ୍ଣ ରୂପରେ ଶେଷ କରିବା ଉଚିତ ହୋଇ ନଥାଏ । କାରଣ ଲୁଣ ଏକ ଘରର ଏପରି ପଦାର୍ଥ ହୋଇଥାଏ, ଯାହା ଶେଷ ହେଲେ ଘରେ ଦରିଦ୍ରତା ଦେଖା ଦେବା ଆରମ୍ଭ ହୁଏ । ଗୁରୁବାର ଓ ଶନିବାର ଦିନ କେବେ ମଧ୍ୟ କାହାକୁ ନିଜ ଘରୁ ଲୁଣ ଦେବା ଉଚିତ ହୋଇ ନଥାଏ ।

ଏହାଛଡା ସୂର୍ଯ୍ୟାସ୍ତ ପରେ କେବେ ମଧ୍ୟ କାହକୁ ଘରୁ ଲୁଣ ଧାର ରେ ଦେବା କିମ୍ବା ଆଣିବା ଉଚିତ ହୋଇ ନଥାଏ । ସକାଳ ସମୟରେ ଲୁଣ ପାଣିରେ ଘରର ପୋଛା ଲଗାଇବା ଦ୍ଵାରା ଘରର ସମସ୍ତ ନକାରତ୍ମକତା ଦୂର ହୋଇ ଯାଇଥାଏ । କୌଣସି ଏକ ମଙ୍ଗଳବାର ଦିନ ଅଳ୍ପ ଲୁଣ, ଅଳ୍ପ ଅଟା, ଅଳ୍ପ ନାଲି ଲଙ୍କା, ଅଳ୍ପ ହଳଦୀ ଓ ଏକ ଖଣ୍ଡ କୋଇଲା ନେଇ ନିଅନ୍ତୁ । ଏହି ସବୁ ଜିନିଷ କୁ ଏକାଠି କରି ଏକ କାଗଜ ରେ ବାନ୍ଧି ଦିଅନ୍ତୁ ।

ନଜର ଲାଗିଥିବା ବ୍ୟକ୍ତିଙ୍କ ମୁଣ୍ଡ ଉପରେ ସାତ ଥର ଘୂରାଇ ଅଗ୍ନି ରେ ଏହାକୁ ଜାଳି ଦିଅନ୍ତୁ । ଆପଣ ବିଶ୍ବାସ କରି ପାରିବେ ନାହିଁ ଏହି ଉପାୟ ଟିକୁ କରିବା ଦ୍ଵାରା ଲାଗିଥିବା ନଜର ଦୂର ହେବା ସହ ଜୀବନ ରେ ଥିବା ସମସ୍ତ ନକରାତ୍ମକ ର ମଧ୍ୟ ନାଶ ହୋଇ ଯାଇଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗିଥାଏ, ତେବେ ଆପଣ ଆମକୁ ତଳେ କମେଣ୍ଟ ବକ୍ସରେ ‘ଜୟ ମା ଲକ୍ଷ୍ମୀ’ ଲେଖି ଜଣାଇବାକୁ ଭୁଲିବେନି ।

Leave a Reply

Your email address will not be published. Required fields are marked *