ଦୁବ ଘାସର ଚେର କୋଟିପତି କାହିଁକି କରିଥାଏ, ମାତ୍ର 24 ଘଣ୍ଟାରେ ଭାଗ୍ୟ ଚମକିବ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଯେଉଁ ମହତ୍ଵ ପୂର୍ଣ୍ଣ ଉପାୟ ବିଷୟରେ କହିବାକୁ ଯାଉଛୁ ତାହା କୌଣସି ସାଧାରଣ ଘାସ ନୁହେଁ । ଆପଣ ଦେଖିଥିବେ ପୂଜା ପାଠ ସମୟରେ ସେଥିରେ ଦୁବ ଘାସର ପ୍ରୟୋଗ କରାଯାଏ । ଏହାର ଚେର ରେ ମା ଗଙ୍ଗା ବାସ କରିଥାନ୍ତି । ଏହାର ଗୁପ୍ତ ରହସ୍ୟ ବିଷୟରେ ଖୁବ କମ ଲୋକ ଜାଣିଥାନ୍ତି ।

ଦେବୀ ଦୂର୍ଗା ଓ ଭଗବାନ ଗଣେଶ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି ଦୁବ ଘାସ ଅର୍ପଣ କରିବା ଦ୍ଵାରା । ଏହାର ଚମତ୍କାରୀ ଉପାୟ ବିଷୟରେ ଶାସ୍ତ୍ର ରେ ଅନେକ କଥା କୁହାଯାଇଛି । ଆଜି ଆମେ ଆପଣଙ୍କୁ କହିବୁ ଦୁବ ଘାସର ଚେର କେମିତି ଆପଣଙ୍କୁ କୋଟିପତି କରାଇପାରିବ । ଦୁବ ଘାସ ଭାରତରେ ବହୁତ ସହଜରେ ମିଳିଯାଏ ।

ଏହାର ଖାସ ଗୁଣ ହେଉଛି କି ଏହା କମ ପାଣିରେ ନିଜର ଜୀବନଯାପନ କରିଥାଏ । ସର୍ବ ପ୍ରଥମେ ଏହାର ଆୟୁର୍ବେଦିକ ପ୍ରୟୋଗ ବିଷୟରେ କହିବୁ । ଦୁବ ଘାସ ଦ୍ଵାରା ଆପଣ ଜୀବନର ଅନେକ ସମସ୍ଯା ଦୂର କରିପାରିବେ । ଯେଉଁ ମାନେ ସାଧୁ ସନ୍ଥ ହୋଇଥାନ୍ତି ସେମାନେ ଅଧିକ ଦିନ ବଞ୍ଚିବା ପାଇଁ ଜଙ୍ଗଲରେ ଦୁବ ଘାସର ପ୍ରୟୋଗ କରିଥାନ୍ତି ।

ଦୁବ ଘାସର ରସ ପିଇବା ଦ୍ଵାରା 21 ଦିନ ଯାଏଁ ଭୋକ ଲାଗି ନ ଥାଏ । ଦୁବ ଘାସର ଚେର ଶରୀରର ତାପମାତ୍ରା କୁ କମ କରିଥାଏ । ଶରୀରକୁ ଥଣ୍ଡା ରଖିଥାଏ । ଖରା ଦିନରେ ଶରୀରରେ ଗରମ ବଢିବା କାରଣରୁ ଅଧିକ ଗରମ ଅନୁଭୂତ ହୋଇଥାଏ । ଏଥିପାଇଁ ଆପଣ ଏକ କପ ଦୁବ ଘାସର ରସ ବାହାର କରନ୍ତୁ । ସେଥିରେ କିଛି ମିଶ୍ରି ଦାନା ପକାଇ ସେବନ କରନ୍ତୁ ।

ଏହା ଦ୍ଵାରା ଶରୀରର ତାପମାତ୍ରା କମ ହୋଇଥାଏ । ଦୁବ ଘାସର ରସ 2 ସପ୍ତାହ ଯାଏଁ ସେବନ କରିଲେ ଅର୍ଶ, ଭଗନ୍ଦର ଭଳି ସମସ୍ଯା ବହୁତ ଜଲ୍ଦି ଦୂର ହୋଇଥାଏ । ଏହା ସହ ରକ୍ତ ସମ୍ବଧୀୟ ସମସ୍ୟା ଦୂର ହୋଇଥାଏ । ମାନିକି ଚାଲନ୍ତୁ ଯଦି ଆପଣଙ୍କ ଘରେ କେହି ଛୋଟ ପିଲାଙ୍କର ପାଠ ପଢାରେ ମନ ଲାଗୁ ନାହି ତେବେ ଦୁବ ଘାସର ଅଧା କପ ରସ 7 ଦିନ ଯାଏଁ ସେବନ କରାନ୍ତୁ ।

ଏହା ଦ୍ଵାରା ସ୍ମରଣ ଶକ୍ତି ପ୍ରଖର ହେବ । ଶ୍ଵାସ, ବିପି ସମସ୍ଯା ଠିକ ହୋଇଥାଏ । ଏବେ ଆସନ୍ତୁ ଜାଣିବା ଏହାର ଦିବ୍ୟ ଚମତ୍କାରୀ ଉପାୟ ବିଷୟରେ । ଦୁବ ଘାସ କୁଳ କୁ ପେଶୀ ତିଳକ ଲଗାଇବା ଦ୍ଵାରା ଏହା ବୁଦ୍ଧିକୁ ସ୍ଥିର ରଖିବା ସହ ଚେହେରାରେ ଚମକ ଆଣିଥାଏ । ମା ଦୂର୍ଗାଙ୍କୁ ଅର୍ପଣ କରି ପର୍ସରେ ରହିଲେ ଧନ ଆସିବାର ସବୁ ମାର୍ଗ ଖୋଲିଯାଏ ।

ଏହା ଯେଉଁ ସ୍ଥାନରେ ଥାଏ ତାହା ପବିତ୍ର ହୋଇଥାଏ । ଏହାକୁ ରବି ପୁଷ୍ୟା ନକ୍ଷତ୍ରରେ ପେଶୀକୁ ସେବନ କରିବେ ତେବେ ଶରୀରର ଦିବ୍ୟ ଶକ୍ତି ଜାଗୃତ ହୋଇଥାନ୍ତି । ସ୍ତ୍ରୀଙ୍କର ଗର୍ଭପାତ ହେଉଥିଲେ 1 ମାସ ଯାଏଁ ଦୁବ ଘାସର ଚେର 5ଟି ଅଣ୍ଟାରେ ବାନ୍ଧି ରଖିବାକୁ ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *