ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟଙ୍କର ଗୋଟିଏ ରାଶିରୁ ଅନ୍ୟ ରାଶିକୁ ସ୍ଥାନ ପରିବର୍ତନ କୁ ସଂକ୍ରାନ୍ତି ବୋଲି କୁହାଯାଇଥାଏ । ଜ୍ୟୋତିଷ ଶାସ୍ତ୍ର ଆମ ଜୀବନରେ ବହୁତ ମହତ୍ତ୍ଵ ରଖିଥାଏ । ଆଜି ହେଉଛି ପବିତ୍ର ପଣା ସଂକ୍ରାନ୍ତି । ଏହାକୁ ମହାବିଷୁବ ପଣା ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ । ତେବେ ଆଜି ଠାରୁ ଏପରି ମହାସଂଯୋଗ ସୃଷ୍ଟି ହେବାକୁ ଯାଉଛି ଯାହା ଫଳରେ ଏହି ୪ ଗୋଟି ରାଶି ମାନଙ୍କ ଭାଗ୍ୟ ଖୋଲିବାକୁ ଯାଉଅଛି । ଏମାନଙ୍କ ଉପରେ ପ୍ରଭୁ ହନୁମାନ ଙ୍କ ବିଶେଷ କୃପା ରହିବାକୁ ଯାଉଛି । ତେବେ ଚାଲନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ ।
ମେଷ ରାଶି:- ଏହି ରାଶିର ବ୍ୟକ୍ତି ମାନଙ୍କ ରାଜଯୋଗ ଆରମ୍ଭ ହେବାକୁ ଯାଉଛି । ଦୀର୍ଘ ସମୟ ଧରି ଚାଲି ଆସୁଥିବା ସମସ୍ତ ସମସ୍ୟା ଦୂର ହେବ । ଆପଣଙ୍କ ପାଇଁ କୌଣସି ଖୁସିର ଖବର ଆସିବାକୁ ଯାଉଛି । ଆପଣଙ୍କୁ ନୂଆ ନୂଆ ଅବସର ପ୍ରାପ୍ତ ହେବ । ବ୍ୟବସାୟ କ୍ଷେତ୍ରରେ ସଫଳତା ହାସଲ କରିବେ । ପରିବାରରେ ହସ ଖୁସିର ବାତାବରଣ ରହିବ ।
ତୁଳା ରାଶି:- ଏହି ପଣା ସଂକ୍ରାନ୍ତି ଠାରୁ ଆପଣଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହେବାକୁ ଯାଉଛି । ଆପଣଙ୍କୁ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । ଅଯଥା ଖର୍ଚ୍ଚରୁ ବଞ୍ଚିତ ହେବେ । ଆପଣ ଧନ ସଞ୍ଚୟ କରିବେ ଯାହା ଆପଣଙ୍କ ଭବିଷ୍ୟତ ପାଇଁ ଲାଭଦାୟକ ରହିବ । ପରିବାରରେ ସୁଖ ଶାନ୍ତି ଲାଗି ରହିବ ।
ମିଥୁନ ରାଶି:- ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ପ୍ରଭୁ ହନୁମାନ ଙ୍କ ବିଶେଷ କୃପା ରହିବାକୁ ଯାଉଛି । ଆପଣଙ୍କୁ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । ଚାକିରୀରେ ପଦୋନ୍ନତି ମଧ୍ୟ ହୋଇପାରେ । ଦାମ୍ପତ୍ୟ ଜୀବନରେ ଖୁସି ମିଳିବ । ସନ୍ତାନ ପ୍ରାପ୍ତି ମଧ୍ୟ ହୋଇପାରେ । ଧନ ଲାଭ ହେବାର ଯୋଗ ରହିଛି । ଆପଣଙ୍କ ପାଇଁ ଖୁସିର ସମୟ ଆରମ୍ଭ ହେବାକୁ ଯାଉଅଛି ।
କୁମ୍ଭ ରାଶି:- ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଏହି ପଣା ସଂକ୍ରାନ୍ତି ଠାରୁ ଭାଗ୍ୟର କବାଟ ଖୋଲିବାକୁ ଯାଉଅଛି । ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ସଫଳତା ହାସଲ କରିବେ । ଆପଣଙ୍କୁ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । ବ୍ୟବସାୟ କ୍ଷେତ୍ରରେ ବହୁତ ଉନ୍ନତି ହେବ । ବୈବାହିକ ଜୀବନରେ ଖୁସି ମିଳିବ । ସନ୍ତାନ ମାନଙ୍କ ପାଖରୁ କୌଣସି ଖୁସି ଖବର ପାଇବେ । ତେବେ ବନ୍ଧୁଗଣ ପ୍ରଭୁ ହନୁମାନ ଙ୍କ କୃପା ଲାଭ କରିବା ପାଇଁ କମେଣ୍ଟ ରେ ଲେଖନ୍ତୁ ଜୟ ହନୁମାନ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।