ମିଳିଲା ପ୍ରମାଣ, ବଞ୍ଚିଛନ୍ତି ହନୁମାନ: ଯେତେବେଳେ ଲୋକଙ୍କ ଡ୍ରୋନ କ୍ୟାମେରାରେ କଏଦ ହେଲେ ହନୁମାନ, ତାପରେ ସେଠି ଯାହା ହେଲା, ଦେଖନ୍ତୁ Video

ବନ୍ଧୁଗଣ ହନୁମାନ ବଞ୍ଚିଥିବାର ମିଳିଲା ପ୍ରମାଣ । ମହାଶକ୍ତିଶାଳୀ ବଳବାନ ହନୁମାନ ଭଗବାନ ରାମ ଙ୍କ ଭକ୍ତ ଥିଲେ । ହନୁମାନ ଙ୍କ ଭକ୍ତି ଆଗରେ ସମସ୍ତଙ୍କ ଭକ୍ତି ଫିକା ପଡ଼ିଯାଏ । ରାମ ଙ୍କ ପ୍ରିୟ ଭକ୍ତ ଥିଲେ ହନୁମାନ । ହନୁମାନ ଚାରୋଟି କାର୍ଯ୍ୟ ପାଇଁ ସମସ୍ତଙ୍କ ଠାରୁ ଶ୍ରେଷ୍ଠ ହୋଇଥାନ୍ତି । ପ୍ରଥମ ସେ ନିଜର ଭକ୍ତ ମାନଙ୍କ ଦୁଃଖ ଦୂର କରିଥାନ୍ତି, ଦୂତିୟ ସେ ବହୁତ ଶକ୍ତିଶାଳୀ ହେଲେ ସୁଦ୍ଧା ପ୍ରଭୁ ଙ୍କ ପାଇଁ ସମର୍ପିତ ହୋଇଛନ୍ତି, ତୃତୀୟ ସେ କୌଣସି ବିର ପୁରୁଷ ଠାରୁ କମ ନୁହନ୍ତି, ଏବଂ ଚତୁର୍ଥରେ ସେ ଆଜି ପର୍ଯ୍ୟନ୍ତ ଜୀବିତ ଅଛନ୍ତି ।

ଆଜି ଆମେ ଆପଣଙ୍କୁ କହିବୁ କୁ ଭଗବାନ ହନୁମାନ ଅମର କେମିତି ହୋଇଥିଲେ ଏବଂ ଯଦି ସେ ଅମର ତେବେ ସେ ବର୍ତ୍ତମାନ କେଉଁଠି ଅଛନ୍ତି । ହନୁମାନ ଜୀବିତ ଅଛନ୍ତି ବୋଲି ପ୍ରମାଣ ମଧ୍ୟ ରହିଛି ତେବେ ଚାଲନ୍ତୁ ଜାଣିବା ।  ସାରା ଜଗତରେ ଭଗବାନ ଙ୍କ ପରେ ଯଦି କେହି ରହିଛନ୍ତି ତେବେ ସେ ହେଉଛନ୍ତି ପ୍ରଭୁ ହନୁମାନ ।

କଳିଯୁଗରେ ମଧ୍ୟ ହନୁମାନ ନିଜର ରହିବାର ଅଭାବ ଲୋକମାନଙ୍କୁ ଦେଇଛନ୍ତି । ଗୋଟେ ରିସର୍ଚ୍ଚ ରୁ ଏହା ଜଣାପଡ଼ିଛି କି ହନୁମାନ ପ୍ରତି ୪୧ ବର୍ଷ ରେ ଶ୍ରୀଲଙ୍କା ରେ ରହୁଥିବା ଆଦିବାସି ଲୋକମାନଙ୍କୁ ଦେଖା ଦେଇଥାନ୍ତି । ଏହା ଏସିଆ ୱେବସାଇଟ ରେ ମଧ୍ୟ ପ୍ରକାଶିତ ହୋଇଥିଲା । ସେଠିକାର ଆଦିବାସୀ ମାନେ କହିଛନ୍ତି କି ସ୍ଵୟଂ ପ୍ରଭୁ ହନୁମାନ ତାଙ୍କୁ ଆସି ଦେଖା ଦେଇଛନ୍ତି ।

ତେବେ ଏହା ଉପରେ ରିସର୍ଚ୍ଚ କରୁଥିବା ଟିମ କହିଛନ୍ତି କି ହନୁମାନ ସେଠିକାର ଆଦିବାସୀ ମାନଙ୍କୁ ୨୦୧୪ ମସିହାରେ ଦର୍ଶନ ଦେଇଛନ୍ତି । ଶାସ୍ତ୍ରରେ ଅଛି ଯେ ଶ୍ରୀ ରାମ ଙ୍କ ଦେହ ତ୍ୟାଗ ପରେ ହନୁମାନ ଦକ୍ଷିଣ ଭାରତର ଜଙ୍ଗଲରେ ରହୁଥିଲେ । ସେଠାରୁ ସେ ଶ୍ରୀ ଲଙ୍କା ଚାଲିଯାଇଥିଲେ । ସେଠାରେ ରହୁଥିବା ଆଦିବାସି ମାନେ ତାଙ୍କର ସଚା ଭକ୍ତ ଥିଲେ ଏବଂ ତାଙ୍କୁ ପୂଜା ଅର୍ଚ୍ଚନା କରୁଥିଲେ ।

ତେଣୁ ସେ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ କି ପ୍ରତି ୪୧ ବର୍ଷରେ ଥରେ ସେ ନିଶ୍ଚୟ ତାଙ୍କୁ ଦର୍ଶନ ଦେବେ । ଆଦିବାସୀ ମାନଙ୍କ ମୁଖିଆ ସବୁ କଥାକୁ ପଥରେ ଲେଖି ରଖିଥାନ୍ତି ଯାହା ଦ୍ଵାରା ରିସର୍ଚ୍ଚ ଟିମ ଏହାକୁ ଜାଣିପାରିଛନ୍ତି । ତେବେ ୨୦୫୫ ମସିହାରେ ପ୍ରଭୁ ହନୁମାନ ପୁଣି ଥରେ ଆଦିବାସୀ ମାନଙ୍କୁ ଦର୍ଶନ ଦେବାକୁ ଆସିବେ । ସେହି ଦିନର ଅପେକ୍ଷାରେ ଅଛନ୍ତି ରିସର୍ଚ୍ଚ ଟିମ । ବନ୍ଧୁଗଣ ପ୍ରଭୁ ହନୁମାନ ଙ୍କ କୃପା ଲାଭ କରିବା ପାଇଁ କମେଣ୍ଟ ରେ ଲେଖନ୍ତୁ ଜୟ ହନୁମାନ ଏବଂ ଆମ ପେଜ କୁ ଲାଇକ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *