ନମସ୍କାର ବନ୍ଧୁଗଣ । ଅତ୍ୟନ୍ତ ତୀବ୍ରତାର ସହ ସମୟ ର ଚକ୍ର ଘୁରିବାରେ ଲାଗିଛି । ମାତ୍ର ଆଉ କିଛି ଦିନ ମଧ୍ୟରେ ପୁରୁଣା ବର୍ଷ ଶେଷ ହୋଇ ଆଉ ଏକ ନୂତନ ବର୍ଷ ର ଆରମ୍ଭ ହୋଇଯିବ । ଏପରି ରେ ନୂଆବର୍ଷ କୁ ନେଇ ଆମ ସମସ୍ତ ଙ୍କ ମନରେ ଆନେକ ଆଶା ଓ ଆକାଂକ୍ଷା ଭରି ହୋଇ ରହିଛି । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ଯେକ ବ୍ୟକ୍ତି ର ଜୀବନରେ ଗ୍ରହ ନକ୍ଷେତ୍ର ମାନଙ୍କର ଚଳନ ଅନେକ ପ୍ରଭାବ ପଡିଥାଏ ।
ଏପରି ରେ ସୂଚନା ରୁ ପ୍ରାପ୍ତ ହୋଇଛି କି ବର୍ତ୍ତମାନ ସମୟ ରେ ଗ୍ରହ ମାନଙ୍କର ସ୍ଥାନ କିଛି ଏପରି ରଚିଛି, ଯାହାଦ୍ଵାରା ବାବା ଭୋଳାନାଥ କିଛି ରାଶିର ବ୍ୟକ୍ତି ମାନଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ ଅଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି କି ଯେଉଁ ଉପରେ ଙ୍କ ଉପରେ ବାବା ଭୋଳାନାଥ ଥରେ ପ୍ରସନ୍ନ ହୋଇ ଯାଇଥାନ୍ତି,
ସେହି ବ୍ୟକ୍ତି ର ଜୀବନ ରେ ଆଉ କିଛି ହେଲେ ମଧ୍ୟ ଦୁଃଖ କଷ୍ଟ ରହି ନଥାଏ । ତାହାଛଡା ସେହି ବ୍ୟକ୍ତି ର ଜୀବନ ରେ ଥିବା ସମସ୍ତ ସମସ୍ଯା ର ସମାଧାନ ମଧ୍ୟ ହୋଇଯିବ । ତେବେ ଆସନ୍ତୁ, ସେହି ରାଶିର ବ୍ୟକ୍ତି ମାନଙ୍କ ବିଷୟରେ ଜାଣିବା । ଏହି ରାଶି ର ବ୍ୟକ୍ତି ମାନଙ୍କ ଭାଗ୍ଯର ଦ୍ଵାର ଖୋଲିବାକୁ ଯାଉଛି ।
ଏମାନେ ନିଜ କାର୍ଯ୍ୟ କ୍ଷେତ୍ରରେ ଅଧିକ ରୁ ଅଧିକ ସଫଳତା ଦେଖିବାକୁ ପାଇବେ । ଏହି ରାଶି ର ଯେଉଁ ବ୍ୟକ୍ତି ମାନେ ବ୍ୟାପାର ବାଣିଜ୍ୟ କରୁଥିବେ, ସେମାନେ ସେମାନଙ୍କର କର୍ମ କ୍ଷେତ୍ରରେ ଅଧିକ ମାତ୍ରାରେ ଲାଭ ଦେଖିବାକୁ ପାଇବେ । ଏହି ରାଶି ର ବ୍ୟକ୍ତି ମାନଙ୍କର ବ୍ୟୟ କମ ଓ ଆୟ ଅଧିକ ରହିବ ।
ଶତ୍ରୁ ମାନଙ୍କ ଉପରେ ବିଜୟ ପ୍ରାପ୍ତ କରିବେ । ତାହାସହ ଏମାନଙ୍କର ସ୍ୱାସ୍ଥ୍ୟ ମଧ୍ୟ ବାବା ଭୋଳାନାଥ ଙ୍କ କୃପା ରୁ ଭଲ ରହିବ । କୌଣସି ସ୍ଥାନରୁ କିଛି ଟଙ୍କା ପାଇବାକୁ ଥିଲେ ତାହା ମଧ୍ୟ ଏମାନଙ୍କୁ ଖୁବ ଶୀଘ୍ର ପ୍ରାପ୍ତ ହେବାକୁ ଯାଉଛି । ଏହାସହ ଆସୁଥିବା ସମୟରେ ହଟାତ କରି କିଛି ଖୁସି ର ଖବର ମଧ୍ୟ ମିଳି ଯାଇ ପାରେ ।
ବାବା ଭୋଳାନାଥ ଙ୍କର ଆଶୀର୍ବାଦ ରୁ ଆପଣଙ୍କ ଜୀବନ ସବୁ ପ୍ରକାରର ନକରାତ୍ମକତା ଉ ଦୂରେଇ ଯିବ । ଯାହା ଫଳରେ ଆପଣ ସବୁ ପ୍ରକାରର ସଫଳତା ପ୍ରାପ୍ତ କରି ପାରିବେ । ତେବେ ବନ୍ଧୁଗଣ ରାଶି ଚକ୍ର ରେ ଥିବା ସେହି ଭାଗ୍ୟଶାଳୀ ଗୁଡିକ ହେଲେ; ମିଥୁନ ରାଶି, ମୀନ ରାଶି, କର୍କଟ ରାଶି, ବିଛା ରାଶି ଓ କୁମ୍ଭ ରାଶି ।
ତେବେ ଦର୍ଶକ ବନ୍ଧୁ ଏହି ମାସ ରୁ ହିଁ ଏହି 5 ଗୋଟି ରାଶିର ବ୍ୟକ୍ତି ମାନଙ୍କ ଭାଗ୍ୟ ସଂପୂର୍ଣ୍ଣ ରୂପରେ ବଦଳିବାକୁ ଯାଉଛି । ତେବେ ଆପଣ ମାନଙ୍କ ମଧ୍ୟରେ ଯେଉଁ ମାନଙ୍କର ମଧ୍ୟ ରାଶି ଏହି 5 ଗୋଟି ରାଶି ମଧ୍ୟରୁ କୌଣସି ଏକ ରାଶି ହୋଇଥାଏ, ସେ ଆମକୁ ତାହା ତଳେ କମେଣ୍ଟ ବକ୍ସ ରେ ଲେଖି ଜଣାଇବାକୁ ଭୁଲିବେନି । ଧନ୍ୟବାଦ