‘ B ‘ Letterରେ ନାମ ଥିବା ବ୍ୟକ୍ତି ଆପଣଙ୍କ ପାଖରେ ଥିଲେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ

ଆଜି ଆମେ ସେହି ଝିଅ ବା ପୁଅ ଙ୍କ ବିଷୟ ରେ କଥା ହେବ ଯାହାର ନାମ B ରୁ ଆରମ୍ଭ ହୋଇଥାଏ । ନାମ ର ମହତ୍ତ୍ଵ ଅଧିକ ରହିଥାଏ । ନାମ ର ମହତ୍ତ୍ଵ ଜୀବନ ରେ ପ୍ରଭାବ ପକାଇଥାଏ । ନାମ ର ପ୍ରଥମ ଅକ୍ଷର ରୁ ହିଁ ସ୍ଵଭାବ ଜାଣି ହୁଏ । ପ୍ରତ୍ୟେକ ବ୍ୟକ୍ତି ନିଜ ନାମ ର ପ୍ରଥମ ଅକ୍ଷର ରୁ ହିଁ ଭାଗ୍ୟ ଜାଣିବାକୁ ଚାହିଥାଆନ୍ତି । ଏମାନେ ବୋହୁତ ସୁନ୍ଦର ଓ ଆକର୍ଷକ ଓ ଆଖି ମୁନିଆ ପରି ହୋଇଥାଏ । ଏମାନେ କୌଣସି ଗୋଟେ କାମ ରେ ସନ୍ତୁଷ୍ଟ ରୁହନ୍ତି ନାହିଁ ।

ସର୍ବଦା କାମ ର ଖୋଜ ରେ ରୁହନ୍ତି । ନୂଆ ନୂଆ କାର୍ଯ୍ୟ କରିବାକୁ ପସନ୍ଦ କରିଥାନ୍ତି । ନିଜ କାର୍ଯ୍ୟ ନିଜେ କରିଥାନ୍ତି । କୌଣସି ବ୍ୟକ୍ତି ଙ୍କୁ ସହଜ ରେ ବିଶ୍ୱାସ କରନ୍ତି ନାହିଁ । ସେଥିପାଇଁ ଏମାନ ଙ୍କ ସାଙ୍ଗ ମାନ ଙ୍କ ସଂଖ୍ୟା ମଧ୍ୟ ବୋହୁତ କମ୍ । ଯାହାକୁ ବିଶ୍ୱାସ କରନ୍ତି ତ ପାଇ ଜୀବନ ମଧ୍ୟ ଦେଇ ଦେଇ ଥାନ୍ତି । ସୋନ୍ଦର୍ଯ୍ୟ ରେ ଆକର୍ଷିତ ରହିଥାନ୍ତି । ପ୍ରକୃତି ରେ ରହିବାକୁ ଭଲ ଲାଗିଥାଏ ।

ଏମାନେ ଗଛ ଲତା ଙ୍କୁ ବୋହୁତ ଭଲ ପାଆନ୍ତି । ନିଜ ବିଚାର କୁ ନିଜ ମନ ମଧ୍ୟ ରେ ରଖନ୍ତି । ଅଯଥା ଝଗଡ଼ା ରୁ ଫେରିଥାନ୍ତି । ଶାନ୍ତ ସ୍ଵଭାବ ର ଅଟନ୍ତି । କାହାକୁ ଭୁଲ ରୁ କ୍ଷମା କରନ୍ତି ନାହିଁ । ଗୋଟେ ଜିନିଷ କୁ ଫୋପଡ଼ିଲେ ଆଉ ପଛକୁ ଫେରି ଚାହାନ୍ତିନି । କ୍ରୋଧ ରେ କାହା କଥା ଶୁଣନ୍ତି ନାହିଁ । ଏମାନେ କ୍ରୋଧ ଲୁଚାଇ ରଖନ୍ତି ।

ତର୍କ ରେ ଜିତିବା ଅସମ୍ଭବ । କୋଟ କଥାରେ ବିତର୍କ କରନ୍ତି । କାର୍ଯ୍ୟ କ୍ଷେତ୍ର ରେ ଭଲ ପାଦ ରେ ରୁହନ୍ତି । ଚାକିରି ରେ ଉନ୍ନତି ହେବ । ଏବଂ ଧନ ପ୍ରାପ୍ତି କରିବେ । ପାରିବାରିକ ଅଭିବୃଦ୍ଧି ରହିଛି । ଏମାନେ କାର୍ଯ୍ୟ କୁ ଅତ୍ୟନ୍ତ ମନୋନିବେଶ ର ସହ କରିଥାନ୍ତି ।

ଏମାନଙ୍କ ପ୍ରେମ ଜୀବନ ଅତ୍ୟନ୍ତ ରୋମାନ୍ଟିକ ହୋଇଥାଏ । ଏମାନେ ଅତି ସହଜରେ କାହାକୁ ଭଲ ପାଆନ୍ତି ନାହିଁ । କିନ୍ତୁ ଯଦି କାହାକୁ ନିଜ ମନ ଦେଇ ଦିଅନ୍ତୁ ତେବେ ତା ପାଇଁ ଜୀବନ ଦେବାକୁ ବି ପଛାନ୍ତି ନାହିଁ । ଜୀବନ ସାଥୀକୁ ନିଜ ଜୀବନଠୁ ଅଧିକ ଭଲ ପାଆନ୍ତି ଏମାନେ ।

Leave a Reply

Your email address will not be published. Required fields are marked *