ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ, ଏପରି ଏକ କାର୍ଡ ରିଡିଂ ର ବିଷୟ ଯାହା ସାହାର୍ଯ୍ୟରେ ଆପଣ ଜାଣି ପାରିବେ, 2023 ର ନୂତନ ବର୍ଷ ଟି ଆପଣଙ୍କ ପାଇଁ ଜୀବନରେ କେଉଁ ଖୁସି ର ଖବର ନେଇ ଆସୁଅଛି । ଆଜିର ଏହି ରିଡିଂ ଟି ଆରମ୍ଭ କରିବା ପୂର୍ବରୁ କହି ରଖୁଚୁ କି ଏହା ଏକ ଜେନେରାଲ ରିଡିଂ ଅଟେ । ତେଣୁ ହୁଏ ତ ଏହା କିଛି ବ୍ୟକ୍ତିଙ୍କ ସହ କନେକ୍ଟ ନ ହୋଇ ମଧ୍ୟ ପାରେ । ତେଣୁ ଆପଣ ଏହି ରିଡିଂ କୁ ମାତ୍ର ନିଜ ଖୁସି ପାଇଁ ମଧ୍ୟ ପଢି ପାରନ୍ତି ।
ଯେଉଁ ମାନେ ମଧ୍ୟ ପ୍ରଥମ ଚିତ୍ର ଯୁକ୍ତ 1 ନମ୍ବର କୁ ଚୟନ କରିଛନ୍ତି, ସେମାନଙ୍କ ପାଇଁ ନୂତନ ବର୍ଷ ଟି ଖୁବ ଭଲ ରହିବ । ଆପଣଙ୍କ ପାଇଁ ଏକ ସନ୍ଦେଶ ମଧ୍ୟ ରହିଛି କି ଆପଣଙ୍କ ପାଖରେ ଯାହା ଅଛି, ତାହା ପାଇଁ ଆପଣ କୃତଜ୍ଞ ହେବା ଆରମ୍ଭ କରି ଦିଅନ୍ତୁ । ଏହାସହ ସନ୍ତୁଷ୍ଟ ରୁହନ୍ତୁ ।
କାରଣ ଆପଣ ଙ୍କର ଯାହା ଅଛି ଇଶ୍ଵର ଙ୍କ କୃପା ରୁ ହିଁ ଆପଣ ଙ୍କୁ ମିଳିଛି । ଏହାସହ ଆପଣ ଙ୍କର ଯାହାସବୁ ଦରକାର ତାହା ମଧ୍ୟ ଈଶ୍ଵର ଙ୍କ କୃପା ରୁ ହିଁ ମିଳିବ । ତେଣୁ ଆପଣ ଅଧିକ ଉଦାସ ମଧ୍ୟ ହୁଅନ୍ତୁ ନାହିଁ ବା ଧର୍ଜ୍ୟହରା ମଧ୍ୟ ହୁଅନ୍ତୁ ନାହିଁ । ଆପଣଙ୍କ ଜୀବନରେ ଅନେକ ସାରା ଖୁସି ନୂଆବର୍ଷ ନେଇ କରି ଆସୁଛି ।
ଆପଣ ଏହି କଥା ଉପରେ ଧ୍ୟାନ ରଖନ୍ତୁ କି ଆପଣ ଙ୍କର ବିଚାର କୁ ପବିତ୍ର ରଖିବେ । ଏହାସହ ନିଜ ଆଖ ପାଖର ବ୍ୟକ୍ତି ମାନଙ୍କ ପ୍ରତି ମଧ୍ୟ ନିଜର ନଜର ବନାଇ ରଖନ୍ତୁ । ଚେଷ୍ଟା କରନ୍ତୁ ଆପଣ ଯେପରି ଅଧିକ ରୁ ଅଧିକ ସକାରାତ୍ମକ ପରିବେଶ ରେ ହିଁ ରହିବେ । ଯେଉଁ ମାନେ ହିଁ 2 ନମ୍ବର କାର୍ଡ ଟି କୁ ଚୟନ କରିଛନ୍ତି, ଆପଣ ମାନଙ୍କ ପାଇଁ ମଧ୍ୟ ଖୁବ ଭଲ କାର୍ଡ ଟି ଅଛି । ଆପଣ ମାନଙ୍କ ଜୀବନ ରେ ଏକ ନୂତନ ସମୟ ର ପ୍ରାରମ୍ଭ ନୂତନ ବର୍ଷରେ ହେବାକୁ ଯାଉଛି ।
ଆପଣ ଙ୍କର ସମସ୍ତ ଇଛା ସ୍ଵପ୍ନ ଏହି ବର୍ଷ ରେ ଧୀରେ ଧୀରେ ହୋଇ ପୂର୍ଣ୍ଣ ହେବ। କିଛି ନୂତନ ବନ୍ଧୁ ମଧ୍ୟ ହେବେ । ତାହା ସହ ଆପଣ ଙ୍କ ଜୀବନ ରେ ହଟାତ କିଛି ପୁରୁଣା ବ୍ୟକ୍ତି ଙ୍କର ମଧ୍ୟ ଆଗମନ ହେବ । କିନ୍ତୁ ଆପଣ ନିଜକୁ ଅଧିକ ରୁ ଅଧିକ ସକାରାତ୍ମକ ଊର୍ଜା ମଧ୍ୟରେ ରଖିବାକୁ ଚେଷ୍ଟା କରନ୍ତୁ । ଖୁବ ଭଲ ସମୟ ଆସୁଛି, ଆପଣ ମାନଙ୍କ ପାଇଁ, କିଛି ଧାର୍ମିକ କାର୍ଯ୍ୟ ମଧ୍ୟ ଆପଣ କରି ପାରନ୍ତି । ତେବେ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତାହାହେଲେ ଆପଣ ଆମକୁ ତାହା କମେଣ୍ଟ ମାଧ୍ୟମ ରେ ଜଣାଇବାକଉ ଭୁଲିବେନି । ଧନ୍ୟବାଦ