ବନ୍ଧୁଗଣ ଗ୍ରହଣଙ୍କ ଚଳନ ଅନୁସାରେ ବଦଳି ଯିବ ଏହି 8 ଟି ରାଶିର ଭାଗ୍ୟ । ଏହି ବ୍ୟକ୍ତି ଙ୍କୁ ମିଳିବ ଅନେକ ଶୁଭ ସଂକେତ । ଆଜି ଆମେ ଏହି ରାଶି ଙ୍କ ନା କହିବୁ ଯାହାଙ୍କର ଉପରେ ପଡ଼ିବ ଶିବଙ୍କର ଆଶୀର୍ବାଦ ବା କୃପା । ବଦଳିଯିବ ଭାଗ୍ୟ ଏହି ଶ୍ରାବଣ ମାସ ରେ ବଦଳିବ ଭାଗ୍ୟ । ଶ୍ରାବଣ ମାସ ର ବିଶେଷ ମହତ୍ତ୍ଵ ରହୁଚି ଯିଏ ମହାଦେବ ଙ୍କୁ ବିଧିପୂର୍ବକ ପୂଜାର୍ଚ୍ଚନା କରିଥାଏ ତାହାର ସମସ୍ତ ଦୁଃଖ ସମସ୍ୟା ଦୂର ହୋଇଥାଏ ।
ଯେଉଁ ରାଶି ମାନ ଙ୍କ ଉପରେ ଗ୍ରହ ମାନ ଙ୍କ ଚଳନ ଠିକ୍ ରହିଥାଏ ସେମାନ ଙ୍କ ଭାଗ୍ୟ ଚମକି ଉଠିଥାଏ । ରାଶି ଓ ନକ୍ଷତ୍ର ମାନ ଙ୍କ ବୋହୁତ ବିଶେଷ ପ୍ରଭାବ ରହିଥାଏ । ତେବେ ଆପଣ ଙ୍କୁ ଭାଗ୍ୟ ର ସାଥ ମିଳିବ । ବ୍ୟାପାରୀ ମାନେ ଧନ ଲାଭ କରିବେ । କିଛି ନୂଆ ସୁଯୋଗ ହାସଲ କରିବେ । ନିଜ ବୁଦ୍ଧି ବଳରେ ଅଧିକ ରୁ ଅଧିକ ଧନ ଅର୍ଜନ କରିପାରିବେ । ବ୍ୟବସାୟ ରେ ଉନ୍ନତି ଘଟିବ । ଚାକିରି ରେ ପ୍ରମୋସନ୍ ମିଳିବ ।
ନିର୍ମାଣ ଶ୍ରେଣୀ ର ବେକ୍ତିି ଅଧିକ ତଥ୍ୟ ପାଇ ପାରିବେ । ସମାଜ ରେ ନୂତନ ମାନ୍ୟତା ପାଇପାରିବେ । ଭୋଲାନାଥ ଙ୍କ କୃପା ରୁ ନୂଆ ନୂଆ ଅବସର ପ୍ରାପ୍ତ ହେବ । କର୍ମ କ୍ଷେତ୍ର ରେ ଲାଭ ହେବ । ଶତ୍ରୁ ମାନ ଙ୍କ ର ବୁଦ୍ଧି କ୍ଷୀଣ ହେବ । ସେମାନେ ପରାଜିତ ହେବେ । ମାନ ସମ୍ମାନ ବୃଦ୍ଧି ହେବ । ପାରିବାରିକ ସମସ୍ୟା ଦୁର ହେବ । ମହିଳା ମାନେ ଦୁଃଖ ରୁ ଦୂରୀଭୂତ ଅନୁଭବ କରିବେ । ଛାତ୍ରଛାତ୍ରୀ ମାନେ ଉନ୍ନତି କରିବେ ।
ପାଠପଢ଼ା ରେ ମନୋନିବେଶ କରିବେ । ଧନ ପ୍ରାପ୍ତି ର ଯୋଗ ରହିଛି । ସଫଳତା ର ଶୀର୍ଷ ରେ ପହଞ୍ଚିବେ । ବନ୍ଧୁମାନେ ଙ୍କ ସହଯୋଗ ମିଳିବ । ଖୁସି ଖବର ମିଳିବ । କରିଅର୍ ରେ ସୁଯୋଗ ଆଗକୁ ବଢିବାର ସୁଯୋଗ ପାଇବେ । ସମ୍ପତି ବା ଭୂମି କ୍ରୟ କରିବାର ଯୋଗ ହେବ । ପାରିବାରିକ ଶାନ୍ତି ବଜାୟ ରହିବ । ସାଥି ଙ୍କ ସହଯୋଗ ପାଇବେ । ସରକାରୀ କାର୍ଯ୍ୟ ରେ ସଫଳତା ହାସଲ କରିପାରିବେ । ପ୍ରଭୁ ଙ୍କ ପ୍ରତି ଆସ୍ଥା ବଢିବ । ଧାର୍ମିକ ରହିବେ ।
ସାହାର୍ଯ୍ୟ ସୁବିଧା ମିଳିବ । ଆସିଥିବା କୌଣସି ସୁଯୋଗ କୁ ହାତଛଡ଼ା କରନ୍ତୁ ନାହିଁ । ଶାରୀରିକ ଦୃଷ୍ଟି ରୁ ମଧ୍ୟ ଆପଣ ଙ୍କ ଶରୀର କ୍ଷମତା ରହିବ । ନିଜ ପ୍ରତି ଅବହେଳା କରନ୍ତୁ ନାହିଁ ସେହି ଆଠ ଗୋଟି ରାଶି ଗୁଡ଼ିକ ହେଉଛନ୍ତି ମେଷରାଶି, ବୃଷରାଶି, କର୍କଟରାଶି, ସିଂହରାଶି, କନ୍ୟାରାଶି , ବିଛାରାଶି, ମକରରାଶି, କୁମ୍ଭରାଶି ।