ସିଂହ (Leo) ରାଶି ଥିବା ବ୍ୟକ୍ତିଙ୍କ ବିଷୟରେ କିଛି କାଟୁ ସତ୍ୟ, ଆପଣଙ୍କ ପାଖରେ ସିଂହ ରାଶି ବ୍ୟକ୍ତି ଥିଲେ ନିଶ୍ଚୟ ଦେଖନ୍ତୁ

ସିଂହ ରାଶି ସମ୍ପର୍କ ରେ କିଛି କଟୁ କଥା । ସିଂହ ରାଶି ବ୍ୟକ୍ତି ନିଜ ଜୀବନରେ ବୋହୁତ ସଂଘର୍ଷ କରନ୍ତି ବା ବୋହୁତ କଷ୍ଟ ସହନ୍ତି । ବୋହୁତ ପରିଶ୍ରମୀ ଏବଂ ଏମାନେ କିଛି କରିବାକୁ ଚାହୁଁଥିଲେ ବି କରି ପାରିନଥାନ୍ତି । ସିଏ ସ୍ବପ୍ନ ତ ଦେଖନ୍ତି ହେଲେ କିଛି ପଇସା ର ଅସୁବିଧା ଯୋଗୁ ସ୍ବପ୍ନ ଅଧାରେ ରହିଛି । ତାର ମନ ରେ ସମସ୍ତ ଙ୍କ ପାଇଁ ଭଲ ପାଇବା ଓ ସ୍ନେହ ଓ ଶ୍ରଦ୍ଧା ଆଦି ଭରି ରହିଚି । । ଏହି ଲୋକ ଆଗକୁ ଯାଇ ବୋହୁତ ଶୀର୍ଷ ରେ ପହଞ୍ଚିବେ । ନିଜ ଠାରେ ରହିବାକୁ ପସନ୍ଦ କରନ୍ତି । ଜୀବନ ଶୈଳୀ ରାଜା ପରି ହୋଇଥାଏ ।

ଆତ୍ମ ବିଶ୍ବାସ ରେ ପୂର୍ଣ୍ଣ ହୋଇଥାନ୍ତି । ଯେଉଁ କାର୍ଯ୍ୟ କରିଥାନ୍ତି ସେଥିରେ ସଫଳତା ମିଳିଥାଏ । ଏମାନ ଙ୍କ ଦ୍ଵାରା ଲୋକ ମନେ ଆକର୍ଷିତ ହୋଇଥାନ୍ତି । ପରିବାର ଓ କୁଟୁମ୍ବ ଙ୍କ ର ସହ ଅଧିକ ସମୟ ଅତିବାହିତ କରନ୍ତି । ଯେଉଁ କାରଣ ରୁ ଆପଣ ଏକ ଶୁଖି ଓ ଆନନ୍ଦ ର ପରିବେଶ ରେ ରୁହନ୍ତୁ । ଶିକ୍ଷା ରେ ଭଲ ପ୍ରଦର୍ଶନ କରନ୍ତୁ । ସ୍ବାସ୍ଥ୍ୟ ର କ୍ଷେତ୍ର ରେ ଭଲ ପ୍ରଦର୍ଶନ ରହେ ।

ମାନସିକ ଚାପ ଅଳପ ମାତ୍ର ରେ ଥିଲେ ମଧ୍ୟ ଆପଣ ତାକୁ ରଖିବାର ଦୃଢ଼ ଶକ୍ତି ନିଜ ଭିତରେ ଭରପୁର କରି ରଖିଛନ୍ତି । ଆପଣ ଙ୍କ ମଧ୍ୟ ରେ ସ୍ୱାଭିମାନ ଅଧିକ ଦେଖା ଦେଇଥାଏ । ଗରିବ ଲୋକ କୁ ସାହାର୍ଯ୍ୟ କରନ୍ତି । କାହା ଆଗରେ ହାତ ପତାଇବେ ନାହିଁ ନିଜ ସକ୍ଷମ ଦ୍ଵାରା ଆଗକୁ ବଢିଥାନ୍ତି । ପ୍ରତ୍ୟେକ କାର୍ଯ୍ୟ କୁ ନ୍ୟାୟ ର ସହ କରନ୍ତି । ଏବଂ ସତ କହିବାକୁ ଅଧିକ ପସନ୍ଦ କରନ୍ତି ।

ସଠିକ୍ ଦିଗ ରେ କାର୍ଯ୍ୟ କରି ସଫଳତା ପାଆନ୍ତି । ଧାର୍ମିକ ଦିଗ ରେ ଅଧିକ ମନ ଦିଅନ୍ତି । ବିଦେଶ ଗ୍ରସ୍ଥ କରିବାକୁ ପସନ୍ଦ କରନ୍ତି । ଏବଂ ଦୁଇ ରୁ ଚାରି ଗୁଣ ପର୍ଯ୍ୟନ୍ତ ଧନ ଅର୍ଜନ କରିବା ପାଇଁ ପରିଶ୍ରମ କରନ୍ତି । ଖେଳ କୁଦ ରେ ଆଗକୁ ଯାଆନ୍ତି । ଅସୁବିଧା ବା ଧନ ଜନିତ ସମସ୍ତ ପ୍ରକାର ସମସ୍ୟା ଦେଖା ଦେଇନଥାଏ । ବାଧା ସୃଷ୍ଟି କରୁଥିବା କାରକ ଗୁଡ଼ିକ ଆପଣ ଙ୍କୁ ଅସୁବିଧା ରେ ପକାଇ ପରେ ନାହିଁ ।

କାରଣ ଆପଣ ସର୍ବଦା ସଠିକ୍ ରାସ୍ତା ରେ ଚାଲିବାକୁ ପସନ୍ଦ କରନ୍ତି । କୌଣସି ସମସ୍ୟା ରେ ରହୁଥିଲେ ତାହା ନିଶ୍ଚିତ ଦୁର ହୋଇଯାଏ । ଯେଉଁ କାରଣ ରୁ ଆପଣ ସୁଖୀ ରହିବେ । ଧାର୍ମିକ କ୍ଷେତ୍ର ରେ ଅଧିକ ମନ ରହିବ । ମିତ୍ର ଙ୍କ ସହ ଭଲ ସମ୍ପର୍କ ସ୍ଥାପନ ହେବ । ଲାଭ ଦେଖା ପ୍ରଦର୍ଶନ କରିବେ । ଆର୍ଥିକ ସ୍ଥିତି ଓ । ଦୃଢ଼ ସ୍ଥିତି କ୍ୟାରିଅର ଗଢିବାରେ ସାହାର୍ଯ୍ୟ କରିଥାଏ । ଇଛାମୂତାବକ କାର୍ଯ୍ୟ କରିଥାଆନ୍ତି ।

Leave a Reply

Your email address will not be published. Required fields are marked *