ଯଦି ଆପଣଙ୍କ ନାମ A, P, S, M, R ଏହି ଅକ୍ଷରରୁ ଆରମ୍ଭ ତେବେ ନିଶ୍ଚୟ ଦେଖନ୍ତୁ…

ବନ୍ଧୁଗଣ ପ୍ରତେକ ବ୍ୟକ୍ତି ର ନାମ ପରସ୍ପର ଠାରୁ ଅଲଗା ହୋଇଥାଏ । କୁହାଯାଏ ଯେ ବ୍ୟକ୍ତିର ନାମ ବ୍ୟକ୍ତିର ଜୀବନରେ ବହୁତ ପ୍ରଭାବ ପକାଇଥାଏ । ଆପଣଙ୍କ ନାମର ପ୍ରଥମ ଅକ୍ଷର ଆପଣଙ୍କ ବିଷୟରେ ବହୁତ କିଛି କହିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବ୍ୟକ୍ତିର ଜନ୍ମ ସମୟ ରେ ଚନ୍ଦ୍ର ଯେଉଁ ଗ୍ରହର ଉପସ୍ଥିତ ଥାଆନ୍ତି ସେହି ରାଶି ରାଶି ଅନୁସାରେ ନାମକରଣ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ କିଛି ଅକ୍ଷର ବିଷୟରେ କହିବୁ ଯେଉଁଥିରେ ଆପଣଙ୍କୁ ଆପଣଙ୍କ ନାମର ପ୍ରଥମ ଅକ୍ଷୟର ବାଛିବାର ଅଛି ଓ ଏହି ଅକ୍ଷର ଆପଣଙ୍କ ବିଷୟରେ କିଛି ରହସ୍ୟ କଥା ଜଣାଇବା । ତେବେ ଚାଲନ୍ତୁ ଜାଣିବା ।

A ନାମର ବ୍ୟକ୍ତି:- ଯଦି ଆପଣଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହେଉଛି ତେବେ ଆପଣ ବହୁତ ସାହସୀ ବ୍ୟକ୍ତି ଅଟନ୍ତି । ଆପଣ ସବୁବେଳେ ଉଚିତ କଥା କହିଥାନ୍ତି । ଆପଣ କେବେ ମଧ୍ୟ ଅନ୍ୟାୟର ସାଥ ଦେଇନଥାନ୍ତି । ଆପଣ ସବୁ ନିଷ୍ପତି ଭାବି ଚିନ୍ତି ନେଇଥାନ୍ତି ।

P ନାମର ବ୍ୟକ୍ତି:- ଏହି ନାମର ବ୍ୟକ୍ତି ବହୁତ ତ୍ୟାଗୀ ସ୍ୱଭାବର ହୋଇଥାନ୍ତି । ଏମାନେ ସବୁବେଳେ ଅନ୍ୟକୁ ଦାନ କରିବାକୁ ଇଛା ରଖିଥାନ୍ତି । ଏମାନେ ନିଜର ପରିବାର ପାଇଁ କିଛି ମଧ୍ୟ କରିପାରିବେ । ଏହି ବ୍ୟକ୍ତି ମାନେ ସବୁବେଳେ ଭାବି ଚିନ୍ତି ନିଷ୍ପତି ନେଇଥାନ୍ତି ।

S ନାମର ବ୍ୟକ୍ତି:- ଏହି ନାମର ବ୍ୟକ୍ତି ସ୍ୱଭାବରୁ ଅଧିକ ପରିଶ୍ରମୀ ହୋଇଥାନ୍ତି । ଏମାନେ କଥା ଏତେ ସୁନ୍ଦର କହିଥାନ୍ତି କୁ ସାମ୍ନା ବାଲା ଏମାନଙ୍କ କଥାରୁ ହିଁ ଆକର୍ଷିତ ହୋଇଯାଇଥାଏ । ଏମାନେ ମନରୁ ଖରାପ ହୋଇନଥାନ୍ତି କିନ୍ତୁ ଏମାନଙ୍କୁ ଏମାନଙ୍କ ଜିନିଷ କାହା ସହ ସେୟାର କରିବା ପସନ୍ଦ ହୋଇନଥାଏ । ପ୍ରେମ ସମ୍ପର୍କରେ ଏମାନେ ବହୁତ ଲାଜୁଆ ହୋଇଥାନ୍ତି ।

M ନାମର ବ୍ୟକ୍ତି:- ଏହି ନାମର ବ୍ୟକ୍ତି ବହୁତ ତୀକ୍ଷ୍ଣ, ବୁଦ୍ଧିମାନ, ଏବଂ ସାହସୀ ବ୍ୟକ୍ତି ହୋଇଥାନ୍ତି । ଏମାନେ କେବେ ହେଲେ କୌଣସି କାର୍ଯ୍ୟରେ କାହାକୁ ଛୋଟ ବୋଲି ଭାବନ୍ତି ନାହିଁ । ଏହା ସହିତ ନିଜର ପରିଶ୍ରମ ଏବଂ ଭାଗ୍ୟ ବଳରେ ଏମାନଙ୍କ ଜୀବନରେ ସବୁବେଳେ ଖୁସି ରହିଥାଏ । ଏହି ବ୍ୟକ୍ତି ମାନେ ନିଜ ଜୀବନରେ ବହୁତ ଆଗକୁ ଯାଇଥାନ୍ତି । ଏମାନେ ଦେଖିବାକୁ ବହୁତ୍ ସୁନ୍ଦର ଏବଂ ଆକର୍ଷିତ ହୋଇଥାନ୍ତି ।

R ନାମର ବ୍ୟକ୍ତି:- ଏହି ବ୍ୟକ୍ତି ମାନେ ବହୁତ ରାଗୀ ହୋଇଥାନ୍ତି । ଟିକେ ଟିକେ କଥାରେ ଏମାନେ ରାଗିଯାଇଥାନ୍ତି । ନିଜର ମନର କଥା ଏମାନେ କାହା ସହିତ ସେୟାର କରନ୍ତି ନାହିଁ । ତେବେ ବନ୍ଧୁଗଣ ଆପଣଙ୍କ ନାମର ପ୍ରଥମ ଅକ୍ଷର କଣ ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *