ନମସ୍କାର ବନ୍ଧୁଗଣ ତେବେ ଆପଣଙ୍କ ଘରେ ନିଶ୍ଚିତ ଭାବରେ ସାରୁ କୁ ନେଇ ଅନେକ ଖାଦ୍ୟ ପଦାର୍ଥ ପ୍ରସ୍ତୁତ ହେଉଥିବ । ତେବେ ସାରୁ କୁ ଖାଇବା ପାଇଁ ଆପଣ ମାନେ ନିଶ୍ଚିତ ଭାବରେ ପସନ୍ଦ ମଧ୍ୟ କରୁଥିବେ । ତେବେ ଆଜି ଆମେ ସାରୁ ବିଷୟ ରେ ନୁହେ ସାରୁର ପତ୍ର ବିଷୟ ରେ ଆଲୋଚନା କରିବା । ତେବେ ୠଷି ମାନେ ନିଜ ଶା-ସ୍ତ୍ର ରେ କହିଛନ୍ତି କି ସାରୁ ପତ୍ର ର ସେବନ କରିବା ଦ୍ୱାରା ଆମେ ଅନେକ ରୋ-ଗ-ରୁ ମୁ-କ୍ତି ପାଇ ପାରିଥାଉ । ତେବେ ଆସନ୍ତୁ ଜାଣିନେବା କି ସାରୁ ପତ୍ର ର ସେବନ ଦ୍ୱାରା କି ପ୍ରକାର ର ସବୁ ଲାଭ ମିଳିଥାଏ । ତେବେ ଏହି ସାରୁ ର ପତ୍ର ରେ ଭିଟାମିନ-ଏ ବହୁତ ପରିମାଣ ରେ ଭରି ରହିଥାଏ । ତେବେ ଯଦି ଆପଣ ଦୈନଦିନ ଜୀଵନ ରେ ଏହି ସାରୁ ପତ୍ର ର ସେବନ କରନ୍ତି ତେବେ ନିଶ୍ଚିତ ଭାବରେ ଆପଣଙ୍କ ଜୀଵନ ରେ ଥିବା ଭିଟାମିନ-ଏ ର ଅଭାବ ଦୂର ହୋଇ ଯାଇଥାଏ । ଏହାର ସେବନ କରିବା ପାଇଁ ଆପଣ ପ୍ରଥମେ ଏହି ପତ୍ର କୁ ଧୋଇ ଦିଅନ୍ତୁ ଏବଂ ପରେ ଭଲ ଭାବରେ ରୋ-ଷେ-ଇ କରି ଏହାର କୌଣସି ତ-ର-କା-ରୀ କିମ୍ବା ପକୁଡି ବନାଇ ସେବନ କରନ୍ତୁ । ଏହି ପରି ଭାବେ ସେବନ କଲେ ଆପଣ ନିଶ୍ଚିତ ରୂପରେ ଭଲ ପ୍ରଭାବ ପକାଇଥାଏ । ତେବେ ଏହା ଛଡା ଏହି ପତ୍ର ର ସେବନ ଦ୍ୱାରା ଆପଣ ଙ୍କ ଦୃଷ୍ଟି ଶକ୍ତି ପ୍ରଖର ହୁଏ ଏବଂ ମୋ-ତି-ଆ ବି-ନ୍ଦୁ ମଧ୍ୟ ଭଲ ହୁଏ ଏବଂ ଏହା ସହ ଆପଣଙ୍କ କ୍ୟା-ନ୍ସ-ର ରୋଗ ଆଦି ମଧ୍ୟ ଭଲ ହୋଇ ଯାଇଥାଏ ।
ଏହି ପତ୍ର ର ସେବନ ଦ୍ୱାରା ଆପଣଙ୍କ କୋଲେଷ୍ଟ୍ରଲ ମଧ୍ୟ କମିଥାଏ । ଏହା ସହ ଆପଣଙ୍କ ଚ-ର୍ବି ମଧ୍ୟ କମିଥାଏ ଯାହା ଦ୍ୱାରା ଆପଣ ନିଜର ଓଜନ କୁ କମେଇ ମଧ୍ୟ ପାରିବେ । ର-କ୍ତ ର ଅଭାବ କୁ ମଧ୍ୟ ଦୁର କରିଥାଏ । ତେବେ ଏହା ଛଡା ଆପଣ ନିୟମିତ ଭାବରେ ଯୋଗ ବ୍ୟାୟାମ ଆଦି କରିବା ମଧ୍ୟ ନି-ହା-ତି ଆବଶ୍ୟକ ଅଟେ ଏବଂ ପ୍ରାଣାୟମ ସହ ଖାଲି ପାଦ ରେ ଘାସ ଉପରେ ଚାଲିବା ଆବଶ୍ୟକ ଏହା ଦ୍ୱାରା ଆପଣଙ୍କ ର-କ୍ତ ସଞ୍ଚାଳନ ମଧ୍ୟ ଠିକ ଭାବରେ ହୋଇଥାଏ ।
ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ