IAS ଇଣ୍ଟରଭିୟୁରେ ପଚରା ଯାଉଥିବା କିଛି ପ୍ରଶ୍ନ:- ମୋ ମା ଏକ କୁକୁର ମୋ ବାପା ଏଲ କଦଳୀ ମୁଁ କିଏ ? ୯୯% ଲୋକ ହେଲେ ଫେଲ, ଦେଖିବା ଆପଣଙ୍କ ବୁଦ୍ଧି କେତେ

ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ କିଛି ପ୍ରଶ୍ନ ଓ ତାହାର ଜବାବ ନେଇ ଆସିଛୁ । କହିବାକୁ ଗଲେ ଏହି ପ୍ରଶ୍ନ ଗୁଡିକ UPSCର ପରୀକ୍ଷାର ଇଣ୍ଟରଭିୟୁରେ ପଚରାଯାଇଥାଏ । ଆପଣଙ୍କୁ ମଧ୍ୟ ଜଣା ଥିବ କି UPSC ପରୀକ୍ଷା ଦେଶର ସବୁଠୁ କଷ୍ଟ ପରୀକ୍ଷା ମଧ୍ୟରୁ ଗୋଟିଏ ଅଟେ ଓ ଏହାର ଇଣ୍ଟରଭିୟୁରେ ଭଲ ଭଲ ଲୋକମାନେ ବି ଫେଲ ହୋଇ ଯାଆନ୍ତି ।

ଏମିତି ବହୁତ କମ କ୍ୟାନ୍ଡିଡେଟ ହୋଇଥାନ୍ତି ଯେଉଁମାନେ UPSCର ପ୍ରୀ ଓ ମେନ୍ସ, ଦୁଇଟି ପରୀକ୍ଷାକୁ ପାସ କରି ଶେଷରେ ଇଣ୍ଟରଭିୟୁରେ ଫେଲ ହୋଇ ଯାଆନ୍ତି । ଏହା ଏଥିପାଇଁ କାରଣ କେତେ ଥର ଏମାନଙ୍କୁ ଇଣ୍ଟରଭିୟୁରେ କିଛି ଏମିତି ପ୍ରଶ୍ନ କରାଯାଏ ଯାହା ତାଙ୍କ ପାଠ୍ୟ ପୁସ୍ତକରେ ବି ନ ଥାଏ । କେତେ ଥର ଇଣ୍ଟଭିୟୁର କ୍ୟାଣ୍ଡିଡେଟ୍ସମାନଙ୍କ ଉପସ୍ଥିତ ବୁଦ୍ଧି ଓ IQକୁ ଚେକ କରିବା ପାଇଁ ଏହିଭଳି ଟ୍ରିକି ପ୍ରଶ୍ନ କରାଯାଏ । ତେବେ ଚାଲନ୍ତୁ ଜାଣିବା ଏହି ପ୍ରଶ୍ନ ବିଷୟରେ ।

୧:- ଭାରତର ସର୍ବ ବୃହତ ଜାହାଜର ନିର୍ମାଣ କାରଖାନା କେଉଁ ରାଜ୍ୟରେ ଅବସ୍ଥିତ ?

ଉତ୍ତର:- କୋଚି

୨:- ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କେଉଁ ମୁଖ୍ୟଙ୍କ ପରେ ଓଡିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ ?

ଉତ୍ତର:- ହେମାନନ୍ଦ ବିଶ୍ୱାଳ

୩:- ବାଲ୍ମୀକି ରାମାୟଣ ଅନୁସାରେ ଦଶରଥଙ୍କ ମୃତ୍ୟୁ ସମୟରେ ଭରତ ଓ ଶତ୍ରୁଘ୍ନ କେଉଁ ସ୍ଥାନରେ ଥିଲେ ?

ଉତ୍ତର:- କେକାୟ

୪:- ଲାଞ୍ଜ ଅଛି ହେଲେ ଡେଣା ନାହିଁ ଆକାଶରେ ଉଡେ ପାଇଁ ପାଇଁ ଏହି ଉତ୍ତର କହିବ ଯିଏ ମକର ଚାଉଳ ଖାଇବ ସିଏ ?

ଉତ୍ତର:- ଡାଳ

୫:- ନିମିସେ ପଡେ କବାଟ ତାର ନିମିସେ ପଡିଲେ ବିଜୁଳି କଟଇ ଅନ୍ଧାର ଦିଶଇ ଗୋଲା ?

ଉତ୍ତର:- ଆଖି

୬:- ବାବାଜୀ ନୁହେଁ ତାର ବଢିଛି ଦାଢି, ପାଦତଳ ଯାଏ ଆସିଛି ମାଡି, ପିଲାଏ ଖେଳନ୍ତି ଦାଢୀରେ ଦୋଳି, ପକ୍ଷୀ ମାନେ ଖାଆନ୍ତି ତା ନାଲି କୋଳି ?

ଉତ୍ତର:- ବର ଗଛ

୭:- ଧରିଲେ ଧରା ଦିଏ ନାହିଁ, ଦେଖିଲେ ଦେଖାଦିଏ, ଯୁଆଡେ ଗଲେ ଯାଏ ସିଏ କହ କ’ଣ ସିଏ ?

ଉତ୍ତର:- ନିଜର ଛାଇ

୮:- ସେଇଟା କେଉଁ ଜିନିଷ ଯାହାକୁ ସବୁ ଛୋଟ ପିଲା ଖାଉଛନ୍ତି କିନ୍ତୁ କେହି ପସନ୍ଦ କରୁ ନାହାନ୍ତି ?

ଉତ୍ତର:- ପୋଲିଓ

୯:- କେଉଁ ଦେଶର ଲୋକମାନେ ସବୁଠୁ ଅଧିକ ମୋମୋ ଖାଆନ୍ତି ?

ଉତ୍ତର:- ନେପାଲ

୧୦:- କେଉଁ ପରିବା ଖାଇବା ଦ୍ଵାରା ଦାନ୍ତ ସଫା ହୋଇଥାଏ ?

ଉତ୍ତର:- ପାଳଙ୍ଗ ଶାଗ ଓ ଅମୃତଭଣ୍ଡା

୧୧:- ମୋ ମା ଏକ କୁକୁର, ମୋ ବାପା ଏକ କଦଳୀ ମୁ କିଏ ?

ଉତ୍ତର:- ଏହି ଉତ୍ତର  କମେଣ୍ଟ ରେ ଜାଣନ୍ତୁ । ଏବଂ ଆମ ସହିତ ଆଗକୁ ରହିବା ପାଇଁ ଆମ  ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *