କାହାର ନାମ ଭାବି ହୃଦୟରୁ ବାଛନ୍ତୁ କୌଣସି ଗୋଟିଏ ବହି ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି ?- Love Quiz

ବନ୍ଧୁଗଣ ମଣିଷ ଜୀବନରେ ଯାହା କି କର୍ମ କରିଥାଏ ସେହି ଅନୁଯାୟୀ ଫଳ ମିଳିଥାଏ । ଆଜିର ଆମର ବିଷୟ ବସ୍ତୁ ଠିକ ଏମିତି କିଛି ରହିଛି । ଏଥିପାଇଁ ଆପଣଙ୍କୁ 3ଟି ନମ୍ବର ମଧ୍ୟରୁ ଯେ କୌଣସି ଗୋଟିଏ ଚୁଜ କରିବାକୁ ହେବ । ଏହା ଏକ ଜେନେରାଲ ରିଡିଙ୍ଗ ଅଟେ । ଆପଣଙ୍କ ସହ ଏହା କନେକ୍ଟ ହୋଇପାରେ ବା ନ ହୋଇପାରେ ମଧ୍ୟ । ଆପଣ ଚାହିଁଲେ ଏହା 3 ଜଣଙ୍କ ପାଇଁ ଅଲଗା ଅଲଗା ନମ୍ବର ବାଛି ପାରିବେ । ଆପଣଙ୍କ ପର୍ଶନ ଆପଣଙ୍କୁ ନେଇ କଣ ଭାବୁଛନ୍ତି ଆସନ୍ତୁ ଜାଣିବା ।

1- ପ୍ରଥମ ନମ୍ବର : ଆପଣ ଯଦି ପ୍ରଥମ ନମ୍ବର ଚୁଜ କରିଛନ୍ତି ତେବେ ଆପଣ ଜୀବନରେ ନୂଆ ଆରମ୍ଭ କରିବାକୁ ଚାହୁଁଛନ୍ତି । ଆପଣଙ୍କ ପର୍ଶନ ନିସ୍ପତି ନେଇ ସାରିଛନ୍ତି ତାଙ୍କ ଜୀବନରେ ପରିବର୍ତ୍ତନ ଆଣିବାକୁ । ସେ ଯେବେ ଏଭଳି ନିସ୍ପତି ନେଇଥାନ୍ତି ଏହା ଅଲଗା କଥା । ଆପଣଙ୍କ ଜୀବନରେ ନିଶ୍ଚୟ ପରିବର୍ତ୍ତନ ହେବ । ଆପଣଙ୍କ ପର୍ଶନଙ୍କ କରେଣ୍ଟ ଅନୁଭୂତି ବହୁତ ମଜବୁତ ଅଛି ।

ଆପଣଙ୍କ ପର୍ଶନ ନୂଆ ଚିନ୍ତାଧାରା ଆପଣଙ୍କ ଆଗକୁ ଆଣିବେ । ଯାହା ବହୁତ ଜରୁରୀ ରହିବ ଆପଣଙ୍କ ଲାଇଫରେ । ସେ ଆପଣଙ୍କୁ ଏମିତି କହିବେ ଯାହା ଆପଣ ଶୁଣିବାକୁ ଚାହୁଁଛନ୍ତି ବା ଚାହୁଁ ନାହାନ୍ତି । ମ୍ୟାରେଜକୁ ନେଇ ଆପଣଙ୍କ ସହ କଥା ହେବେ ।

2- ଦ୍ଵିତୀୟ ନମ୍ବର : ଆପଣ ଯାହା ପାଇଁ ଦ୍ଵିତୀୟ ନମ୍ବର ଚୁଜ କରିଛନ୍ତି ସେ ଏବେ ବହୁତ ଦୁଖରେ ଅଛନ୍ତି । ତାଙ୍କୁ ଲାଗୁଛି ଆପଣ ତାଙ୍କର ମନ ଭାଙ୍ଗି ଦେଇଛନ୍ତି । ଆପଣଙ୍କର ଯାହା ବି ସମ୍ପର୍କ ରହିଛି ସେ ବହୁତ ହର୍ଟ ହୋଇଛନ୍ତି । ତାଙ୍କୁ ଲାଗୁଛି ଆଉ ଜୀବନରେ କିଛି ନାହି ପୁରା ଏକା ହୋଇ ଯାଇଛନ୍ତି । ଆପଣ ଚାହିଁଲେ ବି କିଛି କରିପାରିବେ ନାହି । ଆପଣଙ୍କ ଠାରେ ସାହସ ନାହି କି ସମ୍ପର୍କରେ ଅଗାକୁ ବଢିବେ ।

ଆପଣ ବୁଝିପାରୁ ନାହାନ୍ତି କଣ କରିବେ କଣ ନାହି । ଆପଣ ନିଜର ପର୍ଶନଙ୍କ ପାଇଁ କିଛି ବି କରିପାରୁ ନାହାନ୍ତି । ସେ ଜାଣିଛନ୍ତି ଆପଣଙ୍କର ସମ୍ପର୍କ ଏମିତି ସେସ ହେବ ନାହି ।

3- ତୃତୀୟ ନମ୍ବର : ଆପଣ ଯଦି ତୃତୀୟ ନମ୍ବର ବାଛିଛନ୍ତି ଆପଣଙ୍କ ପର୍ଶନ ବହୁତ ପଜେଟିଭ ଓ ଊର୍ଜାବାନ ବ୍ୟକ୍ତି ଅଟନ୍ତି । ତାଙ୍କର ସମୟ ଏତେ ବି ଭଲ ନାହି କିନ୍ତୁ ଆଗାମୀ ଦିନରେ ଏମିତି ସମୟ ଆସିବ ଯାହା ପାଇଁ ସେ ବହୁତ ଖୁସିରେ ରହିବେ ଏମିତି ସେ ଅନୁଭବ କରୁଛନ୍ତି । ସେ ଆପଣଙ୍କୁ ନେଇ ଭାବୁଛନ୍ତି ଆପଣ ବହୁତ ଜିଦି ସ୍ଵଭାବର ଅଟନ୍ତି । ଯାହା ଇଚ୍ଛା କରନ୍ତି ତାହା କରନ୍ତି ।

ଆପଣଙ୍କର ସ୍ଵସ୍ଥ ଖରାପ ଥାଇପାରେ ଏମିତି ସେ ଭାବୁଛନ୍ତି । ପ୍ରତେକ କାମକୁ ସମୟ ନେବେ କିନ୍ତୁ ଆପଣ ଯାହା କରିବେ ସେଥିରେ ସଫଳ ହେବେ । ଆପଣ କେବେ କେବେ ନେଗେଟିଭ ହୋଇ ତାଙ୍କୁ ଛାଡିବାକୁ କହିଥାନ୍ତି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *