Vastu Tips- ସ୍ଵାମୀଙ୍କ ସହ ଭୋଜନ କରୁଥିବା ସ୍ତ୍ରୀ ଭୁଲରେ ବି କରନ୍ତୁ ନାହିଁ ଏହି ଭୁଲ, ହୋଇପାରେ ଅନର୍ଥ

ବନ୍ଧୁଗଣ ଆମ ହିନ୍ଦୀ ଧର୍ମରେ ସ୍ବାମୀ ସ୍ତ୍ରୀ ର ସମ୍ପର୍କ ଠାରୁ ପବିତ୍ର ସମ୍ପର୍କ ଆଊ କିଛି ହୋଇନଥାଏ । ସ୍ବାମୀ ଏବଂ ସ୍ତ୍ରୀ ର ସମ୍ପର୍କ ଜନ୍ମ ଜନ୍ମ ପାଇଁ ଚାଲିଥାଏ । ସ୍ବାମୀ ସ୍ତ୍ରୀ ଙ୍କୁ ନେଇ ବହୁତ କଥା ରହିଛି । ଏପରି ମଧ୍ୟ କିଛି କଥା ଅଛି ଯାହା ଦ୍ଵାରା ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ସମସ୍ୟା ସୃଷ୍ଟି କରିଥାଏ ଏବଂ ସେମାନଙ୍କ ଭିତରେ ଝଗଡ଼ା ହୋଇଥାଏ । ବନ୍ଧୁଗଣ ଆପଣ ମାନେ ଶୁଣିଥିବେ କି ଗୋଟେ ଥାଳିରେ ସ୍ବାମୀ ସ୍ତ୍ରୀ ଖାଇଲେ ସେମାନଙ୍କ ଭିତରେ ଭଲ ପାଇବା ବଢ଼ିଥାଏ ।

ଏବଂ ସେମାନଙ୍କ ଭିତରେ ଗଭୀର ସମ୍ପର୍କ ଗଢ଼ି ହୋଇଥାଏ । କିନ୍ତୁ ଆମ ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଗୋଟେ ଥାଳିରେ ସ୍ବାମୀ ସ୍ତ୍ରୀ ଙ୍କର ମିଶିକି ସେବନ କରିବା ଆଦୌ ଉଚିତ ହୋଇନଥାଏ । ଏହା ଦ୍ବାରା ପରିବାରରେ ଦରିଦ୍ର୍ୟତା ମାଡ଼ି ଆସିଥାଏ । ଏହା କେମିତି ଓ ସତ୍ୟ କିପରି ଆଜି ଆମେ ଆପଣଙ୍କୁ କହିବୁ । ତେବେ ଚାଲନ୍ତୁ ଜାଣିବା ।

ବନ୍ଧୁଗଣ ଜୀବନରେ ସବୁଠାରୁ ଦରକାର ଜିନିଷ ହୋଇଥାଏ ଭୋଜନ । ଖାଦ୍ୟ ବିନା ମଣିଷ ଜୀବନ ଯାପନ କରିବା ଅସମ୍ଭବ । ହିନ୍ଦୀ ଶାସ୍ତ୍ର ରେ ଭୋଜନକୁ ଏକ ଭିନ୍ନ ଦରଜା ଦିଆଯାଇଛି । ସେହିପରି ଆମ ଶାସ୍ତ୍ରରେ ଭୋଜନକୁ ନେଇ ଅନେକ ନିୟମ ମାନ ରହିଛି ଯିଏ ସେହି ନିୟମ ଗୁଡ଼ିକ ପାଳନ କରିଥାଏ ସେ ବହୁତ ଲାଭରେ ରହିଥାଏ । କିନ୍ତୁ ଯିଏ ଏହି ନିୟମ ସବୁ ଅଣଦେଖା କରିଥାଏ ସେ ଜୀବନସାରା ଦୁଃଖରେ ରହିଥାଏ ଏବଂ ପଷ୍ଟେଇଥାଏ ।

ସେହି ନିୟମ ଗୁଡ଼ିକ ଭିତରୁ ଗୋଟିଏ ହେଉଛି ସ୍ବାମୀ ସ୍ତ୍ରୀ ଙ୍କର ଏକାଠି ବସି ଗୋଟିଏ ଥାଳିରେ ଖାଇବାରେ ବାରଣ । ଏହା ଛଡ଼ା ଖାଦ୍ୟ ଖାଇବା ସମୟରେ ଟିଭି ବା ମୋବାଇଲ ମଧ୍ୟ ଦେଖିବା ଅଶୁଭ ହୋଇଥାଏ । କୌଣସି ପ୍ରକାରର ଗୀତ ବା ନାଚ ଦେଖିବା ଦ୍ୱାରା ମାତା ଲକ୍ଷ୍ମୀ ଙ୍କ ଅପମାନ ହୋଇଥାଏ । ଭୋଜନ କରିବା ସମୟରେ ବେଶି କଥା କହିବା ମଧ୍ୟ ବାରଣ ରହିଛି ।

ଜେଉଁ ବ୍ୟକ୍ତି ଏହି ନିୟମ ଗୁଡିକ ମାନିଥାଏ ସେ ଜୀବନସାରା ଖୁସିରେ ଏବଂ ଶାନ୍ତିରେ ରହିଥାଏ । ଶାସ୍ତ୍ରରେ ଏହା ଉଲ୍ଲେଖ କରାଯାଇଛି ଯେ ଗୋଟିଏ ଥାଳିରେ ସ୍ବାମୀ ସ୍ତ୍ରୀ ଭୋଜନ କରିବା ଦ୍ଵାରା ଘରେ ଦାରିଦ୍ର୍ୟତା ଆସିଥାଏ । ଏବଂ ବ୍ୟକ୍ତିଙ୍କୁ ବିଭିନ୍ନ ପ୍ରକାରର ସମସ୍ୟା ର ସାମ୍ନା କରିବାକୁ ପଡ଼ିଥାଏ । ତେଣୁ ସଦା ସର୍ବଦା ଖାଦ୍ୟ ନିୟମ ଅନୁସାରେ ଖାଇବା ଉଚିତ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *