ଶ୍ରାବଣ ମାସରେ ମହିଳା ମାନେ ଭୁଲରେ ପିନ୍ଧନ୍ତୁ ନାହିଁ ଏହି 1 ଜିନିଷ, ପୁରା ପରିବାର ହୋଇଯିବ ବର୍ବାଦ

ଶ୍ରାବଣ ମାସ ଯାହାକୁ ପ୍ରେମ ର ମାସ ବୋଲି କୁହାଯାଏ । ଏହି ମାସ ରେ ଭଗବାନ ଙ୍କୁ ତପସ୍ୟା କରି ଯାହାର ଯାହା ଇଛା ରହିଥାଏ ତାହା ପୂରଣ ହୋଇଥାଏ । ଏହି ମାସ ରେ ପାର୍ବତୀ ଶିବ ଙ୍କୁ ପୂଜାର୍ଚ୍ଚନା ର ସହ ଭକ୍ତି ପୂର୍ଣ୍ଣ ଭାବ ରେ ତାଙ୍କୁ ମାଗିଥିଲେ ଏବଂ ଶିବ ତାଙ୍କୁ ନିଜ ସ୍ତ୍ରୀ ରୂପେ ସ୍ବୀକାର କରିଥିଲେ । ଭଗବାନ ଶିବ ଙ୍କ ପୂଜାର୍ଚ୍ଚନା ଆମେ ବୋହୁତ ଧୁମ୍ ଧାମ ର ସହ ପାଳନ କରିଥାଉ । ତାଙ୍କୁ ପ୍ରସନ୍ନ କରିବାକୁ ବୋହୁତ ସାରା ଲୋକ ମାନେ ପୂଜା ପାଠ କରିଥାନ୍ତି । କିନ୍ତୁ ଯିଏ ନିଜ ହୃଦୟ ରୁ ପୂଜା କରିଥାଏ ସିଏ ହିଁ ଶିବ ଙ୍କ କୃପା କୁ ଲାଭ କରିପାରେ ।

କିଛି ଲୋକ କେବଳ ସାତ୍ୱିକ ଭୋଜନ ଗ୍ରହଣ କରିଥାନ୍ତି । ଯଦି ଏହି ମାସ ରେ ଆପଣ ପ୍ରଭୁ ଶିବ ଙ୍କ ସହ ମାତା ପାର୍ବତୀ ଙ୍କ ର ପୂଜାର୍ଚ୍ଚନା କରିବେ ତାହେଲେ ମଧ୍ୟ ଭଲ ଫଳ ମିଳିବ । ଶ୍ରାବଣ ମାସ ରେ ଶିବ ଙ୍କ ସହ ମାତା ପାର୍ବତୀ ଙ୍କ ର ମଧ୍ୟ ପୂଜାର୍ଚ୍ଚନା କରାଯାଇଥାଏ । ସୁହାଗିନି ଝିଅ ମାନ ଙ୍କୁ ଏହି ପୂଜା କରିବା ଜରୁରୀ ଅଟେ । ଯେପରି ପାର୍ବତୀ ଶିବ ଙ୍କୁ ପାଇବା ପାଇଁ କଷ୍ଟ କରି ପୂଜାର୍ଚ୍ଚନା କରିଥିଲେ ଠିକ୍ ସେହି ପରି ଝିଅ ମାନେ ମଧ୍ୟ ପୂଜାର୍ଚ୍ଚନା କରିବା ଉଚିତ୍ ।

ଶ୍ରାବଣ ର ସୋମବାର ରେ ଗୌରୀ ଙ୍କ ପୂଜା କରିବା ଉଚିତ୍ ଓ ସିନ୍ଦୂର ଓ ଲାଲ୍ ଫୁଲ ପ୍ରଦାନ କରିବା ଉଚିତ୍ । ଯଦି ଆପଣ ଙ୍କ ପତି ଙ୍କ ଦେହ ଖରାପ ରହିଥାଏ ତାହେଲେ ଆପଣ ଙ୍କୁ ଏହି ଉପାୟ କରିବା ଉଚିତ୍ ମନ୍ଦାର ଫୁଲ କୁ ଚଢ଼ାଇଲେ ମଧ୍ୟ ବୋହୁତ ଭଲ । ଶ୍ରାବଣ ର ପରିବେଶ ଅତ୍ୟନ୍ତ ଆନନ୍ଦ ମୟ ହୋଇଥାଏ ।

ଭଗବାନ ଶିବ ଯେତେବେଳେ ପାର୍ବତୀ ଙ୍କୁ ମିଳିବାକୁ ଧରାପୃଷ୍ଟ କୁ ଆସିଥିଲେ ସେତେବେଳେ ତାଙ୍କ ବିବାହ ପାଇଁ ଚାରିଆଡେ ସେ ସୁନ୍ଦର ସୁନ୍ଦର ଚାରା ର ପ୍ରୟୋଗ କରିଥିଲେ ଯାହା ଦ୍ଵାରା ଧାର ପୃଷ୍ଟ ହସୁଥିବର ନଜର ଆସେ । ଯଦି ଆପଣ ଶ୍ରାବଣ ମାସ ରେ ସବୁଜ ରଙ୍ଗ ର ଶାଢ଼ୀ ବା ବସ୍ତ୍ର ପରିଧାନ କରିବେ ତାହେଲେ ଏହା ଆପଣ ଙ୍କ ମଧ୍ୟ ରେ ଓ ଆପଣ ଙ୍କ ସ୍ବାମୀ ଙ୍କ ମଧ୍ୟ ରେ ନିବିଡ଼ ସଂପର୍କ ସ୍ଥାପନ କରିଥାଏ । ସବୁଜ ରଙ୍ଗ ହେଉଛି ଶ୍ରାବଣ ମାସର ରଙ୍ଗ ।

ଏହି ମାସ ରେ କୌଣସି ମହିଳା ଙ୍କୁ ନିଜ ବେକ ଖାଲି କରିବା ଉଚିତ୍ ନୁହେଁ । ଶ୍ରାବଣ ମାସ ରେ କଳା ରଙ୍ଗ ର ବସ୍ତ୍ର କେବେ ମଧ୍ୟ ପରିଧାନ କରିବା ଉଚିତ୍ ନୁହେଁ । ଏହି ସମୟ ରେ ଆପଣ ଙ୍କୁ ନାଲି ଓ ଗୋଲାପି ଓ ସବୁଜ ରଙ୍ଗ ର ବସ୍ତ୍ର ପିନ୍ଧିବା ଉଚିତ୍ । କଳା ରଙ୍ଗ ବସ୍ତ୍ର ପିନ୍ଧିବା ଦ୍ଵାରା ଆପଣ ଙ୍କ ମନରେ ନକାରାତ୍ମକ ଶକ୍ତି ଭରି ରହିଥିବା ପରି ମନେ ହୁଏ ।

ଆପଣ ଙ୍କୁ ଏହି ସମୟ ରେ ପାଉଁଜି ପିନ୍ଧିବା ଉଚିତ୍ । ଯଦି ଆପଣ ଏହି ସମୟ ରେ ମେହେନ୍ଦି ଲଗାନ୍ତି ତାହେଲେ ମା ଗୌରୀ ଆପଣ ଙ୍କ ଉପରେ ପ୍ରସନ୍ନ ହୁଅନ୍ତି ଏବଂ ଆଶୀର୍ବାଦ କରନ୍ତି । ଯଦି ଆପଣ ଙ୍କ ସମ୍ପର୍କ ରେ କିଛି ଅସୁବିଧା ରହିଛି ବା ଆପଣ ଙ୍କ ମଧ୍ୟ ରେ ଝଗଡ଼ା ହେଉଛି ଆପଣ ଦୁଇ ଜଣ ମିଶି ମାତା ପାର୍ବତୀ ଓ ମହାଦେବ ଙ୍କୁ ପୂଜାର୍ଚ୍ଚନା କରନ୍ତୁ । ସୁଖ ରେ ସାତ ଜନ୍ମ ପର୍ଯ୍ୟନ୍ତ ରହିବେ ।

Leave a Reply

Your email address will not be published. Required fields are marked *