ବଡ ଖବର:- ପୁଣି ହେବ ଭୟଙ୍କର Lockdown, ସରକାର କଲେ ବଡ ଘୋଷଣା, ଜାଣନ୍ତୁ କଣ ଖୋଲା କଣ ବନ୍ଦ, ସବୁଠୁ ଆଗେ ଏଇଠି…

ବନ୍ଧୁଗଣ ବର୍ତ୍ତମାନ ର ସବୁଠୁ ବଡ ଖବର ଓଡ଼ିଶାରେ ବଢିବାରେ ଲାଗିଛି ଓମିକ୍ରନ ଚିନ୍ତା । ରାଜ୍ୟରେ ଚିହ୍ନଟ ହେଲେ ୨ ଓମିକ୍ରନ ଆକ୍ରାନ୍ତ ତେବେ ଏହାକୁ ଦୃଷ୍ଟିରେ ରଖି ସରକାର ନେଲେ ବଡ ନିଷ୍ପତି ଆସନ୍ତା ଜାନୁଆରୀ ୧ ତାରିଖରୁ ସାରା ରାଜ୍ୟର ହେବ ଲକ ଡାଉନ । ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର । କୋରୋନା ପରେ ଏବେ ଚିନ୍ତା ବଢ଼ାଉଛି ଓମିକ୍ରନ । ଓଡ଼ିଶାରେ ଗତ କାଲି ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି ।

ଏହି ଦୁଇ ବ୍ୟକ୍ତି ନାଇଜେରିଆ ଏବଂ କତାରରୁ ଫେରିଥିଲେ । ଏବଂ ଓମିକ୍ରନ ପାଇଁ ଟେଷ୍ଟ କରାଯାଇଥିଲା । ରିପୋର୍ଟ ଅନୁଯାୟୀ ଦୁହେଁ ଓମିକ୍ରନ ଭୁତାଣୁ ଦ୍ଵାରା ସଂକ୍ରମିତ ହୋଇଛନ୍ତି । ଏହି ଦୁଇ ବ୍ୟକ୍ତି ଙ୍କ ଶରୀରରେ ଓମିକ୍ରନ ଭୁତାଣୁ ଥିବାର ଜଣା ପଡ଼ିଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତ ବ୍ୟକ୍ତି ଖୋର୍ଦ୍ଧା ଏବଂ ଅନ୍ୟ ଜଣ ଜଗତସିଂହପୁର ରୁ ହୋଇଥିବାର ସୂଚନା ମିଳିଛି ।

ଏହି ବ୍ୟକ୍ତି ଙ୍କ ବୟସ ୪୦ ରୁ ୪୫ ମଧ୍ୟରେ ରହିଛି । ତେବେ ଏହାକୁ ଦୃଷ୍ଟିରେ ରଖି କଟକଣା କଡାକଡି ହେବାର ବହୁତ ଅଧିକ ସମ୍ଭାବନା ରହିଛି । ବର୍ତ୍ତମାନ କେବଳ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ଉପରେ ଧ୍ୟାନ ରଖିବାକୁ ନିର୍ଦ୍ଦେଶ ମିଳିଛି । ଏହା ସହିତ ସହର ମାନଙ୍କରେ ନାଇଟ କର୍ଫ୍ୟୁ ମଧ୍ୟ ଆରମ୍ଭ ହୋଇଯାଇଛି । ତେବେ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବ ପରେ ସରକାର ଙ୍କ ପାଇଁ ଚିନ୍ତାର କାରଣ ହୋଇଯାଇଛି ।

ତେବେ ବିଶେଷ ସୂତ୍ର ଅନୁସାରେ ଏହା ସାମ୍ନାକୁ ଆସିଛି କି ଜାନୁଆରୀ ଆରମ୍ଭରୁ ଲକଡାଉନ ଆରମ୍ଭ ହେବାକୁ ଯାଉଛି କିନ୍ତୁ ଏବେ ଯାଏଁ ଏହାକୁ ନେଇ କୌଣସି ଅଫିସିଆଲ ଅନାଉନ୍ସମେଣ୍ଟ କରାଯାଇ ନାହିଁ । ଆଗାମୀ ସମୟରେ ଯଦି ଓମିକ୍ରନ ଆକ୍ରାନ୍ତ ଙ୍କ ସଂଖ୍ୟା ବଢିଚାଲେ ତେବେ ଖୁବ ଶୀଘ୍ର ପୁନଃ ବାର ଲକଡାଉନ ହୋଇଯିବ ।

ଯଦି ଲକଡାଉନ ହୁଏ ତେବେ ଦୋକାନ ବଜାର, ବସ ଚଳନ, ସ୍କୁଲ ଇତ୍ୟାଦି ବନ୍ଦ ରହିବାର ସମ୍ଭାବନା ରହିଛି ବୋଲି ଖବର ମିଳୁଛି । ତେବେ ବନ୍ଧୁଗଣ ଲକଡାଉନ କୁ ନେଇ ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ, ଏହି ପୋଷ୍ଟ ଟି ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *