ଚଳିତ ବର୍ଷ ଆରମ୍ଭ ରୁ ହିଁ ଗ୍ରହ ନକ୍ଷେତ୍ର ମାନଙ୍କର ସ୍ଥାନ ରେ ଏକ ବହୁତ ବଡ ଧରଣ ର ପରିବର୍ତ୍ତନ ହେଉଅଛି । ଆସନ୍ତା ୧୭ ଜାନୁୟାରୀ ରୁ ଶନିଦେବ ମକର ରାଶି ରୁ ବାହାରି କୁମ୍ଭ ରାଶି ରେ ଗୋଚର କରିବେ । ଦୀର୍ଘ ୩୦ ବର୍ଷ ପରେ ଶନିଦେବ କୁମ୍ଭ ରାଶିରେ ଗୋଚର କରିବେ । ଏହା ମଧ୍ୟ ସତ୍ୟ କି କିଛି ଦିନ ପାଇଁ ଗତ ବର୍ଷରେ ଶନିଦେବ କୁମ୍ଭ ରାଶି ରେ ଗୋଚର କରିଥିଲେ । କିନ୍ତୁ ଶନିଦେବ ଙ୍କର ଏହି ବର୍ଷ ର ଗୋଚର ଅତ୍ୟନ୍ତ ପ୍ରଭାବଶାଳି ରହିବ ।
ଦୀର୍ଘ ଅଢେଇ ବର୍ଷ ପାଇଁ ଶନିଦେବ ଏହି କୁମ୍ଭ ରାଶି ରେ ରହିବେ । ଯାହା ଯୋଗୁଁ ଦୁନିଆ ରେ ରାଜନୀତି, ଅର୍ଥ ବ୍ୟବସ୍ଥା ଏବଂ ଜନ ଜୀବନ ରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିବ । ଏହାସହ ଶନି ଙ୍କର କୁମ୍ଭ ରାଶି ରେ ଏହିପରି ଗୋଚର କିଛି ରାଶି ରର ବ୍ୟକ୍ତି ମାନଙ୍କ ଜୀବନ କୁ ବହୁ ମାତ୍ରରେ ବଦଳିଦେବ ।
ସେହି ରାଶି ମାନଙ୍କ ମଧ୍ୟ ରୁ ପ୍ରଥମ ରାଶି ଟି ହେଉଛି ବୃଷ ରାଶି । ଶନିଦେବ ଆପଣ ଙ୍କ ରାଶି ର ୧୦ଘରକୁ ଗୋଚର କରିବେ । ୧୦ ର ଗହର କର୍ମ ର ଘର ହୋଇଥାଏ । ଏହା ଫଳ ରେ ଆପଣ ଙ୍କୁ ୧୭ ଜାନୁୟାରୀ ପରେ କିଛି ନୂତନ ଚାକିରି ମିଳିପାରେ । ଆପଣ ମାନେ ନିଜ କର୍ମ କ୍ଷେତ୍ରରେ ଅଧିକ ରୁ ଅଧିକ ଲାଭ ଦେଖିବାକୁ ପାଇବେ ।
ତାହାସହ ଆପଣ କିଛି ଜମି ବା ଘର କିଣା କିଣି କରି ନୂଆତ୍ନ ଜିନିଷ ର ସୁଖ ମଧ୍ୟ ପ୍ରାପ୍ତ କରିବେ । ପରବର୍ତ୍ତୀ ରାଶି ଟି ହେଉଛି ତୁଳା ରାଶି । ଆପଣ ଙ୍କ ୫ ଘରେ ଶନିଦେବ ଗୋଚର କରିବେ । ଶନିଦେବ ଙ୍କର ଏହି ଗୋଚର ଆପଣ ମାନଙ୍କ ପାଇଁ ସବୁ ଦ୍ରୁଷ୍ଟି ରୁ ଭଲ ରହିବ । ସନ୍ତାନ ସୁଖ ମଧ୍ୟ ଆପଣ ପ୍ରାପ୍ତ କରିବେ । ଆପଣ ଙ୍କ ଖର୍ଚ୍ଚ କମିଯିବ ଓ ଆୟ ର ମାତ୍ରା ମଧ୍ୟ ବଢିଯିବ ।
ଆଗାମୀ ରାଶି ଟି ହେଉଛି ଧନୁ ରାଶି । ଆପଣ ମାନଙ୍କ ପାଇଁ ଖୁସି ର ଖବର ହେଉଛି, ଆପଣ ମାନଙ୍କ ଜୀବନ ରେ ଥିବା ଶନିଦଶା ଉଠିବାକୁ ଯାଉଛି । ଯାହା ଦ୍ଵାରା ଆପଣ ଙ୍କର ଜୀବନ ରେ ଥିବା ସବୁ ସମସ୍ଯା ଗୁଡିକ ଖୁବ ଶୀଘ୍ର ଦୂର ହେବାକୁ ଯାଉଛି । ପରବର୍ତ୍ତୀ ରାଶି ଟି ହେଉଛି ମକର ରାଶି । ଆପଣ ମାନଙ୍କ ଯଥା ଶୀଘ୍ର ଶୁଭ ସମୟ ର ଆରମ୍ଭ ହେବାକୁ ଯାଉଛି ।
ବହୁଦିନ ରୁ ଟଙ୍କା ପଇସା କୁ ନେଇ ଯେଉଁ ସବୁ ଅସୁବିଧା ମାନ ରହିଥିଲା ଖୁବ ଶୀଘ୍ର ସେ ସବୁ ଦୂର ହେବାକୁ ଯାଉଛି । ଜୀବନ ସୁଖ ଶାନ୍ତି ଓ ସମୃଦ୍ଧି ରେ ଭରି ଯିବାକୁ ଯାଉଛି । ଘର ପରିବାର ରେ ଆନନ୍ଦ ର ବାତାବରଣ ଲାଗି ରହିବ । ପରବର୍ତ୍ତୀ ରାଶି ଟି ହେଉଛି, କୁମ୍ଭ ରାଶି । ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଜୀବନ ରେ ଏକ ଶୁଭାରମ୍ଭ ହେବାକୁ ଯାଉଛି । ଦୀର୍ଘ ୩୦ ବର୍ଷ ପରେ ଏହି ଯୋଗ ଏହି ରାଶି ର ବ୍ୟକ୍ତି ମାନଙ୍କ ଜୀବନ ରେ ଏହି ପରି ଯୋଗ ବନୁଅଛି ।
ଆପଣ ଆପଣ ଙ୍କର କାର୍ଯ୍ୟ କ୍ଷେତ୍ରରେ ପ୍ରଚୁର ପରିମାଣ ରେ ଲାଭ ଦେଖିବାକୁ ମିଳିବ । ଶନିଦେବ ଆପଣ ମାନଙ୍କ ଜୀବନ ରେ ଏକ ବହୁତ ଭଲ ପରିଣାମ ନେଇ କରି ଆସୁଛନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କ ମଧ୍ୟ ରେ ଯେଉଁ ମାନଙ୍କର ରାଶି ଏହି ରାଶି ମଧ୍ୟ ରୁ କୌଣସି ଏକ ରାଶି ହୋଇଥାଏ, ସେ ଆମକୁ ତାହା କମେଣ୍ଟ କରି ଜଣାଇବାକୁ ଭୁଲିବେନି । ଧନ୍ୟବାଦ