Home Remedies-( ମୂଷା ) ଘର ଛାଡି ପଳେଇବେ, କେବଳ ଏହି ଘରୋଇ ଉପାୟ କରନ୍ତୁ 100 % ଗ୍ୟାରେଣ୍ଟି

ମଣିଷ ରହିବା ପାଇଁ ଘର ର ଆବଶ୍ୟକ ହୋଇଥାଏ । ଘର ଏଭଳି ଏକ ସ୍ଥାନ ଯେଉଁଠି ମଣିଷ ଆରାମ ବା ଶାନ୍ତିରେ ବିଶ୍ରାମ ନେଇଥାଏ । ତେବେ ଘରେ ଆମେ ଦେଖିଛୁ ବହୁତ ପ୍ରକାରର ଜୀବ ଜନ୍ତୁ ମଧ୍ୟ ରହିଥାନ୍ତି । କିଛି ଜୀବନକୁ ମନୀଷ ନିଜର ଖୁସି ପାଇଁ ପାଳିଥାଏ ।  କିଛି ଜୀବ ଘର ଅସନା ବା ଅଶ୍ଵଚ ଅବସ୍ଥାରେ ଥିଲେ ରହିଥାନ୍ତି । ଯେପରି କି ବୁଢିଆଣୀ , ଝିଟିପିଟି , ଅସରପା , ଭିଭିନ୍ନ କୀଟ ପତଙ୍ଗ ଆଦି । ତେଣୁ ସେମାନଙ୍କ ମଧ୍ୟରୁ ଅନ୍ୟ ଏକ ଜୀବ ହେଉଛି ମୂଷା ।  ମୂଷା ମାନେ ଘରେ ରହିବା ଦ୍ଵାରା ମଣିଷ ମାନେ ବହୁତ ହଇରାଣ ହୋଇଥାନ୍ତି ।

ଏମାନେ ଘର ଅପରିଷ୍କାର କରିଥାନ୍ତି । ଆମର ବିଭିନ୍ନ ଜିନିଷ ଯଥା ଦାମୀ , ଦରକାରୀ ବା ଅଦରକାରୀ ଜିନିଷ ମଧ୍ୟ କାଟି ନଷ୍ଟ କରିଦେଇଥାନ୍ତି ।  ଏମାନଙ୍କ ଦ୍ଵାରା ମଧ୍ୟ ଘରକୁ ବିଭିନ୍ନ ରୋଗ ଆଦି ସଂକ୍ରମଣ ର ଭୟ ମଧ୍ୟ ରହିଥାଏ । ଯଦି ମୂଷା ଆମକୁ କାମୁଡି ଦେବ ତେବେ ଆପଣଙ୍କୁ ପ୍ଲେଗ ରୋଗ ହେବାର ସମ୍ଭାବନା ମଧ୍ୟ ରହିଥାଏ ।

ତେଣୁ ଏହି ମୂଷାକୁ ଘରୁ ତଡିବା ପାଇଁ ବଜାରରେ ଅନେକ ଔଷଧ ମିଳିଥାଏ । ଏହି ଔଷଧ ବିଷାକ୍ତ ମଧ୍ୟ ହୋଇଥାଏ । ଯଦି ସେହି ଔଷଧ ଆମର ଖାଦ୍ୟ ରେ ଯଦି ଲାଗିଯାଏ ତେବେ ଏହା ଆମ ଜୀବନ ପାଇଁ ବିପଦ ସୃଷ୍ଟି କରିଥାଏ । ତେବେ ଆଜି ଆମେ ଏହି ପରି ଏକ ଘରୋଇ ପଦ୍ଧହତି ଜାଣିବା ଯାହା ଦ୍ଵାରା ଘରୁ ମୂଷା ପ୍ଲାଇଯିବେ ।

ଏବେ ଏଠି ପାଇଁ ଆପଣଙଙ୍କୁ ଯେଉଁ ସବୁ ସାମଗ୍ରୀ ଦରକାର ତାହା ସହଜରେ ଆପଣଙ୍କ ରୋଷେଇ ଘରେ ମିଳିଯିବ ।  ତେବେ ପ୍ରଥମ ସାମଗ୍ରୀ ହେଉଛି ବିସ୍କୁଟ ।  ଆପଣ ଯେକୌଣସି ବିସ୍କୁଟ ନେଇପାରିବେ କିନ୍ତୁ ଧ୍ୟାନ ରଖିବେ ବିସ୍କୁଟ ମିଠା ହୋଇଥିବା ଦରକାର ।  ତେବେ ଏହି ବିସ୍କୁଟ କୁ ପ୍ରଥମେ ଭାଗ୍ୟ ନିଅନ୍ତୁ । ଏହାକୁ ହେମ ଦସ୍ତା ସାହାର୍ଯ୍ୟ ରେ ଗୁଣ୍ଡ କରିଦିଅନ୍ତୁ ।

ଏବେ ଏହି ଗୁଣ୍ଡକୁ ଏକ ପାତ୍ର ରେ କାଢି ଦିଅନ୍ତୁ ।  ଦ୍ଵିତୀୟ ସାମଗ୍ରୀ ହେଉଛି ବେକିଙ୍ଗ ସୋଢା ।  ଏହାକୁ ଦୁଇ ଚାମଚ ନେଇ ବିସ୍କୁଟ ଗୁଣ୍ଡ ଥିବା ପାତ୍ରରେ ରଖନ୍ତୁ । ତୃତୀୟ ଜିନିଷ ହେଉଛି ଭିକ୍ସ । ଯାହା ଆପଣଙ୍କୁ ଅତି ସହଜରେ କୌଣସି ମେଡ଼ିସିନ ଦୋକାନ ରେ ମିଳିଯିବ । ଏହାକୁ ସେହି ବିସ୍କୁଟ ଓ ବେକିଙ୍ଗ ସୋଢା ପାତ୍ର ରେ ମିଶାଇ ଦିଅନ୍ତୁ ।

ଏହାକୁ ଚକତି ଅଟା ଗୁଲା ଭଳି ଛୋଟ ଛୋଟ ଗୁଲା କରିଦିଅନ୍ତୁ । ଏହାକୁ ମୂଷା ଥିବା ସ୍ଥାନରେ ରାଖୀ ଦିଅନ୍ତୁ । କିନ୍ତୁ ଧ୍ୟାନ ରଖିବେ ସେହି ସ୍ଥାନରେ ପାଣି ରଖିବେ ନାହିନ । କାରଣ ଏହାକୁ ଖାଇବା ପରେ ମୂଷା ବେହୋସ ହୋଇଯିବ ତେଣୁ ସେ ପାଣି ଖୋଜିବ । ପଣି କୁ ଦୂରେରେ ରଖିବେ । ଏପରି କରିବା ଦ୍ଵାରା ମୂଷା ଆଉ ଆପଣଙ୍କ ଘରକୁ ପ୍ରବେଶ କରିବ ନାହିନ । ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *