ରାଶି ଚକ୍ରରେ ଥିବା ପ୍ରତେକ ରାଶି ଉପରେ ଗ୍ରହମାନଙ୍କ ଚଳନର ପ୍ରଭାବ ପଡିଥାଏ । ମାର୍ଚ ମାସ ଶେଷ ହେବା ପାଇଁ ଯାଉଛି, ଏହି ସମୟ ମଧ୍ୟରେ ସୂର୍ଯ୍ୟ ଦେବ କନ୍ୟା ରାଶିରୁ ବୃଷ ରାଶିରେ ପ୍ରବେଶ କରିବା ପାଇଁ ଯାଉଛନ୍ତି । ଯେଉଁ ଜାଗାରେ ଶନିଦେବ ଆଗରୁ ବିରାଜମାନ ଅଛନ୍ତି । ଏହି ପରିବର୍ତ୍ତନ ଦ୍ଵାରା କିଛି ରାଶି ଉପରେ ଭଗବାନ ହନୁମାନଙ୍କ ଦୟା ରହିବା ପାଇଁ ଯାଉଛି । ଏହି ସମୟ ମଧ୍ୟରେ ସେମାନେ ଯାହା କରିବା ପାଇଁ ଚାହିଁବେ ତାହା କରି ପାରିବେ । ବ୍ୟାପାର କ୍ଷେତ୍ରରେ ବିଦେଶ ଯାତ୍ରା କରି ପାରନ୍ତି । ଧନ ଆସିବାର ନୂଆ ନୂଆ ଉପାୟ ମାନ ସାମ୍ନାକୁ ଆସିବ।
ଚାକିରି ପାଇଁ କରିଥିବା ଚେଷ୍ଟା ରେ ସଫଳ ହେବେ। ଆପଣ ନିଜ ପସନ୍ଦର ବେପାର ଆରମ୍ଭ କରି ପାରିବେ। କାହାକୁ ନିଜ ବେପାରର ପାର୍ଟନର କରିବା ଆଗରୁ ସାବଧାନର ସହ କାମ କରିବା ଦରକାର । ସବୁ ପ୍ରକାର ଖରାପ ପରିସ୍ଥିତି ଦୂରେଇ ଜୀବ । ନିଜ ଜୀବନରେ ଖୁବ ଉର୍ଣ୍ଣତି କରିବେ, ତେବେ ଆସନ୍ତୁ ଜାଣିବା କେଉଁ କେଉଁ ରାଶିଙ୍କ ଉପରେ ଭଗବାନ ହନୁମାନଙ୍କ କୃପା ବର୍ଷିବା ପାଇଁ ଯାଉଛି ।
ଏହି ରାଶିର ଲୋକ ମାନଙ୍କ ଉପରେ ପ୍ରଭୁ ବଜରଙ୍ଗ ବାଲି ଙ୍କର ମଢ ବିଶେଷ କୃପା ରହିବ । ଏହି ରାଶିର ଲୋକ ମାନଙ୍କର ଆଜି ଠାରୁ ହିଁ ଭଲ ଦିନର ଆରମ୍ଭ ହେବାକୁ ଯାଉଛି । ଏହି ରାଶିର ବ୍ୟକ୍ତି ମାନଙ୍କର ଭାଗ୍ୟର ଦ୍ଵାର ଖୋଲିଯିବ । ଏହାସହ ଏମାନେ ନିଜ ଭାଗ୍ୟ ର ମଧ୍ୟ ପୂର୍ଣ୍ଣ ସମର୍ଥନ ପ୍ରାପ୍ତ କରିବେ ।
ମହିଳା ମାନେ ଧର୍ମ କ୍ଷେତ୍ର ରେ ଅଧିକ ସମୟ ଅତିବାହିତ କରିବେ । ଏମାନେ ଏହି ସମୟ ରେ କୌଣସି ନୂତନ କାର୍ଯ୍ୟ ଆରମ୍ଭ ନ କଲେ ଭଲ ହେବ । କାରଣ ଏହି କାର୍ଯ ଦ୍ଵାରା ପରେ ସେମାନେ ହଇରାଣ ମଧ୍ୟ ହୋଇପାରନ୍ତି । କୌଣସି ବ୍ୟକ୍ତି କାର୍ଯ୍ୟ ରେ ବାଧା ଦେଇପରାନ୍ତି । ଛାତ୍ର ଛାତ୍ରୀ ମାନ ଙ୍କ ପାଇଁ ଆଗାମୀ ଦିନ ଗୁଡ଼ିକ ବୋହୁତ ଭଲ ରହିବ । ବିଶିଷ୍ଟ ବ୍ୟକ୍ତି ଙ୍କ ସହ ମିଶିବେ । କର୍ମ କ୍ଷେତ୍ର ରେ ଶୁଭ ଫଳ ମିଳିବ । ବୈବାହିକ ଜୀବନରେ ଚାଲୁଥିବା ସମସ୍ତ ସମସ୍ଯା ଦୂର ହେବ ।