ଏହି 5ଟି ନାମର ଝିଅ ହୋଇଥାନ୍ତି ଗଙ୍ଗା ଭଳି ପବିତ୍ର- Jyotisha Shastra

ଏ ସଂସାର ରେ କେଉଁ ଝିଅ ମନ ରେ କଣ ଚାଲିଛି ଜାଣିବା ବୋହୁତ କଷ୍ଟ ସାଧ୍ୟ ହୋଇଥାଏ । ହେବେ ଭଗବାନ ନାରୀ କୁ ବୁଝିପାରିଲେ ନାହିଁ ସାମାନ୍ୟ ମନୁଷ୍ୟ କିପରି ନାରୀ କୁ ବୁଝିପାରିବ । କୋଉଠୁ ଆସିବ ସେ ସକ୍ଷମ । ଝିଅ ମାନଙ୍କ ବ୍ୟବହାର ଅଲଗା ହୋଇଥାଏ ଯେ କେବେ କଣ ପ୍ରତିକ୍ରିୟା ଦେବେ କହିହେବ ନାହିଁ । ଯେଉଁ ମାନେ ପାଣି ଭଳି ନିର୍ମଳ ଓ ଗଙ୍ଗା ଭଳି ପବିତ୍ର ହୋଇଥାନ୍ତି ଏମିତି ମଧ୍ୟ ଝିଅ ଅଛନ୍ତି । ଏମିତି ବି ଝିଅ ଅଛନ୍ତି ଯେଉଁ ମନେ ଚାଲାକ୍ ହୋଇଥାନ୍ତି ସେମାନେ ଭରସା ର ଯୋଗ୍ୟ ହୋଇନଥାନ୍ତି । ଏବେ ଆମେ ଏମିତି କିଛି ଝିଅ ଙ୍କ ବିଷୟ ରେ କହିବୁ ଯେଉଁ ମାନେ ବୋହୁତ ପବିତ୍ର ହୋଇଥାନ୍ତି ।

B ନାମ ର ଝିଅ ସରଳ ଓ ଶାନ୍ତ ସ୍ଵଭାବ ର ହୋଇଥାନ୍ତି । ଜୀବନ ସାଥି ଙ୍କ ର ବିଶ୍ଵସ୍ତ ହୋଇଥାନ୍ତି । କୌଣସି ପରିସ୍ଥିତି ରେ ମଧ୍ୟ ତାଙ୍କ ଜୀବନ ସାଥୀ ଙ୍କ ହାତ ଛାଡନ୍ତି ନାହିଁ । ଏମାନ ଙ୍କ ବ୍ୟବହାର ବୋହୁତ କୋମଳ ହୋଇଥାଏ । ଏହି କାରଣ ରୁ ଏମାନେ ପବିତ୍ର ହୋଇଥାନ୍ତି ।

N ଅକ୍ଷର ର ଝିଅ ମାନେ ଅତ୍ୟନ୍ତ ତେଜ ସ୍ଵଭାବ ର ହୋଇଥାନ୍ତି । ଏମାନେ ଅନ୍ୟକୁ ସାହାର୍ଯ୍ୟ କରନ୍ତି ଯାହା ଫଳ ରେ ଲୋକ ମାନେ ବୋହୁତ ଭଲ ପାଆନ୍ତି । ଏମାନ ଙ୍କ କର୍ମ ସବୁ ଭଲ ହୋଇଥାଏ ତେଣୁ ଏମାନ ଙ୍କୁ ପବିତ୍ର ବୋଲି ମନା ଯାଏ ।

P ନାମ ର ଝିଅ ମାନେ ସମ୍ପର୍କ କୁ ବାନ୍ଧି ରଖିବାକୁ ବୋହୁତ ଭଲ ଭାବେ ଜାଣିଥାନ୍ତି । ପ୍ରତ୍ୟେକ ମଣିଷ ର ଭାବନା କୁ ବୁଝିପାରନ୍ତି । ସେମାନେ ଛୋଟ ହୁଅନ୍ତୁ ବା ବଡ଼ ହୁଅନ୍ତୁ ସମସ୍ତ ଙ୍କ ମନ କୁ ବୁଝି ପାରନ୍ତି । କାହାକୁ ଦୁଃଖ ଦିଅନ୍ତି ନାହିଁ । ମଧୁର କଥା ରେ ମାନ କିଣି ନିଅନ୍ତି । ଏହି କାରଣ ରୁ ଏମାନେ ପବିତ୍ର ହୋଇଥାନ୍ତି ।

S ଏହି ନାମ ର ଝିଅ ମାନେ ଲାଜକୁରି ହୋଇଥାନ୍ତି । ପରିବାର ର ମର୍ଯ୍ୟାଦା ଦେଇଥାନ୍ତି । ବା ସମ୍ମାନ ରକ୍ଷା କରିଥାନ୍ତି । ପରିବାର କୁ କୌଣସି ପରିସ୍ଥିତି ରେ ହଇରାଣ କରନ୍ତି ନାହିଁ । ସବୁଥିରେ ପରିବାର ର ସାଥ ଦେଇଥାନ୍ତି ।

M ଏହି ନାମ ର ଝିଅ ମାନେ ଶାନ୍ତ ଓ ସରଳ ସ୍ଵଭାବ ର ହୋଇଥାନ୍ତି । ସବୁ କଥା କୁ ବୋହୁତ ଭଲ ଭାବେ ଚିନ୍ତା କରନ୍ତି । ଏମାନ ଙ୍କ ମାନ ସ୍ୱଚ୍ଛ ହୋଇଥାଏ । କାହା ସହ ବିବାଦ କରିନଥାନ୍ତି । ବୋହୁତ ଜୋର କଥା ହୁଅନ୍ତି କିନ୍ତୁ କାହାକୁ ନିରନ୍ତର କରନ୍ତି ନାହିଁ । ନିଜ ଲୋକ ଙ୍କୁ ସମ୍ମାନ ଦେଇଥାନ୍ତି । ଜୀବନ ସାଥି ଙ୍କୁ ଖୁସି ରେ ରଖିଆବକୁ ଚେଷ୍ଟା କରିଥାନ୍ତି ।

Leave a Reply

Your email address will not be published. Required fields are marked *