ବୁଧଗ୍ରହ ସିଂହ ରେ 21 ଅଗଷ୍ଟ ପର୍ଯ୍ୟନ୍ତ ରହିବେ । ପରନ୍ତୁ ଏହାର ପରିବର୍ତ୍ତନ ଏହି 3 ଟି ରାଶି ଉପରେ ପ୍ରଭାବ ପକେଇବାକୁ ଯାଉଚି । ଏହି 3 ଟି ରାଶି ଏହି 21 ଦିନ ସମସ୍ତ ପ୍ରକାର କାର୍ଯ୍ୟ ରେ ସଫଳତା ହାସଲ କରିବେ । ଶତ୍ରୁ ଙ୍କୁ ପରାଜୟ କରିବେ । ଧନ ପ୍ରାପ୍ତିର ଯୋଗ ଅଛି, ବ୍ୟାପାର ରେ ବୃଦ୍ଧି ହେବା ଲାଭ ଦେଖା ଦେବ । ଏହି ଲୋକଙ୍କ ପାଇଁ ବ୍ୟାପାର ପୁରା ପୁରୀ ଲାଭବାନ ହେବ । ବଡ଼ବଡ଼ କାର୍ଯ୍ୟ ରେ ହାତ ଦେବେ । କୌଣସି ପ୍ରକାର ର ଲକ ମାନେ ଆପଣ ଙ୍କୁ ସମ୍ମାନ କରିବାକୁ ଲାଗିବେ । ବୁଦ୍ଧ ଙ୍କ କୃପା ରୁ ବ୍ୟାଙ୍କ୍ ଓ ଆକାଉଣ୍ଟ ରେ ଶୁଦ୍ଧ ଲାଭ ହେବ ।
ମୀନ ରାଶି – ଦେହ ଖରାପ ରହିବ । ଯତ୍ନ ନେବା ଦରକାର । ନିଜ ପାଇଁ କିଛି ସମୟ ଦେବା ଉଚିତ । କୋଟ କେଶ ଗୁଡ଼ିକ ସମାଧାନ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପରିବାର ର ସପକ୍ଷ ମିଳିବ । ଜୀବନ ସାଥି ଙ୍କ ସହ ଅଧିକ ସମୟ ଅତିବାହିତ କରିବେ । ବୋହୁତ ବର୍ଷ ପରେ ପଡ଼ିବାକୁ ଯାଉଚି ରାଜା ଯୋଗ । ମାତାଲକ୍ଷ୍ମି ବୋହୁତ ପ୍ରସନ୍ନ ଅଛନ୍ତି ।
କୁମ୍ଭ ରାଶି – ଅଧିକ ଉର୍ଜନା ହେବ । ମାନସିକ ଅଶାନ୍ତି ଦେଖା ଦେବ । କର୍ମ କ୍ଷେତ୍ର ରେ ବାଧା ଦେଖା ଦେଇ ପାରେ । ଯାହା କରୁଛନ୍ତି ଭାବିକି କରନ୍ତୁ ନିଜର ବିବେକ ଓ ବିଚାର ସହ କାର୍ଯ୍ୟ କରନ୍ତୁ । ଉଚ୍ଚକୋଟିର ମାନ ସମ୍ମାନ ପାଇବେ । ବ୍ୟାପାର ସମୟ ଦୁର ହେବ । ଆର୍ଥିକ ସମସ୍ୟା ଦୂର ହେବ । ଏହି ଲୋକ ମାନେ ନୂଆ ନୂଆ କିର୍ତିମାନ ସ୍ଥାପନ କରିବା ସହ ନୂତନ କାର୍ଯ୍ୟ ରେ ଯୋଗ ଦେବେ ।
ମକର ରାଶି – ଆର୍ଥିକ ସ୍ଥିତି ଠିକ୍ ରହିବ । ଅଧିକ ମଜବୁତ୍ କରିବା ପାଇଁ ପରିଶ୍ରମ କରିବେ । ନୂତନ ଜିନିଷ କିଣିବେ । ଘର ସାଜସଜ୍ଜା ରେ ମନୋନିବେଶ କରିବେ । କାମରୁ ଲାଭ ହେବ । ପ୍ରେମ ରେ ସୁଖ ପାଇବେ । ବୈବାହିକ ଜୀବନ ରେ ଖୁସି ଆସିବା ସହ ସନ୍ତାନ ମନ ଙ୍କ ତରଫ ରୁ ଉପହାର ମିଳିପାରେ । ସମସ୍ତ ଅଟକି ରହିଥିବା କାର୍ଯ୍ୟ ଖୁବ୍ ଶୀଘ୍ର ପୁରା ହେବାକୁ ଯାଉଛି । ବିବାହର ଯୋଗ ରହିଅଛି ।