ବାଛନ୍ତୁ ନିଜ ନାମର ପ୍ରଥମ ଅକ୍ଷର ଓ ଜାଣନ୍ତୁ ଭଗବାନ ଆପଣଙ୍କ ଭାଗ୍ୟରେ କଣ ଲେଖିଛନ୍ତି ? ( Personality Test )

ବନ୍ଧୁଗଣ ଆମେ ସମସ୍ତେ ଏହା ଜାଣିଛୁ କି ଆମ ଜୀବନରେ ଯାହା କିଛି ମଧ୍ୟ ପରିବର୍ତ୍ତନ ଆସିଥାଏ, ସେ ସବୁ କିଛି ଗ୍ରହ ନକ୍ଷେତ୍ର ମାନଙ୍କର ଚଳଣ କାରଣ ରୁ ହୋଇଥାଏ । ଆଜିର ସମୟ ରେ ଆମ ଜୀବନ ରେ କେତେ ପ୍ରକାର ସମସ୍ଯା ମାନ ଆସୁଥିବା ସମୟରେ କେତେ ପ୍ରକାରର ଖୁସି ମଧ୍ୟ ଆମ ଜୀବନ ରେ ଆମ କୁ ପ୍ରାପ୍ତ ହେଉଛି । ଏ ସବୁ କିଛି ଗ୍ରହ ମାନଙ୍କର ପରିବର୍ତ୍ତନ ର କାରଣ ରୁ ହୋଇଥାଏ । ଏ ଦୁନିଆ ର ପ୍ରତ୍ଯେକ ମଣିଷ ତାର ଏକ ଅଲଗା ପରିଚୟ ନେଇ ଜନ୍ମ ହୋଇଥାଏ ।

ପ୍ରତ୍ଯେକ ମଣିଷ ର ନାମ ତାର ଜନ୍ମ ସମୟ ଓ ତିଥି କୁ ଦେଖି କରି ହିଁ ରକ୍ଷା ଯାଇଥାଏ । ଜ୍ଯୋତିଷ ମାନଙ୍କର ର ସୂଚନା ରୁ ଏହା ପ୍ରାପ୍ତ ହୋଇଅଛି କି ଆସୁଥିବା ନୂଆବର୍ଷ ରେ କିଛି ନାମର ବ୍ୟକ୍ତି ମାନଙ୍କ ପାଇଁ ଖୁବ ଭଲ ସମୟ ର ଆରମ୍ଭ  ହେବାକୁ ଯାଉଛି । ଏପରି ରେ ତ ପ୍ରତ୍ଯେକ ଅକ୍ଷର ର କିଛି କିଛି ଅଲଗା ମହତ୍ଵ ରହିଥାଏ ।

କିନ୍ତୁ ଆଜି ଆମେ ଯେଉଁ ଅକ୍ଷର ମାନଙ୍କ ବିଷୟରେ ନେଇ ଆସିଛୁ, ସେମାନେ ଆସୁଥିବା ଆସୁଥିବା ନୂଆବର୍ଷ ରେ ତାଙ୍କ ଜୀବନରେ ପ୍ରଚୁର ମାତ୍ରାରେ ସଫଳତା ଦେଖିବାକୁ ପାଇବେ । ସେଥି ମଧ୍ୟରୁ ପ୍ରଥମ ଟି ହେଉଛି S ନାମର ବ୍ୟକ୍ତି । ଏମାନେ ଦେଖିବାକୁ ଅତ୍ୟନ୍ତ ସୁନ୍ଦର ହେବା ସହ ଅତ୍ୟନ୍ତ ପରିଶ୍ରମୀ ମଧ୍ୟ ହୋଇଥାନ୍ତି । ଏମାନେ ପ୍ରତ୍ଯେକ କାର୍ଯ୍ୟକୁ ବୁଝି ସୁଝି ହିଁ କରିବାକୁ ପସନ୍ଦ ହୋଇଥାଏ ।

ଏମାନେ ନିଜ ଜୀବନ ବିଷୟରେ କାହା ସମ୍ମୁଖରେ ଅଧିକ କଥା ହୋଇ ନଥାନ୍ତି । ଦ୍ଵିତୀୟ ଟି ହେଉଛି ‘R’ ନାମର ଲୋକ । ଏମାନେ ଅଧିକ ଶୋସିଆଲ ଲାଇଫ ଜୀବନ କୁ ପସନ୍ଦ କରି ନଥାନ୍ତି । ଏମାନେ ଖୁବ ତୀବ୍ରତା ର ସହ ଜୀବନ ରେ ଆଗକୁ ବଢିଥାନ୍ତି । ଏମାନଙ୍କ ଜୀବନରେ ଧନ ଦୌଲତ ର ମଧ୍ୟ କିଛି ଅଭାବ ରହି ନଥାଏ । ଦେଖିବାରେ ଏମାନେ ଖୁବ ଆକର୍ଷକ ଓ ସୁନ୍ଦର ମଧ୍ୟ ହୋଇଥା’ନ୍ତି ।

ଏମାନଙ୍କ ପାଇଁ ଆସୁଥିବା ନୂଆବର୍ଷ ଟି ସଫଳତା ରେ ଭରି ହୋଇ ରହିବ । ପରବର୍ତ୍ତୀ ନାମ ର ଅକ୍ଷର ଟି ହେଉଛି, ‘B’ ନାମର ବ୍ୟକ୍ତି ଏମାନେ ଅଧିକ ସାଙ୍ଗ ସାଥି କରିବାକୁ ପସନ୍ଦ କରି ନଥାନ୍ତି । ନିଜ ଲକ୍ଷ କୁ ହାସଲ କରିବା ଏମାନଙ୍କୁ ପସନ୍ଦ ଥାଏ । ଆସୁଥିବା ନୂଆ ବର୍ଷ ରେ ଏମାନଙ୍କୁ ଉନ୍ନତି ର ଅନେକ ସୁଯୋଗ ମାନ ମଧ୍ୟ ପ୍ରାପ୍ତ ହେବ ।

ନମ୍ବର 4 ରେ ‘P’ ନାମର ବ୍ୟକ୍ତି, ଏମାନେ ଅନ୍ୟ ଠାରୁ ନିଜକୁ ଅଧିକ ଭଲ ପାଇଥାନ୍ତି । କିନ୍ତୁ ଏମାନଙ୍କୁ ସୁନ୍ଦର ପାର୍ଟନର ମଧ୍ୟ ମିଳିଥାଏ । ଆସୁଥିବା ନୂଆବର୍ଷ ରେ ଏମାନଙ୍କ ଜୀବନ ଆହୁରି ସୁନ୍ଦର ତା ରେ ଭରି ଯିବ । ଏମାନେ ନିଜ ପାର୍ଟନର ଙ୍କ ସହ କୌଣସି ସ୍ଥାନକୁ ବୁଲିବାକୁ ମଧ୍ୟ ଯାଇ ପାରନ୍ତି । ନମ୍ବର 5 ‘M’ ନାମର ବ୍ୟକ୍ତି । ଏମାନେ ନିଜ ମନରେ ପ୍ରତ୍ୟକେ କଥା କୁ ଦବେଇ ଦବେଇ ରଖିଥାନ୍ତି ।

ଏମାନେ ସବୁବେଳେ ଚେଷ୍ଟା କରିଥାନ୍ତି କି ଯେପରି କାହାକୁ କଷ୍ଟ ନ ହେଉ । ଏମାନେ ନିଜର ପରିଶ୍ରମ ର ବଳରେ ଜୀବନରେ ସବୁକିଛି ପ୍ରାପ୍ତ କରି ଦେଇଥାନ୍ତି । ଆସୁଥିବା ନୂଆବର୍ଷ ରେ ଏମାନଙ୍କୁ ଜୀବନରେ ସବୁକିଛି ପ୍ରାପ୍ତ ହୋଇଯିବ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗିଥାଏ, ତେବେ ଆପଣ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *