ସ୍ଵପ୍ନ ଦେଖିବାର କଥା ଆସିଲେ ନାକେ ଲୋକଙ୍କ ନାମ ଆସିଯିବ ଅନେକ ଲୋକମାନେ ସ୍ଵପ ଦେଖି ଥାନ୍ତି ମାତ୍ର ଆପଣ କଣ ଜାଣି ଛନ୍ତି କି ଯେଉଁ ମାନେ ସ୍ଵପ୍ନ ଦେଖୁଛନ୍ତି ସେମାନେ ଯଦି ଭଗବାନ ଙ୍କ ସ୍ଵପ୍ନ ଦେଖୁଛନ୍ତି ତାହା ଭଲ ଅଟେ କି ଖରାପ ଅଟେ । ଆପଣ ଏହା ମଧ୍ୟ ଜାଣି ଥିବେ କି ଯେଉଁ ମାନେ ଫିଲ୍ମ ଭଳି ସ୍ଵପ୍ନ ଦେଖୁଥାନ୍ତି ସେମାନେ ଏହାକୁ ଅନୁଭବ କରି ପାରନ୍ତି କୁହାଯାଏ କି ଏହି ଭଳି ସ୍ଵପ୍ନ ଦେଖୁଥିବା ଲୋକମାନେ ସାଧାରଣ ନୁହଁନ୍ତି । 3 ପ୍ରକାର ଲୋକଙ୍କୁ ଅଧିକା ସ୍ଵପ୍ନ ଆସିଥାଏ ।
ଯେଉଁ ମାନେ ବେମାରି ଥାନ୍ତି କିମ୍ବା ଯେଉଁ ମାନଙ୍କ ହାତର ଅନ୍କା ବଙ୍କା ହୋଇଥାଏ ଆଉ ଶେଷର ଯେଉଁ ମାନେ ଅଧିକା ଭାବୁକ ହୋଇ ଥାନ୍ତି ସେମାନେ ସାଧାରଣ ଭାବେ ଅଧିକା ଏସଡ଼ବଲଇଉପିଏନ ଦେଖିଥାନ୍ତି । ଆଜି ଆମେ କହିବା କି ଯେଉଁ ମାନେ ଅଧିକା ସ୍ଵପ୍ନ ଦେଖୁଛନ୍ତି ସେମାନେ ନିଶ୍ଚିତ ଭାବରେ କିଛି ନା କିଛି ଚିନ୍ତା ଅକରୁଥାନତିଇ ଯାହା ପାଇଁ ସେମାନେ ସବୁ ବେଳେ ସ୍ଵପ୍ନ ଦେଖୁଥାନ୍ତି ।
ଆଜି ଆମେ କହିବା କି କେଉଁ ସମୟରେ ସ୍ଵପ୍ନ ଦେଖିଲେ ଆପଣଙ୍କ ସ୍ଵପ୍ନ ସତ ହୋଇ ଥାଏ । ଆପଣ ଯଦି ନିଦରେ ଥାନ୍ତି ତେବେ କେଉଁ ଭଳି ଭାବେ ଆପଣ ଙ୍କ ନିଦ ଭାଙ୍ଗି ଥାଏ ସ୍ୱ୍ପନ ଦ୍କେହିଲେ ଆପଣ ଘଣ୍ଟା କୁ ନିଶ୍ଚିତ ଭାବେ ଦେଖୁଥିବେ ଏହାକୁ ଆଧାର କରି ସ୍ଵପ୍ନ ଦେଖିବା ପାଇଁ ରାତିକୁ 3 ଭାଗରେ ବିଭକ୍ତ କରାଯାଇଛି । ଆପଣ ଯଦି ସ୍ଵପ୍ନ ରାତ୍ରି 12 ରୁ 2 ମଧ୍ୟରେ ଦେଖୁଛନ୍ତି ତେବେ ଏହା ସତ ହେବାର ସମ୍ଭାବନା ବହୁତ କମ ଅଛି ।
ଆପଣ ଏହାକୁ ନିଜର ନିଦ୍ରାର ପ୍ରଥମ ପ୍ରହାର ରେ ଦେଖୁଛନ୍ତି ସେଇ ପାଇଁ । ଆପଣ ଯଦି ଏହାକୁ 2 ରୁ 4 ମଧ୍ୟରେ ଆପଣ ଯାହା ଭି ଦେଖୁଛନ୍ତି ତେବେ ଏହା ଅଳ୍ପ କିଛି ଦିନ ମଧ୍ୟରେ ଏହା ନିଶ୍ଚିତ ଭାବେ ସଫଳ ହେବ । କିନ୍ତୁ ଯେଉଁ ମାନେ ସୂର୍ଯ୍ୟ ଉଦୟ ହେବାର କିଛି ସମୟ ଆଗରୁ ଯଦି ଆମେ ସ୍ଵପ୍ନ ଦେଖୁ ତେବେ ଆମେ ନିଶ୍ଚିତ ଭାବେ ଏହା କୁ ଆମର ଦିନ ମଧ୍ୟରେ ପୂରଣ ହେବାର ଦେଖିବା ପାଇଁ ପାଇବା ।
ଏହା ପରେ ପ୍ରଶ୍ନ ଆସିଥାଏ କି କେଉଁ ମାନେ ସ୍ୱ୍ପନ ଦେଖିଲେ ଏହା ସତ ହୋଇ ଯାଏ । ଆପଣ ଯଦି ସଫା ମନର ମନୀଷ ମନରେ କାହା ପାଇଁ ଚନ୍ଦ କପଟ ନାଇ ତେବେ ଆପଣ ନିଶ୍ଚିତ ଭାବେ ସଫଳ ହେବେ । ଆପଣଙ୍କ ସ୍ଵପ୍ନ ନିଶ୍ଚିତ ଭାବେ ସଫଳ ହେବ । ଯେଉଁ ମାନେ ନିଜକୁ ଭଗବାନ ଙ୍କ ପାଖରେ ସବୁ ବେଳେ ଧ୍ୟାନ କରନ୍ତି ସେମାନେ ମଧ୍ୟ ନିଶ୍ଚିତ ଭାବେ ଭଲ ସ୍ଵପ୍ନ ଦେଖନ୍ତି ଏହା ସତ୍ୟ ମଧ୍ୟ ହୋଇ ଥାଏ ।
ଆପଣ ସେତେବେଳେ ଭଗବାନ କିମ୍ବା ଦେବୀ ଦେବତା ଙ୍କ ପୂଜା କରୁଥାନ୍ତି ମାତ୍ର ଆପଣ ତାଙ୍କୁ ପୂଜା କରି ପାରୁ ନାହାନ୍ତି ବ୍ୟସ୍ତତା ମଧ୍ୟରେ । ଆପଣ ଯଦି ଭଗବାନ ବିଷ୍ଣୁ ଙ୍କୁ ଦେଖୁଛନ୍ତି ତେବେ ଏହାର ମାନେ ଆପଣ ସବୁ କାମରେ ସଫଳତା ପାଇବେ ସେହି ଭଳି ଆପଣ ଅଲଗା ଲଗା ଭଗବାନ ଙ୍କୁ ଦେଖିଲେ ଅଲଗା ଅଲଗା ମାନେ ବାହାରିବ ।