ନମସ୍କାର ବନ୍ଧୁଗଣ । ଗ୍ରହ ଓ ନକ୍ଷେତ୍ର ମାନଙ୍କର ଚଳନ କାରଣ ରୁ ହିଁ ମଣିଷ ମାନଙ୍କ ଜୀବନରେ ସମୟ ସମୟ ରେ ସୁଖ ଓ ଦୁଃଖ ଲାଗି ରହିଥାଏ । ଜ୍ଯୋତିଷ ମାନଙ୍କର ସୂଚନା ରୁ ଜାଣିବାକୁ ମିଳିଛି କି ଖୁବ ବର୍ତ୍ତମାନ ସମୟରେ ଗ୍ରହ ଓ ନକ୍ଷେତ୍ର ମାନଙ୍କ ମଧ୍ୟରେ ଏକ ବିରାଟ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି । ଯାହା କାରଣ ରୁ ପ୍ରଭୁ ବଜରଙ୍ଗ ବାଲି ମଧ୍ୟ କିଛି ରାଶିର ବ୍ୟକ୍ତି ମାନଙ୍କ ଉପରେ ଖୁବ ଅଧିକ ପ୍ରସନ୍ନ ଅଛନ୍ତି ।
ଯେଉଁ ମାନଙ୍କ ଉପରେ ଶ୍ରୀ ରାମ ଭକ୍ତ ହନୁମାନ ଜୀ ଙ୍କର ବିଶେଷ କୃପା ରହିଥାଏ । ସେମାନଙ୍କ ଜୀବନ ରେ ଥିବା ସମସ୍ତ ସଙ୍କଟ ଦୂର ହୋଇ ଯାଇଥାଏ । ତାହାଛଡା ସେହି ମାନଙ୍କୁ ମାତା ଲକ୍ଷ୍ମୀ ଓ ଶନିଦେବ ଙ୍କର ମଧ୍ୟ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।
ଏହାଛଡା ଯେଉଁ ବ୍ୟକ୍ତି ମାନେ ପ୍ରତ୍ଯେକ ସାନି ମଙ୍ଗଲ ବାର ଦିନ ରାମ ମନ୍ଦିର ବା ହନୁମାନ ମନ୍ଦିର କୁ ଯାଇ ଦର୍ଶନ କରି ସେଠାରେ ହନୁମାନ ଚାଳିଶା ପାଠ କରିଥାନ୍ତି, ସେମାନଙ୍କ ଉପରେ ହନୁମାନ ଜୀ ଙ୍କର ବିଶେଷ କୃପା ଲାଗି ରହିଥାଏ । ବର୍ତ୍ତମାନ ର ସମୟ ରେ ରାଶି ଚକ୍ର ରେ ଥିବା ରାଶି ମାନଙ୍କ ମଧ୍ୟ ରୁ କେବଳ 4 ଟି ରାଶିର ବ୍ୟକ୍ତି ମାନଙ୍କ ଉପରେ ହନୁମାନ ଜୀ ଅଧିକ ଦୟାବାନ ହୋଇ ଅଛନ୍ତି ।
ପ୍ରଭୁ ବଜରଙ୍ଗ ବାଲି ଙ୍କର ଦୟା ରୁ ଏମାନଙ୍କ ଜୀବନ ର ସମସ୍ତ ସଙ୍କଟ ଅବଏ ଠାରୁ ଦୂରେଇ ଯାଇଛି । ବହୁ ଦିନ ରୁ ନ ହେଉଥିବା କାର୍ଯ୍ୟ ମଧ୍ୟ ଏବେ ଠାରୁ ହନୁମାନ ଜୀ ଙ୍କର ଆଶୀର୍ବାଦ ରୁ ହୋଇଯିବ । ତେବେ ସେହି ରାଶି ମାନେ ହେଲେ ମେଷ ରାଶି, କୁମ୍ଭ ରାଶି, ସିଂହ ରାଶି ଓ ବିଛା ରାଶି ।
ଏହି ରାଶି ମାନଙ୍କ ଉପରେ ପ୍ରଭୁ ବଜରଙ୍ଗ ବାଲି ସବୁବେଳେ ଦୟାବାନ ହୋଇ ରହିଥାନ୍ତି । ଏମାନେ ଯେଉଁଠାକୁ ମଧ୍ୟ ଯାତ୍ରା କରିଥାନ୍ତି, ତାଙ୍କ ସହ ପ୍ରଭୁ ବଜରଙ୍ଗ ବାଲି ସବୁବେଳେ ରହିଥା’ନ୍ତି । ଯଦି ଏମାନେ ଯାତ୍ରା ସମୟରେ ପ୍ରଭୁ ବଜରଙ୍ଗ ବାଲି ଙ୍କର ସ୍ମରଣ କରି ବାହାରନ୍ତି, ତେବେ ଏମାନଙ୍କୁ ଜୟ ଯୁକ୍ତ ହେବାରୁ କେହି ମଧ୍ୟ ଅଟକାଇ ପାରିବେ ନାହିଁ ।
ତାହାଛଡା ଏମାନଙ୍କୁ ସବୁବେଳେ କମ ପରିଶ୍ରମ ରେ ହିଁ ଅଧିକ ଫଳ ପ୍ରାପ୍ତ ହୋଇଥାଏ । ପ୍ରଭୁ ବଜରଙ୍ଗ ବାଲି ଙ୍କ ଆଶୀର୍ବାଦ ରୁ ଏକ ଚମତ୍କାରୀ ଦୈବିକ ଶକ୍ତି ସବୁବେଳେ ସବୁ ପରିସ୍ଥିତି ରେ ଏମାନଙ୍କର ରକ୍ଷା କରିଥାଏ ।
ମହାବଳୀ ହନୁମାନ ଙ୍କର ଆଶୀର୍ବାଦ ଏମାନଙ୍କ ଉପରେ ରହିଥିବା କାରଣ ରୁ ଏମାନେ ଅନ୍ୟ ମାନଙ୍କ ଅପେକ୍ଷା ଅଧିକ ସାହସୀ ଓ ଶକ୍ତିଶାଳୀ ତଥା ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି । ଏମାନଙ୍କ ଶତ୍ରୁ ମଧ୍ୟ ସବୁବେଳେ ଏମାନଙ୍କ ସମ୍ମୁଖ ରେ ନତ ମସ୍ତକ ହୋଇ ରହିଥାନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ, ଆପଣ ମାନେ ତଳେ କମେଣ୍ଟ ବକ୍ସ ରେ ‘ଜୟ ହନୁମାନ’ ଲେଖିବାକୁ ଭୁଲିବେନି । ଧନ୍ୟବାଦ