ହିନ୍ଦୁ ଧର୍ମ ଅନୁଯାୟୀ ଶ୍ରାବଣ ମାସ ଟି ଭଗବାନ ଶିବଙ୍କର ଅତ୍ୟନ୍ତ ପ୍ରିୟ ମାସ ଅଟେ । ଆଉ ଯେଉଁ ଭକ୍ତ ଏହି ମାସରେ ମହାଦେବଙ୍କ ପୂଜା ନିଷ୍ଠାର ସହ କରିଥାଏ ତାଙ୍କୁ ଶିବଙ୍କର ବିଶେଷ କୃପା ମିଳିଥାଏ । ତେବେ ଆସନ୍ତୁ ଜାଣିବା ଶ୍ରାବଣ ମାସ ସୋମବାର ଦିନ କେଉଁ କେଉଁ ଭୁଲ କରିବାରୁ ଆପଣ ବଞ୍ଚିବେ ନଚେତ ମହାଦେବଙ୍କ କ୍ରୋଧର ଶିକାର ହେବେ । ଏହି ପବିତ୍ର ସୋମବାର ରେ ଯଦି ଆପଣ 5 ଟି ଭୁଲ କରିଦିଅନ୍ତି ତେବେଆପଣ ସର୍ବଦା ପାପ ର ଭାଗୀଦାର ହେବେ ।
ଏହିଭଳି ବ୍ୟକ୍ତି ଙ୍କୁ ଭୋଳା ବାବା ଙ୍କ କୃପା କେବେ ପ୍ରାପ୍ତି ହୋଇପାରି ନ ଥାଏ । ଶିବ ଙ୍କ ଭକ୍ତି ରେ ଲୀନ ହେବା ବ୍ୟକ୍ତି ସବୁ କିଛି ସିଦ୍ଧି ଲାଭ କରିଥାଏ । ଭୋଳା ବାବା ଙ୍କୁ ଏହି ସୋମବାର ଅତ୍ୟନ୍ତ ପ୍ରିୟ ଅଟେ । ସୋମବାର ଦିନ ଘର୍ଷଣ କରିବା ଦ୍ୱାରା ଭୋଳା ବାବା ବହୁତ ଖୁସି ହୋଇଥାନ୍ତି । ବା ଅତ୍ୟନ୍ତ ପ୍ରସନ୍ନ ହୋଇଯାଆନ୍ତି । ମନସ୍କାମନା କୁ ମଧ୍ୟ ପୂରଣ କରିଥାନ୍ତି ।
ତାହେଲେ ଚାଲନ୍ତୁ ଜାଣିବା ଶ୍ରାବଣ ମାସ ର ସୋମବାର ଦିନ କଣ ଭୁଲ କଲେ ଭୋଳା ଙ୍କ କୃପା ଆପଣ ଙ୍କ ଉପରେ ପଡ଼ିବ ନାହିଁ । ବାଇଗଣ ଖାଆନ୍ତୁ ନାହିଁ । ଏହାକୁ ଶାସ୍ତ୍ର ରେ ଅଶୁଦ୍ଧ ମନାଯାଏ । କିମ୍ବା ବାଇଗଣ ଘରକୁ ମଧ୍ୟ ଆଣନ୍ତୁ ନାହିଁ । ମାନ ରେ ଖରାପ ବିଚାର ନ ରଖିବା ଉଚି ଯଦି ଆପଣ ଖରାପ ବିଚାର ରଖୁଛନ୍ତି ତାହେଲେ ଏହା ଅଶୁଭ ସଂକେତ ହେଇଥାଏ ।
କାହାର ଅମଙ୍ଗଳ ଚିନ୍ତା କରନ୍ତୁ ନାହିଁ ଯାହା ଫଳ ରେ ଭଗବାନ ଆପଣ । ଙ୍କ ଉପରେ କ୍ରୋଧିତ ହେବେ । ସ୍ତ୍ରୀ ଙ୍କ ସହ ସମ୍ପର୍କ ରଖନ୍ତୁ ନାହିଁ । ମଦ ମାଂସ ସେବନ କରନ୍ତୁ ନାହିଁ । ଖରାପ ବ୍ୟବହାର ବା ମାଡ଼ ପିଟି କରନ୍ତୁ ନାହିଁ । ତାଙ୍କ କୃପା ନପଡ଼ିବା ଦ୍ଵାରା ସେ ତଳିତଳାନ୍ତ ହୋଇଯାଆନ୍ତି ।
ବସ୍ତ୍ର କେବଳ ଗେରୁଆ ବା ହଳଦିଆ ପିନ୍ଧନ୍ତୁ ପୂଜା ସମୟ ରେ । କଳା ବସ୍ତ୍ର ପରିଧାନ କରିବା ଅନୁଚିତ୍ ଅଟେ । ନିଜ ବସ୍ତ୍ର ସଫା ଓ ସ୍ୱଚ୍ଛ ହୋଇଥିବା ଆବଶ୍ୟକ । ଏହା ଦ୍ଵାରା ମନ ବି ଶାନ୍ତ ରହି ଥାଏ ଓ ଭଗବାନଙ୍କୁ ପୂଜା କଲେ ଭଗବାନ ସନ୍ତୁଷ୍ଟ ମଧ୍ୟ ହୁଅନ୍ତି ।