ବନ୍ଧୁଗଣ ଆଜିର ଏହି ପୋଷ୍ଟ ରେ ଥିବା ଠାକୁର ମାନଙ୍କ ମଧ୍ୟରୁ ଆପଣ ନିଜ ମନ ମୁତବକ କୌଣସି ଏକ ଠାକୁର ଙ୍କୁ ଚୟନ କରି ଜାଣନ୍ତୁ, ଆପଣଙ୍କ ପାଇଁ ଆସୁଥିବା ସମୟ କିପରି ରହିବ ବା ଆପଣ ଆସୁଥିବା ସମୟରେ ଆପଣ ଙ୍କ ସହ କଣ କଣ ହେବାକୁ ଯାଉଛି । ଏଠାରେ ଆମେ ଆପଣ ଙ୍କୁ କହି ଦେଉଛୁ କି ଏହା ଏକ ପ୍ରକାରର ଟାଇମଲେସ ରିଡିଂ ଅଟେ । ଜେନରାଳ ରିଡିଂ ହୋଇଥିବା ରୁ ଏହା ବେଳେବେଳେ କିଛି ଲୋକ ଙ୍କ ସହ କନେକ୍ଟ ହୋଇ ନଥାଏ ।
ଏପରି ରେ ଆପଣ ଏହି ପୋଷ୍ଟ ଟିକୁ ନିଜର ଏନ୍ଟରଟେଣ୍ଟମେଣ୍ଟ ପାଇଁ ମଧ୍ୟ ପଢି ପାରନ୍ତି । ତେବେ ବନ୍ଧୁଗଣ ଏଠାରେ ଭଗବାନ ଶ୍ରୀ ଗଣେଶ ଓ ଦ୍ଵିତୀୟ ରେ ଦେବ ଦେବ ମହଦେବ ଓ ଅନ୍ତିମ ରେ ପରମେଶ୍ଵର ଭଗବାନ ସ୍ଵୟଂ ଶ୍ରୀ କୃଷ୍ଣ ଙ୍କର ଚିତ୍ର ଫୋଟୋ ମଧ୍ୟରେ ରହିଅଛି ।
ଆପଣ ଆଖି ବୁଝି ନିଜ ମନ କୁ ଆକର୍ଷିତ କରୁଥିବା ଭଳି କୌଣସି ଏକ ଭଗବାନ ଙ୍କର ଫୋଟୋ କୁ ଚୟନ କରି ନିଅନ୍ତୁ । ତେବେ ଯେଉଁ ମାନେ ମଧ୍ୟ ଏଠାରେ ପ୍ରଥମେ ଥିବା ବିଘ୍ନହର୍ତା ଶ୍ରୀ ଗଣେଶ ଙ୍କୁ ଚୟନ କରିଛନ୍ତି ସେମାନଙ୍କ ପାଇଁ ଆସୁଥିବା ସମୟ ଟି ଆପଣ ଙ୍କ ପାଇଁ ଭଲ ରହିବ ।
ବହୁ ଦିନ ରୁ କାର୍ଯ୍ୟ ମାନଙ୍କ ରେ ଯେଉଁସବୁ ବାଧା ଦେଖା ଦେଉଥିଲା, ଖୁବ ଶୀଘ୍ର ତାହା ସବୁ ଦୂର ହେବାକୁ ଯାଉଛି । ଜୀବନ ରେ ଏକ ଭଲ ସମୟ ର ଆରମ୍ଭ ହେବାକୁ ଯାଉଛି । ଆପଣ ମାନେ ଆସୁଥିବା ସମୟ ରେ ଶତ୍ରୁ ମାନଙ୍କ ଉପରେ ମଧ୍ୟ ବିଜୟ ଲାଭ କରିବେ । ଆପଣ ଙ୍କର ସମସ୍ତ କଷ୍ଟ ଆସୁଥିବା ସମୟ ରେ ଦୂର ହେବାକୁ ଯାଉଛି ।
ଦ୍ଵିତୀୟ ରେ ଥିବା ମହାଦେବ ଙ୍କୁ ଯେଉଁ ମାନେ ମଧ୍ୟ ଚୟନ କରିଛନ୍ତି, ସେମାନଙ୍କ ପାଇଁ ଆସୁଥିବା ସମୟ ରେ କିଛି ମନ୍ଦ ଦଶା ର ଭୋଗାଭୋଗ ମଧ୍ୟ ରହିଅଛି । ତେଣୁ ଆପଣ ମାନଙ୍କ ପାଇଁ ଭଲ ରହିବ କି ଆପଣ କୌଣସି ଭଲ ପଣ୍ଡିତ ଙ୍କୁ ନିଜ ଜାତକ ଦେଖାଇ କିଛି ପୂଜା ପାଠ ତଥା ପ୍ରତିକାର କରାଇ ନିଅନ୍ତୁ ।
କିନ୍ତୁ ଆପଣ ଆସୁଥିବା ସମୟ ରେ ସନ୍ତାନ ବାବଦ ରେ କିଛି ଶୁଭ ସମାଚାର ମଧ୍ୟ ପାଇ ପାରନ୍ତି । ନୁମ୍ବର 3 ରେ ଥିବା ଭଗବାନ ଶ୍ରୀ କୃଷ୍ଣ ଙ୍କୁ ଯେଉଁ ମାନେ ମଧ୍ୟ ଚୟନ କରିଛନ୍ତି, ଜାଣି ରଖନ୍ତୁ କି ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ମାନଙ୍କ ଜୀବନ ରେ ଯାହା କିଛି ଦୁଃଖ କଷ୍ଟ ରହିଥିଲା ଏହି ସମୟ ରୁ ଏହି ସବୁ କିଛି ର ନାସ ହେବାକୁ ଯାଉଛି ।
ସମସ୍ତ ଦିଗରୁ ଆପଣ ଙ୍କୁ ସୁଖ ଶାନ୍ତି ପ୍ରାପ୍ତ ହେବ । ପରିବାର ତରଫ ରୁ ମଧ୍ୟ ଯଦି ଆପଣ କିଛି ଦୁଃଖ କଷ୍ଟ ପାଉଥିଲେ ତେବେ ଖୁବ ଶୀଘ୍ର ସେଥିରୁ ମଧ୍ୟ ଆପଣ ମୁକ୍ତ ହୋଇଯିବେ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ, ଆପଣ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ