ଆପଣଙ୍କ ପାଦର ଆକାର କେମିତି ? ବାଛନ୍ତୁ ନିଜ ପାଦର ଆକୃତି ଓ ଜାଣନ୍ତୁ ନିଜ ବିଷୟରେ ଏକ ବଡ ରାଜ ( Personality Test )

ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ମନୁଷ୍ୟ ଶରୀରର ସମସ୍ତ ଅଙ୍ଗ ଦ୍ୱାରା ତାର ସ୍ୱଭାବ, ଚରିତ୍ର ଏବଂ ଚିନ୍ତାଧାରା ବିଷୟରେ ଜାଣିବାକୁ ମିଳିଥାଏ । ତେବେ ଆଜି ଆମେ ଗୋଡର ଆକାର ବିଷୟରେ ଏପରି କିଛି କଥା କହିବୁ ଯାହା ଖୁବ କମ ଲୋକ ଜାଣିଛନ୍ତି । ପ୍ରଥମେ ଆପଣ ନିଜର ଗୋଡ଼ର ଅର୍ଥାତ ପାଦ ଆକାର ଦେଖିନିଅନ୍ତୁ ଏବଂ ନିଜ ବିଷୟରେ କିଛି ଖାସ କଥା ଜାଣନ୍ତୁ । ତେବେ ଚାଲନ୍ତୁ ଜାଣିବା ।

ପ୍ରଥମ ପଡେ ଆକାର ହେଉଛି ଫ୍ଲାଟ ପାଦ, ଏହି ପାଦର ଚିହ୍ନ ପୁରା ମାଟିରେ ଆସିଥାଏ । ଯଦି ଏପରି ପାଦ କୌଣସି ମହିଳା ର ହୋଇଥାଏ ତେବେ ସେ ବହୁତ ସରଳ ହୋଇଥାନ୍ତି । ସେମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ଏମାନେ ଜିବନରେ ବହୁତ ସଫଳତା ପାଇଥାନ୍ତି । ଏମାନେ ବିବାହ ପରେ ନିଜର ସ୍ଵାମୀଙ୍କ ପାଇଁ ଲକ୍ଷ୍ମୀ ସାଜିଥାନ୍ତି । ଯଦି ଏମାନେ ଗୋଟେ ପୁରୁଷ ଅଟନ୍ତି ତେବେ ଆପଣ ବହୁତ ସୁସ୍ଥ ଏବଂ ସଫଳ ବ୍ୟକ୍ତି ଅଟନ୍ତି ।

ଦିତୀୟ ପାଦ ଆକାର ହେଉଛି ଏପରି ପାଦ ଯାହା ମାଟିରେ ପୁରା ଚିହ୍ନ ପଡିନଥାଏ । ଏମାନେ ବହୁତ ପରିଶ୍ରମୀ ହୋଇଥାନ୍ତି । ଏମାନେ ନିଜର ପରିଶ୍ରମ ଦ୍ୱାରା ଖୁବ ଆଗକୁ ବଢ଼ିଥାନ୍ତି । ଏମାନେ ସ୍ୱଭାବରୁ ଅଳ୍ପ ଅଳସୁଆ ହୋଇଥାନ୍ତି । ଏହି ବ୍ୟକ୍ତି ମାନଙ୍କ ଭାଗ୍ୟ ବହୁତ ମଜବୁତ ରହିଥାଏ । ଏହି ବ୍ୟକ୍ତି ନିଜର ପରିବାର ଲୋକଙ୍କୁ ବହୁତ ଭଲ ପାଇଥାନ୍ତି । ଏମାନେ ସବୁବେଳେ ସମସ୍ତଙ୍କ ଖୁସି ବିଷୟରେ ଭାବିଥାନ୍ତି ।

ତୃତୀୟ ପାଦ ଚିହ୍ନ ହେଉଛି ସବୁଠୁ ନିଆରା ଏହି ଭଳି ପାଦ ଚିହ୍ନ ଥିବା ବ୍ୟକ୍ତି ବହୁତ ଧନୀ ହୋଇଥାନ୍ତି । ଏମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ କୃପା ସବୁବେଳେ ରହିଥାଏ । ଏହି ବ୍ୟକ୍ତି ନିଜ ଜିବନରେ ସବୁ କିଛି ହାସଲ କରିଥାନ୍ତି । ଏମାନେ ଦେଖିବାକୁ ବହୁତ୍ ସୁନ୍ଦର ହୋଇଥାନ୍ତି । ଏହି ବ୍ୟକ୍ତି ନିଜର ଭାଗ୍ୟ ଉପରେ ଭରସା ରଖିଥାନ୍ତି । ତେବେ ବନ୍ଧୁଗଣ ଆପଣଙ୍କ ପାଦ ର ଆକାର କେଉଁ ପରି ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *