କାହାର ନାମ ଭାବି ହୃଦୟରୁ ବାଛନ୍ତୁ କୌଣସି ଏକ ବହି ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି ?- Love Quiz

ନମସ୍କାର ବନ୍ଧୁଗଣ । ଆଜିର ଏହି ବିଷୟ ବସ୍ତୁ ଟିର ସାହାର୍ଯ୍ୟ ରେ ଆପଣ ନିଜ ମନରେ ଥିବା ବ୍ୟକ୍ତି ଙ୍କର ମନର ଭାବ କୁ ଜାଣି ପାରିବେ । ଏହି ବିଷୟ ଉପରେ ଅନେକ ଥର ଅନେକ ପୋଷ୍ଟ ପୂର୍ବେ ବହୁଥର ଆସିଛି । କିନ୍ତୁ ଏଠାରେ ଜଣାଇ ଦେବୁ କି ସବୁବେଳ ସମସ୍ତ ଙ୍କର ମୁଡ୍ ଏକା ପରି ନଥାଏ ।

ସମୟ ର ସହ ମଣିଷ ର ବିଚାର ରେ ମଧ୍ୟ ଅନେକ ପରିବର୍ତ୍ତନ ଆସି ଯାଇଥାଏ । ତେଣୁ ଏପରି ରେ ଯଦି ଆପଣ ନିଜ ମନ ମଧ୍ୟରେ ଥିବା ବ୍ୟକ୍ତି ଙ୍କ ମନର ଭାବ କୁ ଜାଣିବାକୁ ଚାହୁଁଥାନ୍ତି, ତେବେ ଆପଣ ତାଙ୍କୁ ଚିନ୍ତା କରି ତଳେ ଥିବା ଦୁଇ ଟି ନମ୍ବର ମଧ୍ୟରୁ କୌଣସି ଏକ ନମ୍ବର କୁ ଚୟନ କରି ନିଅନ୍ତୁ ।

ଆପଣ ଯାହା ପାଇଁ ପ୍ରଥମ ନମ୍ବର ଚୁଜ କରିଛନ୍ତି ସେ ଆପଣଙ୍କୁ ନେଇ ବହୁତ ପଜେଟିଭ ଅଛନ୍ତି । ସେ ମଣିଷଟି ଆପଣଙ୍କ ସହ ସମ୍ପର୍କ ରଖିବାକୁ ଚାହୁଁଥିଲେ କିନ୍ତୁ ବର୍ତ୍ତମାନ ତାଙ୍କର ଏନର୍ଜି ବଦଳି ଯାଇଛି । ଏମିତି ହୋଇପାରେ କି ଭୁଲ ଆପଣଙ୍କର ହୋଇପାରେ କି ତାଙ୍କର ବି ହୋଇପାରେ । ଆପଣଙ୍କ ଭିତରେ ବନ୍ଧୁତା ରହିଥିଲା କିନ୍ତୁ ଆପଣ ତାଙ୍କ ବନ୍ଧୁତାକୁ ଥିବା ଭାବେ ବୁଝନ୍ତି ନାହି । ତାଙ୍କୁ ଲାଗୁଛି ଆପଣ ତାଙ୍କ କଥାକୁ ବୁଝିପାରିବେ ନାହି ତେଣୁ ସେ ମୁଭ ଅନ କରିବାକୁ ଚାହୁଁଛନ୍ତି ।

ଯଦି ଆପଣ ଦ୍ୱିତୀୟ ନମ୍ବର ଚୟନ କରିଛନ୍ତି ତେବେ ଆପଣଙ୍କ ଯାହା ପାଇଁ ଏହି କାର୍ଡ ବାଛିଛନ୍ତି ତେବେ ତାଙ୍କୁ ଲାଗୁଛି ଆପଣ ତାଙ୍କୁ ବହୁତ କଥା ଲୁଚାଇଛନ୍ତି । ସେ ଆପଣଙ୍କ ବିଷୟରେ ଭୁତ କିଛି ଜାଣିବାକୁ ଚାହୁଁଛନ୍ତି କିନ୍ତୁ ସେ ଜାଣିଛନ୍ତି ଆପଣ ତାଙ୍କୁ କେବେ ଖୋଲିକି କହିବେ ନାହି । ଆପଣ ବହୁତ କମ କହୁଥିବା ବ୍ୟକ୍ତି ଅଟନ୍ତି । ଆପଣ ନିଜର ଦୁଖକୁ ନିଜ ଭିତରେ ସୀମିତ ରଖିବାକୁ ପସନ୍ଦ କରିଥାନ୍ତି । ଆପଣ ଯଦି ସେୟାର ନ କରିବେ ତେବେ ସେ ଆପଣଙ୍କଉ ଜଣାଇବେ କେମିତି ।

ଯେଉଁ ମାନେ ତୃତୀୟ ନମ୍ବର ଚୁଜ କରିଛନ୍ତି ସେ ଆପଣଙ୍କୁ ସପିଙ୍ଗ କାରାଇବେ । ଆପଣଙ୍କ ଲଭର ଆପଣଙ୍କୁ ଢେର ସାରା ସପିଙ୍ଗ କରାଇବେ ଆପଣଙ୍କ ମନ ପସନ୍ଦ ଅନୁଯାୟି । ଯାହାକୁ ଦେଖି ଆପଣ ବହୁତ ଖୁସି ହେବେ । ଆଉ ଏଞ୍ଜୋଏ ମଧ୍ୟ କରିବେ । ଆପଣ ବହୁତ ଶୀଘ୍ର ବିବାହ ସମ୍ବନ୍ଧିତ ଖୁସି ଖବର ମଧ୍ୟ ପାଇବାକୁ ଯାଉଛନ୍ତି ।

Leave a Reply

Your email address will not be published. Required fields are marked *