ବନ୍ଧୁଗଣ ଆମେ କେତେ ପ୍ରକାର ର ଦେବା ଦେବୀଙ୍କ ପୂଜା କରିଥାଉ । ଭଗବାନ ଶିବ ଙ୍କର ମହିମା ଅପରମ୍ପାର ଅଟେ । ଶିବଙ୍କର ନା ଆରମ୍ଭ ଅଛି ନା ଶେଷ ସେ ତ ପରମେଶ୍ବର । ତାଙ୍କର ନା ଜନ୍ମ ହୋଇଚି ନା ମୃତ୍ୟୁ ସମ୍ଭବ ହୋଇଚି । ସେ ବିଶ୍ଵ ବିନାଶକ ବି ଓ ରୁଦ୍ର ମଧ୍ୟ । ଶାନ୍ତ ଚେହେରା ର ଭୋଲେନାଥ ମଧ୍ୟ । ତାଙ୍କ ରାଗ ଜ୍ୱାଲା ରୁ କେଉଁ ବ୍ୟକ୍ତି ବଞ୍ଚିପରିବ ନାହିଁ । ତାଙ୍କୁ ପ୍ରସନ୍ନ କରିବା ମଧ୍ୟ ଅନ୍ୟ ଦେବୀ ଦେବତାଙ୍କ ଠାରୁ କହିବା ସହଜ ଅଟେ ।
ଭୋଳା ବାବା ସମୟ ସମୟ ରେ ନିଜ ଭକ୍ତ ଙ୍କ ସହାୟତା ମଧ୍ୟ କରିଥାନ୍ତି । ସେ ଯାହା ଉପରେ ଖୁସି ହୁଅନ୍ତି ତାଙ୍କ ଉପରେ ଅପାର ଶକ୍ତି ଢାଲି ଦେଇଥାନ୍ତି । ମହାଦେବ ଙ୍କ ଭକ୍ତଙ୍କୁ ନା ମୃତ୍ୟୁ ନା ଭୋଗ ବା ସ୍ବର୍ଗ ର ଚିନ୍ତା ଥାଏ । ସେମାନେ ବାସ ଭାଗବନ ଙ୍କୁ ଚିନ୍ତା କରିଥାନ୍ତି । ଏମିତି କିଛି ମନ୍ତ୍ର ଅଛି ଯାହା ଦ୍ଵାରା ଶିବଙ୍କ ଅପାର କୃପା ଆମକୁ ମିଳିଥାଏ ।
ବୃଷ ରାଶି – ଏହି ରାଶି ର ବ୍ୟକ୍ତି ଙ୍କ ଉପରେ ଭଗବାନ ଶିବଙ୍କର ଅପାର କୃପା ପଡ଼ିବାକୁ ଯାଉଛି । ସମସ୍ତ ପ୍ରକାର ରୋଗ ରୁ ମୁକ୍ତ ହେବେ । କାର୍ଯ୍ୟ ଅଟକି ରହିଥିଲେ ତାହା ପୂରଣ ହେବ । ଆର୍ଥିକ ସ୍ଥିତି ଠିକ୍ ରହିବ । ବ୍ୟାପାର ବାଣିଜ୍ୟ ରେ ଉନ୍ନତି ହେବ । ବିଶେଷ ରୂପରେ ଭଗବାନ ଶିବଙ୍କର କୃପା ପଡ଼ୁଚି । ଆଗରୁ ଥିବା ସମସ୍ୟା ଦୁଃଖ ମଧ୍ୟ ଦୁର ହେବ ।
ମିଥୁନ ରାଶି – ଏହି ରାଶି ମାନ ଙ୍କ ଉପରେ ଭଗବାନ ଶିବ ବୋହୁତ ଖୁସି ଅଛନ୍ତି । ବୋହୁତ ଖୁସି ଓ ଧନ ର ବର୍ଷା ମଧ୍ୟ ହେବାକୁ ଯାଉଛି ଏହି ରାଶି ରେ ଯେଉଁ ବ୍ୟକ୍ତି ସମ୍ବନ୍ଧ ରଖିଥାଏ ସେମାନେ ମାଲାମାଲ ହେବାକୁ ଯାଉଛନ୍ତି । ବିବାହ ପରେ ଖୁସି ରେ ଜୀବନ ଅତିବାହିତ କରିବେ । ଯଦି ବିବାହ ହୋଇନଥାଏ ତାହେଲେ ପ୍ରସ୍ତାବ ମିଳିବ ।
ମେଷ ରାଶି – ସରକାରୀ ଚାକିରୀ ମିଳିବ ଅର୍ଥାତ୍ ଭଲ ପଇସା ସହ ଘର ମଧ୍ୟ ମିଳିବ । ଚାକିରି ରେ ସ୍ନାତକ ପାଇବେ । ଜୀବନ ସାଥି ଙ୍କ ସହ ଅଧିକ ସମୟ ଅତିବାହିତ କରିବେ । ଆସୁଥିବା ସମୟ ରେ ଆପଣ କାର୍ଯ୍ୟ କ୍ଷେତ୍ର ରେ ବୋହୁତ ପରିଶ୍ରମ ମଧ୍ୟ କରିବେ । ଆପଣ ଙ୍କ ପରିଶ୍ରମ ଅନୁସାରେ ଫଳ ମଧ୍ୟ ପ୍ରାପ୍ତି ହେବ ।
ସିଂହ ରାଶି – ବୋହୁତ ବର୍ଷ ଧରି ରହିଯାଇଥିବା କାର୍ଯ୍ୟ ଆରମ୍ଭ ହେବ । ଯେଉଁ ମାନେ ଗୋଟେ ଭଲ ଚାକିରି ଖୋଜୁଛନ୍ତି ସେମାନେ ଚାକିରି ମଧ୍ୟ ପାଇବେ । ପରିବାର ରେ ଖୁସି ଭଲ ମାହୋଲ ରହିବ । ପରିବାର ଓ ଜୀବନ ସାଥି ଉଭୟ ଙ୍କ ର ସହଯୋଗ ମିଳିବ । ଯାହା କରିବେ ସମସ୍ତେ ଆପଣ ଙ୍କ ସାଥ ଦେବେ ।
କୁମ୍ଭ ରାଶି – ମହାଦେବ ଙ୍କ କୃପା ରୁ ଆପଣ ଙ୍କ ଜୀବନ ରେ ଫୁଲ ପରି ତାଙ୍କ ର ବର୍ଷା ହେବ । ଆପଣ ଯଦି ଯେଉଁଠି ପଇସା ଜମା କରିଛନ୍ତି ତାହା ଦୁଇଗୁଣ ହେବ । ଯଦି ଆପଣ କେଉଁଠି ଚାକିରି କରିଛନ୍ତି ତାହେଲେ ସେଥିରେ ଲାଭ ମଧ୍ୟ ପାଇପାରିବେ । ଭଲ ପଇସା ମଧ୍ୟ ଚାକିରି ରୁ ମିଳିବ । ସଫଳତା ର ଶୀର୍ଷ ରେ ପହଞ୍ଚିବ ସହ ଅନ୍ୟ କୁ ମଧ୍ୟ ସାହାର୍ଯ୍ୟ କରିବେ ।