ନମସ୍କାର ବନ୍ଧୁଗଣ । ଆମ ହିନ୍ଦୁ ଧର୍ମ ରେ ଗ୍ରହ ରାଶି ଓ ନକ୍ଷେତ୍ର ମାନଙ୍କର ଅନେକ ମହତ୍ଵ ରହିଅଛି । ଏପରି ରେ ଗ୍ରହ ମାନଙ୍କର ଚଳନ କାରଣ ରୁ ଏହାର ପ୍ରଭାବ ରାଶି ମାନଙ୍କ ଉପରେ ମଧ୍ୟ ଦେଖିବାକୁ ମିଳିଥାଏ । ଜ୍ୟୋତିର୍ବିଦ ମାନଙ୍କର ସୂଚନା ରୁ ଏହା ପ୍ରାପ୍ତ ହୋଇଛି, କି ଆସନ୍ତା କାଲି ଠାରୁ ଦୀର୍ଘ 1 ମାସ ପର୍ଯ୍ୟନ୍ତ 3 ଟି ରାଶି ରେ ଲଟେରୀ ଲାଗିବାକୁ ଯାଉଛି । କାରଣ ଶନିଦେବ ଏହି ରାଶି ର ବ୍ୟକ୍ତି ମାନଙ୍କ ଉପରେ ଖୁବ ଅଧିକ ପ୍ରସନ୍ନ ହୋଇ ଅଛନ୍ତି ।
ତେବେ ସେହି ରାଶି ମାନଙ୍କ ମଧ୍ୟରେ ପ୍ରଥମ ଭାଗ୍ୟଶାଳୀ ରାଶି ଟି ହେଲା; ସିଂହ ରାଶି: ଏହି ରାଶି ର ବ୍ୟକ୍ତି ମାନଙ୍କ ଜୀବନ ରେ ଏକ ନୂତନ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି । ଶନି ଦେବ ଏହି ରାଶି ର ବ୍ୟକ୍ତି ମାନଙ୍କ ଉପରେ ଖୁବ ଖୁସି ଅଛନ୍ତି । ଏହି କାରଣ ରୁ ଏମାନଙ୍କୁ ଶନିଦେବ ନଜର ବିଶେଷ କୃପା କରିବାକୁ ଯାଉଛନ୍ତି ।
ଯାହାଦ୍ୱାରା ଏମାନେ ଜୀବନରେ ଅଧିକ ରୁ ଅଧିକ ସଫଳତା ପ୍ରାପ୍ତ କରି ପାରିବେ । ଉନ୍ନତି ର ମଧ୍ୟ ଏମାନଙ୍କୁ ଭିନ୍ନ ଭିନ୍ନ ସୁଯୋଗ ପ୍ରାପ୍ତ ହେବ । ଜୀବନ ରେ ଲାଗି ରହିଥିବା ଚିନ୍ତା ରୁ ମୁକ୍ତ ହେବା ସହ ଏମାଙ୍କର ଆର୍ଥିକ ସ୍ଥିତି ରେ ମଧ୍ୟ ଅନେକ ସୁଧାର ଆସିଯିବ । ଦ୍ଵିତୀୟ ରାଶି ଟି ହେଉଛି; ଧନୁ ରାଶି: ଆପଣ ମାନଙ୍କ ଜୀବନରେ ଶନିଦେବ ନିଜର ବିଶେଷ କୃପା କରିବାକୁ ଯାଉଛନ୍ତି ।
ଆପଣ ମାନେ ଆସନ୍ତା କାଲି ଠାରୁ ନିଜର ବ୍ୟାପାର ବାଣିଜ୍ୟ ରେ ଅଧିକ ରୁ ଅଧିକ ଲାଭ ଓ ସଫଳତା ଦେଖିବାକୁ ପାଇବେ । ଆପଣ ଙ୍କର ଚିନ୍ତା ଦୂର ହେବ । ସବୁ ସମ୍ପର୍କ ମଧ୍ୟରେ ମଧୁରତା ଦେଖିବାକୁ ପାଇବେ । ପରିବାର ର ଲୋକ ମାନଙ୍କ ସହ ଭଲ ସମୟ ଅତିବାହିତ କରିବେ ।
ପାଠ ପ୍ରତି ମଧ୍ୟ ଏକାଗ୍ରତା ବଢିବ । ତୃତୀୟ ରାଶି ଟି ହେଉଛି; କୁମ୍ଭ ରାଶି: ଆପଣ ମାନଙ୍କ ଜୀବନ ରେ ମଧ୍ୟ ଆସନ୍ତା କାଲି ଠାରୁ ଏକ ବଡ ଧରଣ ର ପରିବର୍ତ୍ତନ ହେବାକୁ ଯାଉଛି । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜ୍ବୁତ ହେବ ।
ମାତା ଲକ୍ଷ୍ମୀ ଙ୍କ କୃପା କାରଣ ରୁ ଆପଣ ମାନଙ୍କର ସମସ୍ତ ଧାନ ଜନିତ ସମସ୍ଯା ଆସୁଥିବା ସମୟ ରେ ଦୂର ହୋଇଯିବ । ଦାଂପତ୍ଯ ମାନଙ୍କର ଜୀବନ ମଧ୍ୟ ଖୁବ ଭଲ ଭାବରେ କଟିବ । ଶନିଦେବ ଙ୍କର କୃପା କାରଣ ରୁ ଜୀବନ ରେ ଅଟକି ରହିଥିବା କାମ ଗୁଡିକ ମଧ୍ୟ ହେବାକୁ ଲାଗିବ ।
ଜୀବନରେ ସମସ୍ତ ଦିଗ ରୁ ଆପଣ ମାନେ ଅଧିକ ରୁ ଅଧିକ ସଫଳତା ପ୍ରାପ୍ତ କରିବେ । ତେବେ ବନ୍ଧୁଗଣ ଏହି ତିନୋଟି ରାଶିର ବ୍ୟକ୍ତି ମାନଙ୍କ ଜୀବନ ଶନି ଦେବ ଙ୍କର କୃପା କାରଣ ରୁ ଆସନ୍ତା କାଲି ଠାରୁ ବଦଳିବାକୁ ଯାଉଛି । ଆପଣ ମାନେ ଶେଷ ପର୍ଯ୍ୟନ୍ତ ଆମ ସହ ରହିଥିବା ରୁ ଆପଣ ମାନଙ୍କୁ ଧନ୍ୟବାଦ ।