ଶ୍ରାବଣ ମାସ ରେ ଅନେକ ଦୁଃଖ କଷ୍ଟ ଦୂର ହେବାକୁ ଯାଉଚି ଏହି ଶ୍ରାବଣ ମାସ ରେ ଅନେକ ଲୋକ ଙ୍କ ଚିନ୍ତା ଧାରା ବଦଳିବାକୁ ଯାଉଚି । କୁହାଯାଏ କି ଶ୍ରାବଣ ମାସ ଟି ଶିବ ଙ୍କ ର ଅତି ପ୍ରିୟ ମାସ ଅଟେ । ଏହି ମାସ ରେ ପାର୍ବତୀ ଶିବ ଙ୍କୁ ଆରାଧନା କରି ପାଇଥିଲେ । ଯେଉଁ ଭକ୍ତ ସଚମନ ଓ ଭକ୍ତି ର ସହ ପୂଜାର୍ଚ୍ଚନା କରିଥାଏ ଭଗବାନ ତାଙ୍କୁ ବୋହୁତ ଖୁସି ରେ ରଖିଥାନ୍ତି । ଭୋଳନଥ ନକର କୃପା ତାଙ୍କ ଉପରେ ପଡ଼ିଥାଏ । ଶ୍ରାବଣ ମାସ ରେ ଭଗବାନ ଶିବ ଧରିତ୍ରୀ ରେ ପାଦ ରଖିଥାନ୍ତି ।
ଭକ୍ତ ମାନ ଙ୍କ ମନସ୍କାମନା କୁ ପୂରଣ କରିଥାନ୍ତି । ଭଗବାନ ଶିବ ଙ୍କୁ ଭୋଳା ଶଙ୍କର କୁହାଯାଏ । ସେ ଅତି କାମ ରେ ସନ୍ତୁଷ୍ଟ ହୋଇଯାଇଥାଆନ୍ତି । ଭକ୍ତି ଓ ସ୍ନେହ ଦ୍ଵାରା ଭଗବାନ ଶିବ ସ୍ମରଣ ରେ ଆସିଥାନ୍ତି । ଭକ୍ତ ଙ୍କ ରକ୍ଷା କରିବା ପାଇଁ ଦୌଡ଼ି ଆସନ୍ତି । ଏହି ଶ୍ରାବଣ ମାସ ରେ ଯେତେ ପାରିବେ ଆପଣ ପୂଜା କରନ୍ତୁ କାରଣ ମା ପାର୍ବତୀ ହେଉଛନ୍ତି ଶିବ ଙ୍କ ର ଅର୍ଦ୍ଧାଙ୍ଗିନୀ । ଆର୍ଥିକ ସ୍ଥିତି ରେ ସୁଧାର ଆସିବ ।
ଯଦି ଆପଣ ଶିବ ଙ୍କ ବହନ କୁ ପୂଜା କରୁଛନ୍ତି ତଃଲେଇ ମଧ୍ୟ ଶିବ ନକର ଅପାର କୃପା ଆପଣ ଙ୍କ ଉପରେ ପଡ଼ିବାକୁ ଯାଉଚି । ବିନା ବୃଷଭ ପୂଜା ରେ ଶିବ ପୂଜା ଅସମ୍ଭବ ହୋଇଥାଏ ବା ଅସମ୍ପୂର୍ଣ୍ଣ ହୋଇଥାଏ । ନନ୍ଦୀ ବା ବୃଷଭ ଶ୍ରେଷ୍ଟ ଅଟନ୍ତି । ଅନେକ ମନୁଷ୍ୟ ବୋହୁତ ପରିଶ୍ରମ କରି ମଧ୍ୟ ସଫଳତା ପାଇପାରନ୍ତୀ ନାହିଁ । ପରିଶ୍ରମ ର ଫଳ ମିଳିନଥାଏ । ଭାଗ୍ୟ ସହଯୋଗ କରିନଥାଏ ।
ଆପଣ ଯଦି ଆର୍ଥିକ ସଙ୍କଟ ରେ ଦୂରୀଭୂତ ଅଟନ୍ତି ତାହେଲେ ଆପଣ ଭଗବାନ ଶିବ ଙ୍କ ସହ ତାଙ୍କ ବାହନ ବୃଷଭ ଙ୍କୁ ମଧ୍ୟ ପୂଜାର୍ଚ୍ଚନା କରନ୍ତୁ । ଶ୍ରାବଣ ମାସ ପ୍ରତ୍ୟେକ ଦିନ ଶୁଭ ହୋଇଥାଏ । ପ୍ରଥମେ ଶିବ ନକର ଏହା ପରେ ପାର୍ଶ୍ଵ ଦେବ ଦେବୀ ନକର ପୂଜା କରନ୍ତୁ ଏହା ପରେ ନନ୍ଦୀ ବା ବୃଷଭ ଙ୍କ ର ପୂଜାର୍ଚ୍ଚନା କରନ୍ତୁ । ଧୂପ ଓ ନୈବେଦ୍ୟ ଦେଇ ପୂଜା କରନ୍ତୁ ।
କିଛି ମିଠା ଭୋଗ କରନ୍ତୁ । ତାଙ୍କ ପାଖରେ ବସି ଓଙ୍ ନନ୍ଦୀ ସ୍ୱରୟ ନମଃ ଏ ମନ୍ତ୍ର ଜପ କରନ୍ତୁ । ଏହାପରେ ଆପଣ ଙ୍କ ଦୁଃଖ ବା କଷ୍ଟ କୁ ନନ୍ଦୀ ଙ୍କ କଣ ରେ କହି ଦିଅନ୍ତୁ । ଏପରି କୁହନ୍ତୁ ଯାହାକି ଅନ୍ୟ କେହି ଶୁଣିପାରିବେ ନାହିଁ । ସେ ସମସ୍ତ କଥା କୁ ଶିବ ଙ୍କ ପାଖରେ ପହଚାଇବାରେ ସାହାର୍ଯ୍ୟ କରିଥାନ୍ତି । ଏବଂ ଆପଣ ଙ୍କ ମାନ ର ସବୁ ଦୁଃଖ କଷ୍ଟ ଦୂର ହୋଇଥାଏ ।