ବନ୍ଧୁଗଣ ଶ୍ରାବଣ ମାସ ରେ ଯଦି ଏହି ପକ୍ଷୀ ଘରେ ଦେଖା ଯାଏ ତାହେଲେ ଶୁଭ ହେବ ଆପଣ ଙ୍କ ର । ଏହି ପକ୍ଷୀ ଘର କୁ ଆସିବା ଅର୍ଥାତ୍ ସାକ୍ଷାତ ଭୋଲାନାଥ ଆସିବା ସହ ସମାନ । ଏବେ ଠାରୁ ଆପଣ ଙ୍କ ଉପରେ ଭଗବାନ ଭୋଲାନାଥ ଙ୍କ କୃପା ପଡ଼ିବ । ଆମ ଆଖ ପକଃ ରେ ପକ୍ଷୀ ରହିବ ସେତିକି ଜରୁରୀ ଅଟେ ଯେମିତି ପିଇବା ପାଇଁ ପାଣି ର ଆବଶ୍ୟକ । ଯଦି ଏହି 5 ଟି ପକ୍ଷୀ ଆପଣ ଙ୍କ ଚଟ କୁ ଆସି ଦାନା ଖାଇ ତାହେଲେ ତାହା ଆପଣ ଙ୍କ ପାଇଁ ଶୁଭ ହୋଇଥାଏ ।
ବଡ଼ ଭାଗ୍ୟବାନ ହୋଇଥାନ୍ତି ଏହି ପକ୍ଷୀ । ଏହି ପକ୍ଷୀ ଆପଣ ଙ୍କ ଜୀବନ ରେ ଖୁସି ବା ସୁଖ ନାଏ ଆସିବ ସାଥିରେ ମୟ ଲକ୍ଷ୍ମୀ ଙ୍କୁ ମଧ୍ୟ ଆଣିବା । ଶାସ୍ତ୍ର ଅନୁସାରେ ଜଣ ଯାଏ ଯେ କେବେ ରାଜା ଙ୍କ ଘରକୁ ଏହି ପକ୍ଷୀ ଆସିଥିଲା ସେତେବେଳେ ରାଜା ଏହି ପକ୍ଷୀ ଟିକୁ ଭୋଜନ କରାଇଥିଲେ ।
ଯଦି ଆପଣ ଙ୍କ ଘରକୁ ଏହି ପକ୍ଷୀ ଆସେ ତାହେଲେ ଆପଣ ଙ୍କୁ ମଧ୍ୟ ଲଭ ମିଳିବ ବା ଧନ ର ଅଭାବ ରହିବ ନାହିଁ ଜୀବନ ରେ ଖୁସି ଭରି ଆସିବ । ଶାସ୍ତ୍ର ଅନୁସାରେ ନୀଳକଣ୍ଠ ହେଉଛି ଭଗବାନ ଶିବ ଙ୍କ ର ପ୍ରିୟ ପକ୍ଷୀ । ଏହା ଘରକୁ ଆସିବା ମାତ୍ରେ ସ୍ୱୟଂ ମହାଦେବ ଙ୍କ ଆଗମନ ବୋଲି ମନା ଯାଏ ।
ଏହାକୁ ଦେଖିବା ଫଳ ରେ ବ୍ୟକ୍ତି ର ସବୁ କଷ୍ଟ ଦୁର ହୋଇଯାଏ । ଯଦି କାଉ ଆପଣ ଙ୍କ ଛାତ ଉପରେ ବସି ଦାନା ଖାଏ ତାହାଲେ ବୁଝିଯାନ୍ତୁ ଯେ କିଛି ଶୁଭ ଖବର ମିଳିବାକୁ ଯାଉଚି । ଏହି ପକ୍ଷୀ ରହିଲେ ରାହୁ ଓ ଶନି ଶାନ୍ତ ହୋଇଥାନ୍ତି । ଘର ଚଟିଆ ପକ୍ଷୀ କୁ ଭଗବାନ ବୋହୁତ ପସନ୍ଦ କରନ୍ତି ଏହି ପକ୍ଷୀ ଏହା ଦର୍ଶାଇ ଥାଏ ଯେ ପରିଶ୍ରମ ଦ୍ବାରା ସଫଳତା ପାଇପାରିବେ ।
ଯଦି ପେଚା ଆପଣ ଙ୍କ ଘର ଉପରେ ବସେ ତାହେଲେ ମାତା ଲକ୍ଷ୍ମୀ ଙ୍କ କୃପା ପଡ଼ିବ ଧନ ଜନିତ ସମସ୍ତ ଦୁର ହେବ । କିଛି ମଧ୍ୟ ଧନ ବ୍ୟର୍ଥ ଜୀବନୀ । ଯଦି ଘର ଉପରେ ପାରା ଦେଖା ଯାଏ ତାହେଲେ ଧନ ଆସିବାର ସଂଯୋଜନା ଦେଖା ଯାଏ । ଧନ ଆଗମନ ର ସଂକେତ ମିଳେ । ବେପାର ଓ ବାଣିଜ୍ୟ ରେ ଉନ୍ନତି ଘଟେ । ଚାକିରି ରେ ଉନ୍ନତି ମିଳିବ ।