ମଙ୍ଗଳବାର ( ଲୁଣର ଏହି ଉପାୟ ) କୋଟିପତି ବନେଇଦିଏ ଆପଣଙ୍କୁ, ରାତାରାତି ହୋଇଯିବେ ଧନବାନ…

ନମସ୍କାର ବନ୍ଧୁଗଣ । ଆପଣ ବିଶ୍ବାସ କରି ପାରିବେ ନାହିଁ କି ଯାହାର ବ୍ୟବହାର ଆମେ ସମସ୍ତେ ମାତ୍ର ଖାଦ୍ୟ ର ସ୍ଵାଦ ବଢାଇବା ପାଇଁ କରିଥାଉ, ରୋଷେଇ ଘର ର ସେହି ଏକ ମାତ୍ର ଜିନିଷ ଲୁଣ ଆମର ସଂପୂର୍ଣ୍ଣ ଭାଗ୍ୟ ବଦଳାଇ ଦେଇ ପାରିବ । ଲୁଣ ଏକ ଏପରି ଦ୍ରବ୍ୟ ଯାହାକି ଯଦି ଭୋଜନ ରେ ନାହିଁ ତେବେ ଭୋଜନ ସ୍ଵାଦ ହୀନ ହୋଇ ଯାଇଥାଏ । ଏବଂ ଯଦି ଏହା ଘରେ ନାହିଁ, ତେବେ ଘରେ ନକରାତ୍ମକ ଶକ୍ତି ଭରି ଯାଇଥାଏ ।

ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ କିଛି ଏପରି ଉପାୟ ଯାହାକୁ କରିବା ଦ୍ଵାରା ଆପଣ ଙ୍କର ଭାଗ୍ୟ ରାତାରାତି ସମ୍ପୁର୍ଣ୍ଣ ରୂପରେ ଚମକି ଉଠିବ । ଏହି ଉପାୟ ଟିକୁ ଆପଣ ନିଜ ସୁବିଧା ଅନୁସାରେ ସପ୍ତାହ ର କୌଣସି ବାର ରେ ମଧ୍ୟ କରି ପାରିବେ । ଏହି ଉପାୟ ଟିରେ ଏତେ ମାତ୍ରାରେ ଶକ୍ତି ରହିଅଛି କି ଆପଣ ବିଶ୍ବାସ ମଧ୍ୟ କରି ପାରିବେ ନାହିଁ । ତେବେ ଆସନ୍ତୁ ଜାଣିବା, 100 ଗ୍ରାମ ମୁଗ ଡାଲି, 50 ଗ୍ରାମ ଚାଉଳ, 50 ଗ୍ରାମ ନାଲି ଲଙ୍କା, ଏକ ପ୍ଯାକେଟ ଲୁଣ ଓ 100 ଗ୍ରାମ ସୋରିଷ ତେଲ ଓ ଏକ ପାଣି ବୋତଲ ।

ଏହି ସମସ୍ତ ସାମଗ୍ରୀ କୁ ଏକତ୍ରିତ କରି କୌଣସି ଏକ ମହିଳା ବା ପୁରୁଷ ଙ୍କୁ ଦାନ ରେ ଦେଇ ଦିଅନ୍ତୁ । ଏହା ପରେ ଆପଣ ଚୁପ ଚାପ ଦାନରେ ଦେଇ ଦିଅନ୍ତୁ । ଏବଂ ଦେଖନ୍ତୁ ଚମତ୍କାର କିପରି ହେଉଛି, ଦେଖିବେ ଆପଣ ଙ୍କର ଭାଗ୍ୟର ଉନ୍ନତି ହୋଇଯିବ । ଘର ପରିବାରେ ସୁଖ ଶାନ୍ତି ଓ ସମୃଦ୍ଧି ଟାଣି ହୋଇ ଆସିବ । ଗୁରୁ ବୃହସ୍ପତି ଓ ମାତା ଲକ୍ଷ୍ମୀ ଆପଣ ଙ୍କ ଜୀବନରେ ନିଜର ଆଶୀର୍ବାଦ ଭରି ଦେବେ ।

ଶନିଦେବ ମଧ୍ୟ ଆପଣଙ୍କ ଉପରେ ନିଜର ବିଶେଷ କୃପା ବର୍ଷ କରିବେ । ଆଉ ଏକ କଥା ମାନେ ରଖିବେ କେବେ ମଧ୍ୟ ଲୁଣ କୁ ପ୍ଲାଷ୍ଟିକ ବା କୌଣସି ଅନ୍ୟ ଧାତୁର ପାତ୍ର ରେ ରଖିବା ଉଚିତ ହୋଇ ନଥାଏ । ଲୁଣ କୁ ସବୁବେଳେ କାଚ ପାତ୍ର ରେ ହିଁ ରଖିବା ଶୁଭ ବୋଲି କୁହାଯାଇଥାଏ ।

ଲୁଣ ତଳେ ପଡିବା ବା ଲୁଣ କୁ ତଳେ ପକାଇବା ଦ୍ଵାରା ଦୁର୍ଭାଗ୍ୟ ଆକର୍ଷିତ ହୋଇ ଆସିଥାଏ । ଯଦି ଭୁଲ ବଶତଃ ଲୁଣ ତଳେ ପଡିଯାଏ, ତେବେ ଆପଣ ସେହି ଲୁଣ ରେ କିଛି ପାଣି ପାକି ଇଶ୍ଵର ଙ୍କ ନିକଟରେ କ୍ଷମା ପ୍ରାର୍ଥନା କରି ସେହି ସ୍ଥାନ କୁ ପୋଛି ସଫା କରି ଦିଅନ୍ତୁ । ଏହାଦ୍ଵାରା ସେହି ଦୋଷ କମ ହୋଇ ଯାଇଥାଏ ।

ଲୁଣ କେବେ କାହା ଘରୁ ମାଗି ଆଣି ରୋଷେଇ କରିବା ଦ୍ଵାରା ଜୀବନରେ ଦୁର୍ଭାଗ୍ୟ ଆସିଥାଏ । ଶନିବାର ଦିନ ଲୁଣ ଦାନ କରିବା ଦ୍ଵାରା ଜୀବନରେ ସୁଖ ଶାନ୍ତି ଓ ସମୃଦ୍ଧି ଭରି ଯାଇଥାଏ । ତେବେ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି ।

Leave a Reply

Your email address will not be published. Required fields are marked *