3 ଦିନ ପିଇବା ଦ୍ଵାରା 90 ବର୍ଷ ପର୍ଯ୍ୟନ୍ତ କ୍ୟାଲସିୟମ ର ଅଭାବ ରହିବ ନାହିଁ । କେବେ ମଧ୍ୟ ହାତ ରେ କଷ୍ଟ ହେବ ନାହିଁ । କ୍ୟାଲସିୟମ ଅଭାବ ହେବ ନାହିଁ । ହାତ ରେ କଷ୍ଟ ହେବ ନାହିଁ । ଏହି ସବୁ ସମସ୍ୟା ସେତେବେଳେ ଦେଖା ଦେଇଥାଏ ଯେତେବେଳେ ଆମ ଶରୀର ରେ କ୍ୟାଲସିୟମ ର ଅଭାବ ଦେଖା ଦେଇଥାଏ । ଏହି ଉପାୟ କୁ ମଧ୍ୟ ସେମାନେ ବ୍ୟବହାର କରିପାରିବେ ଯେଉଁ ମାନ ଙ୍କ ର କେଶ ଜନିତ ସମସ୍ୟା ଅଛି ।
ଯେଉଁ ମାନଙ୍କ କେଶ ଧଳା ହୋଇ ଯାଉଛି ବା ଉପୁଡୁଚି ସେମାନେ ଏହି ଉପାୟ ର ପ୍ରୟୋଗ କରିପାରିବେ । ଏହାକୁ କରିବା ପାଇଁ ଗୋଟେ ଚାମଚ୍ ଘିଅ ଗୋଟେ ପ୍ୟାନ ରେ ପକାନ୍ତୁ । ଏଥିରେ ଗୋଟେ ଚାମଚ୍ ପୋସ୍ତ ପକାନ୍ତୁ ପୋସ୍ତ କୁ ଭାଜି ଦିଅନ୍ତୁ । ପୋସ୍ତ ଲୋକାଲ ମାର୍କେଟ ରୁ ବୋହୁତ ସହଜ ରେ ମିଳିଯିବ । ଏହାକୁ ଭାଜିଲା ପରେ ଗୋଟେ ଗ୍ଲାସ କ୍ଷୀର ପକାନ୍ତୁ ।
ଏହାକୁ ଗୋଳାନ୍ତୁ ଏହା ପରେ ପଦ୍ମ ର ପାଖୁଡ଼ା ପକାନ୍ତୁ । ହାଡ଼ ଦୁର୍ବଳ ପାଇଁ ଏହାକୁ ସେବନ କରିବା ଉଚିତ୍ । ଆଣ୍ଠୁ ଗଣ୍ଠି ର ସମସ୍ୟା ଦୂର ହୋଇଥାଏ । ଏହାର ସେବନ ଦ୍ଵାରା ସମସ୍ତ ପ୍ରକାର ରୋଗ ରୁ ମୁକ୍ତି ମିଳିଥାଏ । ଶରୀର ର ଦୁର୍ବଳତା , ଚିନ୍ତା, ଓ ସମସ୍ୟା ଦୁର ହୋଇଯାଏ । ଅନେକ ରୋଗ ଠିକ୍ ହୋଇଯାଏ । ଇଛା ଅନୁସାରେ ମିଶ୍ରି ମିଶାନ୍ତୁ ।
ମିଶ୍ରି ଆମ ଶରୀର ପାଇଁ ଲାଭଦାୟକ ଅଟେ । ଧ୍ୟାନ ରଖନ୍ତୁ ଡାଇବେଟିସ ରୋଗୀ ମାନେ ମିଶ୍ରି ମିଶାନ୍ତୁ ନାହିଁ କାରଣ ଏହା ଶରୀର ପାଇଁ କ୍ଷତି ପହଞ୍ଚାଇ ଥାଏ । ପଦ୍ମ ମଞ୍ଜି ଓ ପୋସ୍ତ କ୍ଷୀର ରେ ପକାଇ ସେବନ କରିପାରିବେ । ଏହାକୁ ଗୋଟେ ଗ୍ଲାସ୍ ରେ ଢାଳିଦିଅନ୍ତୁ ।
ସକାଳୁ ଖାଲି ପେଟ ରେ ବା ଶୋଇବା ପୂର୍ବ ରୁ ଆପଣ ସେବନ କରିପାରିବେ । ପ୍ରାରମ୍ଭିକ ସମୟ ରେ ସପ୍ତାହ ରେ ମାତ୍ର ଦୁଇ ଦିନ ସେବନ କରନ୍ତୁ । ଧୀରେ ଧୀରେ ଏହାର ସେବନ କରିପାରିବେ । ଏହାର ସେବନ ଆଜି ଠାରୁ ହିଁ ଆରମ୍ଭ କରିପାରିବେ । ଆଉ ଦେଖିବେ ଆପଣ କେତେ ଚୂସ୍ତି ଓ ଫୁର୍ତ୍ତି ଅନୁବହବ କରୁଛନ୍ତି ।