କେତେବି ପୁରୁଣା ଚର୍ବିକୁ ଘିଅ ଭଳି ତରଳାଇ ଦେବ ଏହି ଘରୋଇ ଉପାୟ, ଥରେ ପିଅନ୍ତୁ ପେଟ, ଜଙ୍ଘ, ଅଣ୍ଟାର ଚର୍ବି ତରଳି ଯିବ ( Healthy Tips )

ବନ୍ଧୁଗଣ ନମସ୍କାର । ଆଜିର ବ୍ୟସ୍ତ ବହୁଳତା ସମୟରେ ସମସ୍ତେ ନିଜ ନିଜ ଜୀବନରେ ବିଭିନ୍ନ କାର୍ଯ୍ୟ ମାନଙ୍କ ଦ୍ଵାରା ଏହି ପରି ଭାବରେ ଜଡିତ ହୋଇ ଅଛନ୍ତି କି ନିଜ ଶରୀରର ଠିକ ଭାବରେ ଯତ୍ନ ନେବା ସମ୍ଭବ ହୋଇ ପାରୁ ନାହିଁ । ଏପରି ରେ ବର୍ତ୍ତମାନ ସମୟରେ ଖାଉଥିବ ବାହାର ଖାଦ୍ୟ ଯାହା ଶରୀରରେ ରୋଗ ଓ ମୋଟାପା ର ମୁଖ୍ୟ କାରଣ ଅଟେ । ମୋଟାପ ଏକ ଏପରି ସମସ୍ଯା ଯାହା ଶରୀର ରେ ଅଧିକ ମାତ୍ରାରେ ବଢି ଗଲେ ଅନେକ ରୋଗ ସୃଷ୍ଟି କରିଥାଏ ।

ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏପରି ଏକ ଘରୋଇ ଉପଚାର ଯାହାର ସାହାର୍ଯ୍ୟ ରେ ଆପଣ ନିଜର ମୋଟ ଅନ୍ତ ଅତଃ ଶରୀର ଭିତରେ ଜମା ହୋଇଥିବା ଅତ୍ୟାଧିକ କୋଲୋଷ୍ଟ୍ରୋଲ କୁ ଯଥା ଶୀଘ୍ର ନିଜ ଶରୀର ରୁ ଦୂର କରି ପାରିବେ ।

ଆଜିର ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣ ଙ୍କର ସର୍ବ ପ୍ରଥମ ସାମଗ୍ରୀ ଟି ହେଲା ଜୀରା । ଏହା ଶରୀରରେ ମୋଟପା କୁ ଦୂର କରିବା ପାଇଁ ମଧ୍ୟ ଖୁବ ଅଧିକ ସାହାର୍ଯ୍ୟ କରିଥାଏ । ଦ୍ଵିତୀୟ ସାମଗ୍ରୀ ଟି ହେଲା ଜୁଆଣୀ । ତୃତୀୟ ସାମଗ୍ରୀ ଟି ହେଲା ପାନମଧୁରୀ । ଚତୁର୍ଥ ସାମଗ୍ରୀ ଟି ହେଉଛି ଧନିଆ ।

ବନ୍ଧୁଗଣ ବର୍ତ୍ତମାନ ଏହି ସବୁ ସାମଗ୍ରୀ କୁ ଏକତ୍ରିତ କରି ଆପଣଙ୍କୁ ଏକ ଡ୍ରିଂକ୍ସ ର ପ୍ରସ୍ତୁତ କରିବାକୁ ହେବ । ଏହି ଡ୍ରିଂକ୍ସ ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣ ସର୍ବ ପ୍ରଥମେ ରାତିରେ ଶୋଇବା ପୂର୍ବରୁ ଏକ ପାତ୍ର ରେ ଏକ ଗ୍ଳାସ ପାଣି ନେଇ ନିଅନ୍ତୁ । ଏହା ପରେ ସମସ୍ତ ସାମଗ୍ରୀ ରୁ ସମ ପରିମାଣ ରେ 2 ଚାମଚ କରି ସେହି ପାଣି ରେ ପକାଇ ଦିଅନ୍ତୁ ।

ଏହା ପରେ ସକଳେ ସେହି ପାଣି ମଧ୍ୟରେ ସେହି ସାମଗ୍ରୀ ଗୁଡିକରେ ସମସ୍ତ ମିନେରାଲ୍ସ ଗୁଡିକ ପାଣି ମଧ୍ୟରେ ଭଲ ଭାବରେ ବାହାରି ମିଶି ଯାଇଥିବ । ଏହା ପରେ ଆପଣ ସେହି ପାଣି କୁ କିଛି ସମୟ ପାଇଁ ଭଲ ରେ ଫୁଟାଇ ଦେବେ । ଏହା ପରେ ଗ୍ଯାସ ରୁ କାଢି ଆଣି ଦୁଇଟି କପ ରେ ଛାଣି ନେବେ ।

ବନ୍ଧୁଗଣ ଏହି ଡ୍ରିଂକ୍ସ ଟିକୁ ଆପଣ ସକାଳେ ଖାଲି ପେଟ ରେ ମଧ୍ୟ ଖାଇ ପାରିବେ । ବା ସକାଳେ ଜଳଖିଆ ଖାଇ ସାରିବା ର ଅଧଘଣ୍ଟା ପରେ ମଧ୍ୟ ଆପଣ ଏହି ଡ୍ରିଂକ ରୁ ଏକ କପ ସେବନ କରି ନେବେ । ଯାଇଦ ଆପଣ ଙ୍କୁ ଏହି ଡ୍ରିଂକ୍ସ ର ସ୍ଵାଦ ଭଲ ଲାଗୁ ନଥାଏ, ତାହାହେଲା ଯଦି ଆପଣଙ୍କୁ ମଧୁମେହ ରୋଗ ନାହିଁ, ତେବେ ଆପଣ ଏଥିରେ ଏକ ଚାମଚ ମହୁ ମିଶାଇ ଏହାର ସେବନ କରି ପାରିବେ ।

ଦ୍ଵିତୀୟ କପ ଟି କୁ ଆପଣ ମଧ୍ୟ ସେହି ପରି ଦ୍ଵିପହର ର ଖାଦ୍ୟ ଖାଇବା ର ଅଧଘଣ୍ଟା ଅପୂର୍ବରୁ ବା ଅଧଘଣ୍ଟା ପରେ ସେବନ କରି ନେବେ । ଏହି ପରି ମାତ୍ର ଏକ ମାସ ଖାଇ ସାରିଲା ପରେ ଆପଣ ଦେଖିବେ କି ଆପଣ ଙ୍କର ଓଜନ କେତେ ଅଧିକ କମି ଯାଇଥିବ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *