ବନ୍ଧୁଗଣ ଆଜିର ଏହି ରିଡିଂ ଟି ଆପଣ ପଢିବା ପୂର୍ବ ରୁ ସବୁଠାରୁ ପ୍ରଥମେ ଆପଣ ଙ୍କୁ କହି ରଖୁଚୁ କି ଆପଣ ୟୁନିଭର୍ସ କୁ ଧନ୍ଯବାଦ ନିଶ୍ଚୟ ଥରେ ଜଣାଇ ଦିଅନ୍ତୁ । ତାହାସହ ଏହି ରିଡିଂ ଟି ପଡିବା ସମୟରେ ପଜେଟିଭ ହୋଇ ପଡନ୍ତୁ । କାରଣ ଏହାଦ୍ଵାରା ଆପଣଙ୍କୁ ଏହାର ଖୁବ ଭଲ ପ୍ରଭାବ ନିଜ ଜୀବନରେ ଦେଖିବାକୁ ମିଳିବ । ତଳେ ଥିବା ଫୋଟୋ ରେ ଦୁଇଟି ଚିତ୍ର ରହିଛି, ସେଥି ମଧ୍ୟରୁ ଆପଣ କୌଣସି ଏକ ଫୋଟୋ କୁ ବାଛି ନିଅନ୍ତୁ ।
ଯଦି ଆପଣ ପ୍ରଥମ ଚିତ୍ର ଗାଈ ଅଥବା ଗୋ ମାତା ଙ୍କୁ ଚୟନ କରିଛନ୍ତି, ତେବେ ଖୁବ ଭଲ ବିଷୟ ଅଟେ । ଏହାର ଅର୍ଥାତ ଆପଣଙ୍କ ଉପରେ ଏକ ଏପରି ଶକ୍ତି ର ହାତ ରହିଛି, ଯାହାକି ଆପଣଙ୍କୁ କେବେ ମଧ୍ୟ ଛାଡିବ ନାହିଁ । ସବୁବେଳେ ସବୁ ପରିସ୍ଥିତି ରେ ଆପଣଙ୍କ ସହ ସେ ଶକ୍ତି ରହିବ । ଆପଣ ପୂର୍ବ ରୁ ମଧ୍ୟ ଅନେକ ଥର ସେ ଶକ୍ତି ଙ୍କୁ ଅଣଦେଖା କରିଛନ୍ତି ବା ଅବହେଳା ମଧ୍ୟ କରିଛନ୍ତି, କିନ୍ତୁ ସେ କେବେ ମଧ୍ୟ ଆପଣଙ୍କୁ କୌଣସି ପରିସ୍ଥତି ରେ ଏକୁଟିଆ ଛାଡି ନାହାନ୍ତି ।
ସବୁ ପରିସ୍ଥିତି ରେ ଆପଣ ସହ ସେ ରହିଛନ୍ତି । କିନ୍ତୁ ଏହି ସମୟରେ ଏହି ଶକ୍ତି ର ମନ ଦୁଃଖ ଅଛି କି ଆପଣ ତାଙ୍କ ଉପରେ ନିଜର ଅବିଶ୍ଵାସ ଦେଖାଇଲେ ।ଏହା କାରଣ ରୁ ସେ ଦୁଃଖରେ ଅଛନ୍ତି । କିନ୍ତୁ ତଥାପି ସେ ଶକ୍ତି ଆପଣଙ୍କ ସହ ଅଛନ୍ତି । ଆପଣ ଭାବୁଥାଇ ପାରନ୍ତି, ସେ ଶକ୍ତି କିଏ କିନ୍ତୁ ଆମେ ଆପଣଙ୍କୁ କୌଣସି ଏକ ଶକ୍ତିର ନାମ ଉଲ୍ଲେଖ କରି ଏଠାରେ କହି ପାରିବୁ ନାହିଁ ।
କାରଣ ଏହି ପୋଷ୍ଟ ଟି ଏହି ସମୟରେ ଅନେକ ଲୋକ ପଢୁଥିବେ । କିନ୍ତୁ ଆପଣ ବୁଝି ପାରୁଥିବେ ଆପଣଙ୍କ ଜୀବନରେ ଆପଣ କାହର ପୂଜା ଆରାଧନା କରୁଛନ୍ତି ଓ ସେ ଶକ୍ତି କିଏ ହୋଇ ପାରେ । କାହା ଉପରେ ଆପଣ ନିଜର ଅବିଶ୍ଵାସ କୁ ନେଇ ଆସିଛନ୍ତି ।ଦ୍ଵିତୀୟ ରେ ଥିବା ହରିଣ ଫୋଟୋ ଟିକୁ ଯେଉଁ ମାନେ ମଧ୍ୟ ଚୟନ କରିଛନ୍ତି, ସେମାନଙ୍କ ପାଇଁ ଏକ ସନ୍ଦେଶ ଅଛି କି, ଆପଣ ଯେତେ ମାତ୍ରାରେ ନିଜ ଧର୍ମ ସହ ଯୋଡି ହେବେ ଆପଣ ଙ୍କର ଜୀବନ ରେ ସେତେ ଅଧିକ ପରିବର୍ତ୍ତନ ଆପଣଙ୍କୁ ଦେଖିବାକୁ ମିଳିବ ।
ଆପଣ ଟିକେ ପ୍ରକୃତି ପ୍ରେମୀ ମଧ୍ୟ ଅଟନ୍ତି । ଆପଣଙ୍କୁ ପ୍ରକୃତି ସହ ଯୋଡି ହୋଇ ରହିବାକୁ ମଧ୍ୟ ଭଲ ଲାଗିଥାଏ । ଏହି ପ୍ରେମ ଆପଣଙ୍କୁ ଆପଣ ଙ୍କର ଜୀବନରେ ମଧ୍ୟ ଦେଖିବାକୁ ମିଳିବ । ଆପଣ ସବୁବେଳେ ନିଜ ମାତୃଭୁମି ସହ ଯୋଡି ରହିବେ । ଆପଣ ଯେଉଁ ଶକ୍ତି ଙ୍କର ପୂଜା କରୁଥାନ୍ତି ତାଙ୍କର ପୂଜା ସମ୍ପୁର୍ଣ୍ଣ ବିଶ୍ବାସ ର ସହକାରେ କରନ୍ତୁ । ସେହି ଶକ୍ତି ସବୁବେଳେ ଆପଣଙ୍କ ସହ ରହିଛନ୍ତି । ଆପଣଙ୍କ ଆସୁଥିବା ସମୟ ମଧ୍ୟ ଖୁବ ଭଲ ରହିଛି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ