ଯଦି ଆପଣଙ୍କ ପାଖରେ ଏହି ପୁରୁଣା 1 ଟଙ୍କିଆ କଏନ ଅଛି ତେବେ ଆପଣ ବି ପାଇପାରିବେ 7 ଲକ୍ଷ ଟଙ୍କା, ଜାଣନ୍ତୁ କେଉଁଠି ବିକିବେ ଓ କେମିତି

ବନ୍ଧୁ ଗଣ ସୁବର୍ଣ୍ଣ ସୁଯୋଗ ଏହି ପୁରୁଣା ଏକ ଟଙ୍କିଆ ବଦଳ ରେ ଆପଣ ପାଇ ପାରିବେ 7 ଲକ୍ଷ୍ୟ ଟଙ୍କା । ପ୍ରଥମେ ଜାଣନ୍ତୁ ଏଥି ପାଇଁ କଣ କରିବାକୁ ହବ । ତେବେ ବନ୍ଧୁଗଣ ପଇସା ପାଇଁ ଲୋକ ସବୁ କିଛି କରିପାରେ ଏମିତି ସେ ତାର ସୀମା ମଧ୍ୟ ଡେଇଁ କିଛି ବି କରିପାରେ । ଯଦି ହଠାତ୍ ଆପଣ ଙ୍କୁ କିଏ କହିବ 1 ଟଙ୍କା ଦେଲେ ଆପଣ ପାଇ ପାରିବେ 7 ଲକ୍ଷ୍ୟ ଟଙ୍କା ।

ତେବେ ଆପଣ ଙ୍କୁ କିପରି ଲାଗିବ ତେବେ ବର୍ତ୍ତମାନ ପୁରୁଣା ମୁଦ୍ରା ସଂଗ୍ରହ କରୁଥିବା ଲୋକ ମାନ ଙ୍କ ପାଇ ଖୁସି ଖବର । ସେମାନେ ଙ୍କ ପାଇଁ ଏଇଟା ଏକ ସୁବର୍ଣ୍ଣ ସୁଯୋଗ କାରଣ ସେମାନେ ଏବେ ଘରେ ବସି ପୁରୁଣା ମୁଦ୍ରା କୁ ଲକ୍ଷାଧିକ ସଂଖ୍ୟା ରେ ବିକ୍ରି କରି ହୋଇ ପାରିବେ କୋଟିପତି । ଏହା ଦ୍ଵାରା ଭଲ ରୋଜଗାର ମଧ୍ୟ କରି ପାରିବେ ।

ପ୍ରାୟ 26 ବର୍ଷ ପୂର୍ବେ ଭାରତ ସରକାର 1 ଟଙ୍କା ପ୍ରଚଳ ବନ୍ଦ କର ଯାଇଥିଲା ପରେ 2015 ରେ ଏହାର ପୁନଃ ପ୍ରଚଳନ ଆରମ୍ଭ ହୋଇଥିଲା । ଏହାକୁ ପୁଣି ଥରେ ଏକ ନୂଆ ରୂପ ରେଖା ଦିଆ ଯାଇଥିଲା । ବଜାର ରେ ପ୍ରଚଳିତ ଥିଲା । 1935 ମସିହା ରେ ବ୍ରିଟିସ ମାନ ଙ୍କ ଶାସନ ସମୟ ରେ ଏହି ନୋଟ୍ ଟିକୁ ପ୍ରଚଳନ କରାଯାଇଥିଲା ଏହି ନୋଟ୍ ଟି ରେ ଯେ ଡବୁଲ କେଳି  ;- ଙ୍କ ଦସ୍ତଖସ୍ତ ଥିବା ଦରକାର । ସେହି ଭାବେ 1957 ମସିହାରେ 1 ଟଙ୍କିଆ ନୋଟ୍ ବଦଳ ରେ ଆପଣ ଙ୍କୁ 57 ହଜାର ଟଙ୍କା ମିଳିପାରିବ ।

1966 ମସିହା ନୋଟ୍ ବଦଳ ରେ 45 ହଜାର ଟଙ୍କା ମିଳିପାରିବ । ଏହି ନୋଟ୍ ରେ ପୂର୍ବତନ ସଚିବାଳୟ ର ହିରୁ ଭାଇ ଏନ୍ ପଟେଲ ଙ୍କ ଦସ୍ତଖସ୍ତ ରହିବାର ଆବଶ୍ୟକତା ରହିଛି । ତେବେ 1977 ରୁ 1978 ପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀ ମୋର ରାଜି ଦେଶାଇ ଙ୍କ ମଧ୍ୟ ରେ ହୀରୁ ଭାଇ ଏନ୍ ପଟେଲ କାର୍ଯ୍ୟ କରିଥିଲେ । ଯିଏ ଇନ୍ଦ୍ରାଗାନ୍ଧି ଙ୍କୁ ପରାସ୍ତ କରି କ୍ଷମତା ପ୍ରାପ୍ତ କରିଥିଲେ ।

ସେତେବେଳେ ଭାରତ ଅଣ କଂଗ୍ରେସ ସରକାରୀ ଥିଲା । ଯଦି କାହା ପାଖରେ ଏହି ନୋଟ୍ ଅଛି ତେବେ କୋଇଁ ବଜାର ୱେବ୍ ସିଦେ କୁ ଯାଇ ସେଥିରେ ନିଜ ନାମ ଠିକଣା ଆଦି ଦାଏ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରି ପାଇ ପାରିବେ ଏହି ପରି ସୁବିଧା ବା ସୁଯୋଗ । ଆକାଉଣ୍ଟ ତିଆରି କରି ଏହା ସାହାର୍ଯ୍ୟ ରେ ଅନଲାଇନ ମାଧ୍ୟମ ରେ ବିଭିନ୍ନ ଦାମ୍ ରେ ଏହାକୁ ବିକ୍ରି କରି ପାରିବେ ଏବଂ ଲକ୍ଷପତି ରୁ କୋଟିପତି ହୋଇପାରିବେ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *