ବାଛନ୍ତୁ ଗୋଟିଏ ରଙ୍ଗର ବହି ଏବଂ ଜାଣନ୍ତୁ ନିଜର ଭବିଷ୍ୟତ ! ନୂଆବର୍ଷ 2023 ମହା ଭବିଷ୍ୟବାଣୀ ( Personality Test )

ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ, ଏପରି ଏକ କାର୍ଡ ରିଡିଂ ର ବିଷୟ ଯାହା ସାହାର୍ଯ୍ୟରେ ଆପଣ ଜାଣି ପାରିବେ, 2023 ର ନୂତନ ବର୍ଷ ଟି ଆପଣଙ୍କ ପାଇଁ ଜୀବନରେ କେଉଁ ଖୁସି ର ଖବର ନେଇ ଆସୁଅଛି । ତେବେ ସର୍ବ ପ୍ରଥମେ ଆପଣ ଏହି ତିନିଟି ବହି ମଧ୍ୟରୁ କୌଣସି ଗୋଟିଏ ରଙ୍ଗର ବହି ପସନ୍ଦ କରିନିଅନ୍ତୁ । ଏବଂ ନିଜର ଭବିଷ୍ୟତ ବିଷୟରେ ଜାଣନ୍ତୁ । ତେବେ ଚାଲନ୍ତୁ ଆରମ୍ଭ  କରିବା ।

ପ୍ରଥମ ବହି:- ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯଦି ଆପଣ ନାଲି ରଙ୍ଗ ଚୟନ କରିଛନ୍ତି ତେବେ ଆପଣ ଜାଣି ରଖନ୍ତୁ କି ଆପଣ ବହୁତ ଧୋର୍ଯ୍ୟ ବାନ ଓ ଜ୍ଞାନ ବାନ ହୋଇଥାନ୍ତି। ଏମାନେ ଖର୍ଚ୍ଚ କରିବା ପାଇଁ ଅଧିକ ପସନ୍ଦ କରନ୍ତି।ଯାହା ଫଳରେ ସେମାନେ ଭବିଷ୍ୟତ ରେ କେବେବି ଟଙ୍କା ସଞ୍ଚୟ କରିକି ରଖି ପାରନ୍ତି ନାହିଁ। କିନ୍ତୁ ଏକ ନିର୍ଦ୍ଦିଷ୍ଟ ବୟସ ରେ ସେମାନଙ୍କର ଭାଗ୍ୟ ବଦଳିବାକୁ ଯାଉଛି। ୨୦୨୩ ମସିହାରେ ଆପଣଙ୍କ ସମସ୍ତ ପ୍ରକାରର ଖୁସି ପ୍ରାପ୍ତ ହେବାକୁ ଯାଉଛି।

ଦିତୀୟ ବହି:- ଯଦି ଆପଣ ଦିତୀୟ ବହି ବାଛିଛନ୍ତି ତେବେ ଏହାର ଅର୍ଥ ଏହା ଅଟେ କି ଆପଣ ଏକ ଆଶାବାଦୀ ଓ ସବୁବେଳେ ଖୁସିରେ ରହୁଥିବା ବ୍ୟକ୍ତି ଅଟନ୍ତି ଆପଣ ଏକ ସ୍ଵାଭିମାନୀ ବ୍ୟକ୍ତି ଅଟନ୍ତି କିନ୍ତୁ କେବେ ଏହା ହୋଇପାରେ କି ଆପଣ କିଛି ସ୍ଵାର୍ଥି ହୋଇପାରନ୍ତି କାହାର ବି ସାହାଯ୍ୟ ନେବା ଆପଣଙ୍କୁ ଭଲ ଲାଗି ନଥାଏ ଏହା ସହ ଆପଣ ଆପଣଙ୍କ ଜୀବନସାଥିଙ୍କ ପ୍ରତି ସର୍ବଦା ବିଶ୍ବାସୀ ରହିଥାନ୍ତି ଆପଣ ସଚ୍ଚୋଟ ଏବଂ ଅଳ୍ପ ଜିଦି ସ୍ୱଭାବର ହୋଇପାରନ୍ତି ଆପଣଙ୍କୁ କେବଳ ନିଜ କାମ ଉପରେ ଧ୍ୟାନ ଦେବା ପସନ୍ଦ ହୋଇଥାଏ ।

ଅନ୍ୟର କଥାରେ ଆପଣଙ୍କୁ ମୁଣ୍ଡ ପୁରେଇବାକୁ ପସନ୍ଦ ଆସେ ନାହିଁ ଆପଣ ନିଜ ପାଖରେ ଥିବା ଅର୍ଥକୁ କେବେ ଅଯଥା ଖର୍ଚ୍ଚ କରନ୍ତି ନାହିଁ ଯେଉଁଥି ପାଇଁ ଲୋକମାନେ ଆପଣଙ୍କୁ କିଛି ପରିମାଣରେ ଲୋଭି ପ୍ରକୃତିର ଭାବି ପାରନ୍ତି କିନ୍ତୁ ଆପଣ ଆପଣଙ୍କ ହୃଦୟରୁ ଖୁବ୍ ଭଲ ହୋଇଥାନ୍ତି। ୨୦୨୩ ମସିହା ଆପଣଙ୍କ ପାଇଁ ସୁଖମୟ ରହିବ । ଆପଣଙ୍କ ସମସ୍ତ ଇଚ୍ଛା ପୂର୍ଣ୍ଣ ହେବ ।

 

ତୃତୀୟ ବହି:- ଯଦି ଆପଣ ତୃତୀୟ ବହି କୁ ବାଛିଛନ୍ତି, ତାହାଲେ ଆପଣ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ଆପଣ ଅଧିକ ଗପିବାକୁ ଭଲ ପାଅନ୍ତି । ଆପଣଙ୍କୁ ସର୍ବଦା ରଚନାତ୍ମକ କାର୍ଯ୍ୟ କରିବାକୁ ଭଲ ଲାଗେ । ତେବେ ଏହା ଥିଲା କଳସୀ ର ରଙ୍ଗ ଦ୍ୱାରା ନିଜର ଭବିଷ୍ୟତ କୁ କିଭଳି ପରିବର୍ତ୍ତନ କରିବେ ଓ ଭବିଷ୍ୟତ କଥା ଜାଣିବେ ସେ ବିଷୟରେ କିଛି ସୂଚନା । ୨୦୨୩ ମସିହାରେ ଆପଣଙ୍କୁ ପାରିବାରିକ ସୁଖ ଶାନ୍ତି ଲାଭ ହେବା ସହ ଚାକିରି ରେ ମଧ୍ୟ ଉନ୍ନତୀ କରିବେ। ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *