ସୂର୍ଯ୍ୟ ଦେବ ଙ୍କ ର ପୁଅ ହେଉଛନ୍ତି ଶନି ମହାଦେବ । ଯେବେ ସେ ଥରେ ରଗିଯାନ୍ତି ସେବେ ସେ କୃପା ପକାନ୍ତି ନାହିଁ । ଶନିଦେବ ସମସ୍ତ ଙ୍କ କର୍ମ ର ଫଳ ଦେଇଥାନ୍ତି । କର୍ମ ଅନୁସାରେ ଶୁଭ ଫଳ ଦେଇଥାନ୍ତି । ଖରାପ କର୍ମ ର ଦଣ୍ଡ ଦେଇଥାନ୍ତି । ଚାଲ୍ ବଦଳାନ୍ତି । ଶନି ଦେବ ଙ୍କ ଜାତକ ମେଳକ ଯଦି ତେଢ଼ା ହୋଇଥାଏ ତାହେଲେ ଯାହା ରାଶି ରେ ପଡ଼ିବେ ତାଙ୍କର ଅମଙ୍ଗଳ ହୋଇଥାଏ । ଗୋଟେ ରାଶି ରେ ଦେଢ଼ ବର୍ଷ ରହିଥାନ୍ତି ।
ଏବଂ ସେ ଚାହିଁଲେ କାହାକୁ ଖୁସି ବା ଦୁଃଖ କରିପାରନ୍ତି । କାରଣ ସେ ହେଉଛନ୍ତି କାଳ ଓ ସେ ଯାହା ଉପରେ କୃପା ପକାଇବେ ସେ ବୋହୁତ ଖୁସି ରେ ରହିବେ । ଆଜି ଆପଣ ଙ୍କୁ ଆମେ ସେହି ରାଶି ମାନ ଙ୍କ ବିଷୟ ରେ କହିବାକୁ ଯାଉଛୁ ଯେଉଁ ମାନ ଙ୍କ ଉପରେ ସନିଦେବା ଙ୍କ କୃପା ପଡ଼ିବାକୁ ଯାଉଚି । ଖୁସି ରେ ରହିବା ସହ ଜୀବନ ସାଥୀ ଙ୍କୁ ଖୁସି ରେ ରଖିବେ । ପ୍ରେମ ମୟ ଜୀବନ ଆରମ୍ଭ ହେବାକୁ ଯାଉଛି ।
ଭଲ ପଦବୀ ରେ ଚାକିରି କରିବେ । ଯେଉଁ ମାନେ ଚାକିରି ରେ ରହିଛନ୍ତି ସେମାନ ଙ୍କ ପଡୋର୍ଣ୍ଣତି ହେବ । ସମାଜ ରେ ପ୍ରତିଷ୍ଠିତ ବ୍ୟକ୍ତି ରୂପେ ମାନ୍ୟତା ପାଇବେ । ଅନ୍ୟ ଠାରୁ ସହଯୋଗ ପ୍ରାପ୍ତ ମଧ୍ୟ କରିବେ । ଖୁବ୍ ଶୀଘ୍ର ଧନ ଧାନ୍ୟ ରେ ପରିପୂର୍ଣ ହେବାକୁ ଯାଉଛନ୍ତି । ଖୁସି ରେ ଜୀବନ ଅତିବାହିତ କରିବେ । ଧନ ର କୌଣସି ଅଭାବ ଦେଖା ଯିବ ନାହିଁ ।
ପ୍ରେମ ରେ ସୁଖ ମିଳିବାକୁ ଯାଉଚି । ବେପାର ବାଣିଜ୍ୟ କରୁଥିଲେ ମଧ୍ୟ ସଫଳତା ମିଳିବ । ପ୍ରେମ ନିବିଡ଼ ରହିବ । ସଫଳତା ର ଶୀର୍ଷ ରେ ପହଞ୍ଚିବେ । ସବୁବେଳେ ଆନନ୍ଦ ଉଲ୍ଲାସ ର ସହ ଜୀବନ ଜାପନ କରିବେ । ଧନ ପ୍ରାପ୍ତି ସହ ଚାକିରି ରେ ପଦକ ହାସଲ କରିବେ । ନୂତନ ସମୃଦ୍ଧି ବା ପରିଚୟ ଗଠନ କରିବେ । ନୂତନ କାର୍ଯ୍ୟ ର ଆରମ୍ଭ କରିବେ କୁମ୍ଭ ରାଶି, ବୃଷ ରାଶି, ମକର ରାଶି, ବିଛା ରାଶି, କନ୍ୟା ରାଶି , ସିଂହ ରାଶି ।