7 ମାର୍ଚ୍ଚ 2023 ମଙ୍ଗଳବାର (ଦୋଳ ପୂର୍ଣ୍ଣିମା), ଏହି 5 ଟି ରାଶିରେ ଘଟିବ ଭୟଙ୍କର ଘଟଣା… ହେବେ ଧନବାନ

ବନ୍ଧୁଗଣ 7 ମାର୍ଚ୍ଚ ମଙ୍ଗଳବାର ଦିନ ପଡୁଛି ପବିତ୍ର ଦୋଳ ପୂର୍ଣ୍ଣିମା ବା ହୋଲି ପର୍ବ । ଏହି ଥର ଫାଲ୍ଗୁନ ମାସ ଦଶମୀ ତିଥିରେ ପଡୁଛି ଦୋଳ ପୂର୍ଣ୍ଣିମା । ଶୁଭ ଯୋଗ କାରଣରୁ ଏହାର ଲାଭ କିଛି ରାଶିଙ୍କୁ ମିଳିବାକୁ ଯାଉଛି । ଏହି ପୂର୍ଣ୍ଣିମା ଦିନ ଗ୍ରହରେ ବନୁଛି ଅଦଭୂତ ମାହ ସଂଯୋଗ । ଏହି ଥର 4ଟି ଗ୍ରହ ଏକା ସହ ବସିଛନ୍ତି ମାନେ ମକର ରାଶିରେ ବୁଧ, ମଙ୍ଗଳ, ଶୁକ୍ର ଓ ଶନିଙ୍କ ଯୁକ୍ତି ବନୁଅଛି ।

ଯାହା କାରଣରୁ ଦୋଳ ପୂର୍ଣ୍ଣିମା ଖାସ ବନୁଛି । ପ୍ରଭୁ ଶ୍ରୀକୃଷ୍ଣଙ୍କ କୃପାରୁ ଏମାନଙ୍କର ଭାଗ୍ଯର କବାଟ ଖୋଲିବାକୁ ଯାଉଛି । ଏମାନଙ୍କର ସବୁ ଇଚ୍ଛା ପୂରଣ ହେବାକୁ ଯାଉଛି । ବୃଷ ରାଶି : ବୃଷ ରାଶିର ଜାତକ ଙ୍କୁ କହିବାକୁ ଚାହିଁବୁ ପ୍ରଭୁ କୃଷ୍ଣ ଙ୍କ କୃପାରୁ ଏହି ଦୋଳ ପୂର୍ଣ୍ଣିମା ଠାରୁ ଆପଣଙ୍କ ଉପରେ ପଡୁଛି । ଆପଣ ଧନ ପ୍ରାପ୍ତି କରିବେ । ଇନକମରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିବ ।

ଧନରେ ମାଲାମାଲ ହେବାରୁ କେହି ଆପଣଙ୍କୁ ରୋକିପାରିବେ ନାହି । ବିଜନେସ ବ୍ୟାପାର ଚାଲୁଥିଲେ ଦୁଇ ଗୁଣା ଲାଭ ହେବ । ପ୍ରଭୁ କୃଷ୍ଣ ଙ୍କ କୃପାରୁ ଆପଣଙ୍କର ବୈବାହିକ ଜୀବନରେ ଖୁସି ଦେଖିବାକୁ ମିଳିବ ।

କନ୍ୟା ରାଶି : ଏହି ଥର ଦୋଳ ପୂର୍ଣ୍ଣିମା ଠାରୁ ଭଗବାନ କୃଷ୍ଣଙ୍କର ବିଶେଷ କୃପା ଆପଣଙ୍କ ଉପରେ ବର୍ଷିବାକୁ ଯାଉଛି । ଏଥିପାଇଁ ଦୋଳ ପୂର୍ଣ୍ଣିମା ଠାରୁ ଆପଣ ଧନରେ ମାଲାମାଲ ହେବାକୁ ଯାଉଛନ୍ତି । ପ୍ରଭୁ କୃଷ୍ଣଙ୍କ କୃପାରୁ ଆପଣଙ୍କ ଭାଗ୍ୟ ଚମକିବାକୁ ଯାଉଛି । ଘର ପରିବାରରେ ସୁଖ ଦେଖିବାକୁ ମିଳିବ । ଅନେକ ଗୁଡାଏ ଜାଗାରୁ ଧନ ମିଳିବ । ବୈବାହିକ ଜୀବନ ସୁଖମୟ ହେବ ।

ସିଂହ ରାଶି : ସିଂହ ରାଶିର ଜାତକ ଏବେ ଆପଣଙ୍କ ଭାଗ୍ୟ ଦୁଇ ଗୁଣା ଚମକି ଉଠିବ । ପ୍ରଭୁ କୃଷ୍ଣଙ୍କ କୃପାରୁ ଦୋଳ ପୁର୍ଣ୍ଣିମା ଠାରୁ ବଡ ଖବର ମିଳିବାକୁ ଯାଉଛି । ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ଦେଖିବାକୁ ମିଳିବ । ଅଧୁରା କାର୍ଯ୍ୟ ପୂରଣ କରିବାକୁ ପ୍ରୟାସ କରିବେ ।  ପ୍ରଭୁ କୃଷ୍ଣଙ୍କ କୃପାରୁ ଆପଣଙ୍କୁ ଧନର ଲାଭ ହେବ ।

ତୁଳା ରାଶି : ତୁଳା ରାଶିର ଜାତକଙ୍କ ଉପରେ ପ୍ରଭୁ କୃଷ୍ଣଙ୍କ କୃପା ଏବେ ବର୍ଷିବାକୁ ଯାଉଛି । ଅନେକ ଜାଗାରୁ ଧନର ଲାଭ ହେବ । ବିଜନେସରେ ବୃଦ୍ଧି ଦେଖିବାକୁ ମିଳିବ । କୌଣସି ବଡ କମ୍ପାନୀରୁ ଚାକିର ଅଫର ଆସିପାରେ । ଘର ପରିବାରରେ ସାକାରାତ୍ମକ  ମାହୋଲ ଦେଖିବାକୁ ମିଳିବ । ଆପଣ ନୂଆ ଘର, ଗାଡି, ଜମି କ୍ରୟ କରିପାରନ୍ତି ।

କୁମ୍ଭ ରାଶି : ଆପଣଙ୍କୁ ପ୍ରଭୁ ଶ୍ରୀ କୃଷ୍ଣଙ୍କ କୃପାରୁ ଏହି ଦୋଳ ପୂର୍ଣ୍ଣିମା ଠାରୁ ଅନେକ ଜାଗାରୁ ଧନଲାଭ ଦେଖିବାକୁ ମିଳିବ । ଆୟରେ ମଧ୍ୟ ଜବରଦସ୍ତ ଲାଭ ଦେଖିବାକୁ ମିଳିବ । ଅଟକିଥିବା ଧନ ପ୍ରାପ୍ତ ହେବ । ବ୍ୟାଙ୍କରୁ ଆପଣଙ୍କ ଲୋନ ମଞ୍ଜୁର ହେବ । ଘରେ ଧାର୍ମିକ ଓ ମାଙ୍ଗଳିକ କାର୍ଯ୍ୟ ଦେଖିବାକୁ ମିଳିବ । ଅବିବାହିତ ଜାତକ ମାନଙ୍କ ପାଇଁ ବିବାହର ପ୍ରସ୍ତାବ ଆସିବ ।

Leave a Reply

Your email address will not be published. Required fields are marked *