କିଛି ରାଶି ମାନ ଙ୍କ ଜୀବନ ରେ ଅଗଷ୍ଟ ମାସ ଆରମ୍ଭ ବେଳକୁ ଏମିତି ପରିବର୍ତ୍ତନ ଘଟିବାକୁ ଯାଉଚି ଯାହାକି ଆପଣ ଙ୍କୁ ମଧ୍ୟ ଆଚମ୍ବିତ କରିଦେବ । ଆସୁଥିବା ଅଗଷ୍ଟ ମାସ ରେ ମାତା ଲକ୍ଷ୍ମୀ ନକର ଖାସ କୃପା ଆପଣ ଙ୍କ ଉପରେ ପଡ଼ିବାକୁ ଯାଉଚି । ସବୁ ମନୁଷ୍ୟ ମାନ ଙ୍କ ର ଗୋଟିଏ ଇଛା ରହିଥାଏ ଯାହାକି ସେମାନେ ଙ୍କ ପାଖରେ ଏମିତି କିଛି ଥାଉ ଯାହା ଦ୍ଵାରା ସେମାନେ ସେମାନଙ୍କ ର ଇଛା କୁ ପୂର୍ଣ୍ଣ କରିପାରିବେ । ସମସ୍ତ ଙ୍କ କିଶ୍ମତ ଏତେ ଭଲ ହୋଇ ନଥାଏ ।
କିଛି ଲୋକ ନିଜ ଲକ୍ଷ୍ୟ ଅନୁସାରେ ପହଞ୍ଚିଯାନ୍ତି କିଛି ଏମିତି ମଧ୍ୟ ଅଛନ୍ତି ସେମାନେ ନିଜ ଖାଇବା ପାଇଁ ବା ନିଜ ପୋଷଣ ପାଇଁ କାର୍ଯ୍ୟ ବା ଅକ୍ଲାନ୍ତ ପରିଶ୍ରମ କରିଥାନ୍ତି । ଆଗକୁ ଆସୁଥିବା ମାସ ରେ ମାତା ଲକ୍ଷ୍ମୀ ନକର ବିଶେଷ କୃପା କିଛି ଖାସ ରାଶି ଉପରେ ପଡ଼ିବାକୁ ଯାଉଚି । ସ୍ବାସ୍ଥ୍ୟ ସମ୍ବନ୍ଧ ରେ ଥିବା ସମସ୍ୟା ଦୁର ହେବ । ଦୁଃଖ ଓ ଦୁର୍ଦ୍ଦଶା ଦୂର ହେବ । କୌଣସି ଆର୍ଥିକ ଓ ମାନସିକ ଦୁଶ୍ଚିନ୍ତା ଥିଲେ ତାହା ଦୁର ହେବ ।
ଆପଣ ଯଦି କିଛି ଦିନ ଧରି ନିଜ ସ୍ବାସ୍ଥ୍ୟ କୁ ନେଇ ଚିନ୍ତିତ ଥିବେ ତାହେଲେ ଏହି ସମସ୍ୟା ଦୂର ହେବ । ମା ଲକ୍ଷ୍ମୀ ଙ୍କ ବିଶେଷ କୃପା ଦ୍ଵାରା ଆପଣ ବିଦେଶ ଯାତ୍ରା ଓ ସମସ୍ତ କ୍ଷେତ୍ର ରେ ଲାଭ ପାଇବେ । କୌଣସି ସଙ୍କଟ ବା ଦୁଃଖ ଆପଣ ଙ୍କ ଜୀବନ ରେ ଥିଲେ ତାହା ଦୁର ହେବ । ମା ଲକ୍ଷ୍ମୀ ଙ୍କ କୃପା ରୁ ଏଗୁଡ଼ିକ ଦୁର ହେବାକୁ ଲାଗିବ । ଧନ ର ଅଭାବ ରହିବ ନାହିଁ । ଧନ ଜନିତ ସମସ୍ତ ପ୍ରକାର ସମସ୍ୟା ଦୁର ହେବ ।
ଆପଣ ଙ୍କ ଜୀବନ ସାଥି ଙ୍କ ସହ ଭଲ ରେ ସମୟ ଅତିବାହିତ କରିବେ । ପରିବାର ସହ ଅଧିକ ସମୟ ଅତିବାହିତ କରିବେ । ଆପଣ କାହା ଠାରୁ ଉପହାର ମଧ୍ୟ ପାଇପାରନ୍ତି । ଆଗରୁ ଥିବା ସମସ୍ୟା ସମସ୍ତ ଦୁର ହେବ । ଭଲ ଭାବେ ଆପଣ ନିଜକୁ ପରିଚିତ କରିପାରିବେ । ସମାଜ ରେ ନୂତନ ମାନ୍ୟତା ହାସଲ କରିପାରିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
ସୁଖ ଓ ସମୃଦ୍ଧି ଆସିବାକୁ ଯାଉଚି । ସଙ୍କଟ ମୋଚନ ହେବ । ମାତା ଲକ୍ଷ୍ମୀ ଆପଣ ଙ୍କୁ ଭଲ ଭଲ ଫଳ ଦେବେ । ମାତ ଲକ୍ଷ୍ମୀ ଙ୍କ କୃପା ଏହି ଖାସ ଲୋକ ଙ୍କ ଉପରେ ପଡ଼ିବାକୁ ଯାଉଚି । ବ୍ୟାପାର ରେ ସମସ୍ୟା ମଧ୍ୟ ଦେଖା ଯିବ ନାହିଁ । ଅଧିକ ଲାଭ ହେବ । ଏବଂ ସୁଖ ରେ ଜୀବନ ଅତିବାହିତ କରିବେ । ମେଷରାଶି, ମିଥୁନରାଶି , କନ୍ୟାରାଶି , ତୁଳାରାଶି, ସିଂହରାଶି , କୁମ୍ଭରାଶି ।