6 ମାସରେ ଥରେ ପିଅନ୍ତୁ, ଚର୍ମରୋଗ, କବଜ, ମୁଣ୍ଡବିନ୍ଧା ଭଳି ହଜାରେ ରୋଗ ହୋଇଯିବ ଭଲ, (Healthy Drink)

ଆମେ ଆଜି ଆପଣ ଙ୍କୁ ଏମିତି ଏକ ଉପାୟ ସମ୍ପର୍କ ରେ କହିବୁ ଯାହା ଆମ ଶରୀର ରୁ ଶହେ ପ୍ରକାର ରୋଗ ଦୁର କରିଥାଏ । ଆମ ଶରୀରକୁ ଟକସିନ, ଧୂଳି , ପବନ ଆଦି ଖାଦ୍ୟ ଦ୍ଵାରା ଆସିଥାଏ । ଯଦି ନିଦ ପୂର୍ଣ୍ଣ ହେବ ପରେ ମଧ୍ୟ ଥକା ଲାଗେ ତେବେ ବୁଝି ଯାଆନ୍ତୁ ଯେ ଆପଣଙ୍କ ଶରୀର ରେ ସମସ୍ୟା, ଟିସୂରେ ଟକସିନ ଭର୍ତି ହୋଇରହିଛି । ଏମିତି ସ୍ଥିତି ରେ ଶରୀର କୁ ଡିଟକସ କରି ଟକସିନି କୁ ବାହାରକୁ ବାହାରି କରିବା ଉଚିତ୍ ।

ନହେଲେ ଏହା ଭୟଙ୍କର ହୋଇ ହଜାରେ ପ୍ରକାରର ରୋଗ ଜମା କରିଥାଏ । ଆମ ଶରୀର ରେ କିଛି ନ କିଛି ବିଷାକ୍ତ ପଦାର୍ଥ ରହିଅଛି । ଏହି ଟକସିନି ସମସ୍ତଙ୍କ ଶରୀରରେ ଭିନ୍ନ ଭିନ୍ନ ପ୍ରକାର ର ଥାଏ । ଓଜନ ବଢିବା । ଯଦି ଏହା କମୁ ନାହିଁ ତାହେଲେ ଜାଣି ନିଅନ୍ତୁ ଆପଣ ଏହି ରୋଗ ର ଶିକାର ଅଟନ୍ତି । କବ୍ଜ ରହିବ ବା ପେଟ ଠିକ୍ ଭାବେ ସଫା ନ ହେବା ।

ଯଦି ଏହା ଲାଗି ରହେ ତାହେଲେ ଟକସିନ ଭର୍ତି ହୋଇଯିବ । ସ୍କିନ ରୋଗ ଭଳି ସମସ୍ତ ସମସ୍ୟା ଦେଖା ଦେବ । ମୁହଁରେ ବ୍ରଣ ଦେଖା ଦେଇଥାଏ । ଶରୀର ଗରମ ରହିବ । ମୁଖ ରୁ ଦୁର୍ଗନ୍ଧ ଆସିବା । ମୁଣ୍ଡ ବିନ୍ଧା ହେଉଛି ମୁଖ୍ୟ କାରଣ । ରକ୍ତ ରେ ପ୍ରଭାବ ପଡ଼ି ଏହା ଆମ ନର୍ଭ ରେ ପ୍ରଭାବ ପକାଇ ଥାଏ ।

ଯାହା ଆମ ମୁଣ୍ଡ ବ୍ୟଥା ର କାରଣ ହୋଇଥାଏ । ତେବେ ଏହି ସବୁ ଲକ୍ଷଣ ଦେଖା ଦେଉଥିଲେ ଏହି ଚିତ ଉପାୟ କରନ୍ତୁ । ଯାହା ଫଳରେ ଆପଣଙ୍କର ଏହି ସବୁ ସମସ୍ୟା ଦୂର ହୋଇଯିବ । ଏହା ପାଇଁ ଆପଣଙ୍କୁ କଣ ସବୁ ଆବଶ୍ୟକ ଆସନ୍ତୁ ଜାଣିବା ।

ପ୍ରଥମେ ଗୋଟେ ପାତ୍ର ରେ ଅଧଗ୍ଲାସ କ୍ଷୀର ନିଅନ୍ତୁ ଏହା ପରେ ଏହାକୁ ଫୁଟାନ୍ତୁ । ଏହାପରେ ଲେମ୍ବୁ ରସ କାଢ଼ନ୍ତୁ । କ୍ଷୀର ରେ ଲେମ୍ବୁ ରସ ପକାନ୍ତୁ ଏହା ପରେ ଦେଖିବେ କ୍ଷୀର ଛିଣ୍ଡି ଯିବ ଛେନା ଓ କ୍ଷୀର ଅଲଗା ଅଲଗା ହୋଇଯିବ । ଏହି ଛେନା କୁ ଆପଣ ଚିନି ମିଶାଇ ଖାଇପାରିବେ । ଏବେ ଯେଉଁ ପାଣି ମିଳିଲା ତାକୁ ଗୋଟେ ଗ୍ଲାସ ରେ କାଢି ଦିଅନ୍ତୁ ଏହି ପାଣିକୁ ସେବନ କରନ୍ତୁ । 6 ମାସ ରେ 15 ଦିନ ଆପଣ ସେବନ କରନ୍ତୁ । ମିଳିବ ଏହି ଭୟଙ୍କର ରୋଗ ରୁ ମୁକ୍ତି ।

Leave a Reply

Your email address will not be published. Required fields are marked *